ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ
ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର ସିସିଟିଭି…
ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା: ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀ ଫେରାର; ୨ କାର୍, ବନ୍ଧୁକ ସହ ମାରଣାସ୍ତ୍ର ଜବତ
ଭୁବନେଶ୍ୱର,୮।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ସିଆର୍ପି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କେତେଜଣ ଦୁର୍ବୃତ୍ତ ଦୁଇଟି କାର୍ରେ ବ୍ୟବସାୟୀଙ୍କୁ ଅପହରଣ କରି ନେଉଥିବା ବେଳେ ବାଣୀବିହାର ଓଭରବ୍ରିଜ ନିକଟରେ ସେମାନଙ୍କ ଗାଡ଼ି…
ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା: ଖାଲରେ କାର ପଡ଼ି ଗଲା ୪ଜୀବନ
ଡେରାଡୁନ,୮।୬: ମସୁରୀରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କିଛି ଯାତ୍ରୀ ମୁରାଦାବାଦରୁ କେମ୍ପଟୀ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିଲା। କାରରେ…
ଇନ୍ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍ଅପ୍ ଫଟୋ
କରୀନା କପୁର ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫଟୋରେ କରୀନା…
୬ ହଜାର ପୃଷ୍ଠାର ଦସ୍ତାବିଜ୍ ମୁଣ୍ଡରେ ବୋହି ଏନ୍ଏଚ୍ଡିସି କାର୍ଯ୍ୟାଳୟ ପହଞ୍ଚିଲେ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ
ଖଣ୍ଡଓ୍ବା,୮।୬: ମଧ୍ୟପ୍ରଦେଶ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ ୬ ହଜାର ପୃଷ୍ଠାର ଦସ୍ତାବିଜ୍ ମୁଣ୍ଡରେ ବୋହି ଏନ୍ଏଚ୍ଡିସି କାର୍ଯ୍ୟାଳୟ ପହଞ୍ଚିଛନ୍ତି। ଏସବୁ ୮ଟି ବଡ଼ ବ୍ୟାଗ୍ରେ ରଖାଯାଇଥିବା କୁହାଯାଉଛି। ଏଥିରେ ଏକ ହଜାର ୧୧ ପରିବାର ନିଜର ଭିଟାମାଟି ହରାଇଥିଲେ। ସେମାନେ ଜମି…
ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ
ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ଗତ ୬ ତାରିଖରୁ ବିଧାୟକ ସରୋଜ ମେହେରଙ୍କ ନାମରେ…
ବଜାର ନିୟନ୍ତ୍ରଣ କମିଟିର ଚଞ୍ଚକତା ଅଭିଯୋଗ: ଟ୍ୟାକ୍ସ ଫାଙ୍କୁଛନ୍ତି ବାହାର ବ୍ୟବସାୟୀ
ଦାରିଙ୍ଗବାଡ଼ି,୮।୬(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ କାର୍ଯ୍ୟ କରୁଥିବା ନିୟନ୍ତ୍ରିତ ବଜାର କମିଟି (ରାଇକିଆ) ପକ୍ଷରୁ ଅଞ୍ଚଳରେ ଚଞ୍ଚକତା କରାଯାଉଥିବା ଶନିବାର ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ବଜାର କମିଟି ପକ୍ଷରୁ ହଳଦୀ, ଚାଉଳ ଆଦି ଟ୍ରକ ଏବଂ ଗୋଦାମରୁ…
ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍ ୟୁ’
ଉରୁଗୁୟେ,୮।୬: ଟ୍ରାଫିକ୍ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରିବା, ଟ୍ରାଫିକ୍ ଅଟକାଇଥିବା ବେଳେ ନିୟମ ଭାଙ୍ଗି ଆଗକୁ ମାଡିଯିବା ଆଦି କ୍ଷେତ୍ରରେ…
ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର: ମୋଦି
ତିରୁଭାନନ୍ତପୁରମ୍,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେରଳରେ ଭାଜପା ଖାତା ଖୋଲି ନ ଥିଲେ ମଧ୍ୟ ଏଠାକାର ଅଞ୍ଚଳ ମୋର ଅତି ଆପଣାର। ଯେପରି ବାରାଣସୀ ଭଳି କେରଳ ମଧ୍ୟ ମୋର…
ପିଇବା ପାଣିରେ କାର୍ ଧୋଇ ଦଣ୍ଡିତ କୋହଲି
ନୂଆଦିଲ୍ଲୀ, ୮ା୬- ପିଇବା ପାଣି ନଷ୍ଟ କରିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଦେବାକୁ ପଡ଼ିଛିି। ଗୁରୁଗ୍ରାମସ୍ଥିତ ବାସଭବନ ଡିଏଲ୍ଏଫ୍ ଫେଜ ଓ୍ବାନରେ ପାଇପ୍ ଯୋଗେ କାର ଧୋଇଥିଲେ। ତାଙ୍କୁ ଜରିମାନା ବାବଦକୁ ୫୦୦ ଟଙ୍କା ଦେବାକୁ…
ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ: ଆତ୍ମହତ୍ୟା ସନ୍ଦେହ
ଖୋର୍ଦ୍ଧା ଅଫିସ/ବୋଲଗଡ଼,୮।୬(ଡି.ଏନ୍.ଏ.): ଖୋର୍ଦ୍ଧା-ବଲାଙ୍ଗୀର ପୂର୍ବତଟ ରେଳପଥର ବୋଲଗଡ଼ ଟାଉନ୍ ପି.ଏଚ୍ ନିକଟରେ ଶନିବାର ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ବୋଲଗଡ଼ ପୋଲିସ ମୃତଦେହ ଉଦ୍ଧାର କରିଛି।…
ଭାରତ ସହ କଥାହେବାକୁ ବ୍ୟଗ୍ର ହେଉଛି ପାକିସ୍ତାନ: ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ
ଇସଲାମାବାଦ,୮।୬: ସୁଧୁରିନି ପାକିସ୍ତାନ। ଗୋଟିଏ ପଟେ ସୀମାରେ ଲଗାତାର ଭାବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ଆଲୋଚନା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

