Home Left

ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ମୁଁ ଉକ୍ତ ଘରୋଇ ହସ୍ପିଟାଲକୁ ପୁଅକୁ ନେଇଥିଲି। ହେଲେ ଚିକିତ୍ସା…

ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ତେଜୁଛି ନାଉଗଁ। ରାଜନୀତି

ଜଗତ୍‌ସିଂହପୁର ଅଫିସ,୮ା୬: ଜଗତ୍‌ସିଂହପୁର ଜିଲା ନାଉଗଁ। ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କୁ ନେଇ ଏବେ ଏକ ପ୍ରକାର ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଜଗନ୍ନାଥ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହୋଇଥିବାବେଳେ ଏବେ ତାଙ୍କ କାର୍ଯ୍ୟଧାରା ଉଭୟ କଂଗ୍ରେସ ଓ ବିଜେଡି…

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ କଥା ହୋଇଥାନ୍ତି। କେବେ ଆପଣ ଏହା ଭାବିଛନ୍ତି କି ଫୋନ୍‌ ଉଠାଇବା କ୍ଷଣି ଲୋକେ…

ଘରଭଙ୍ଗା ତଦନ୍ତରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରିଲେ ବାତ୍ୟା ବିପନ୍ନ

ବାଲିଆ,୮।୬: ଫନୀ ବାତ୍ୟା ପ୍ରଭାବରେ ବିରିଡ଼ି ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ମିଳିପାରିଲା ନାହିଁ। ଏପରି କି ଘରଭଙ୍ଗା ତଦନ୍ତ ଠିକ୍‌ ଭାବେ ନ ହେବାରୁ ବିପନ୍ନ ପରିବାର ଆରଆଇଙ୍କ ଦ୍ୱାରା…

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୯ ସରପଞ୍ଚ ପ୍ରାର୍ଥୀ

କୁଜଙ୍ଗ,୮ା୬(ସ୍ବ.ପ୍ର.): ଜୁଲାଇ ୩ ତାରିଖରେ ହେବାକୁ ଥିବା ଢିଙ୍କିଆ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ୨୩ ଓ୍ବାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୨୨ଟି ଓ୍ବାର୍ଡ ପାଇଁ ୪୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୯ ନଂ. ଓ୍ବାର୍ଡଟି ଆଦିବାସୀ…

ଜରନ୍ଦାପାଳ ପୋଲ ନିକଟରୁ ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

କଳିଙ୍ଗନଗର,୮ା୬(ଡି.ଏନ୍‌.ଏ.): ଟମକା ଥାନା ଜରନ୍ଦାପାଳ ଛକ ନିକଟରୁ ଶୁକ୍ରବାର ସକାଳେ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଗାଡି ମାଲିକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜରନ୍ଦାପାଳ ଗ୍ରାମର ନିରଞ୍ଜନ ସାହୁ(୪୦)। କଳିଙ୍ଗନଗର ଏଏସ୍‌ପି ରାଜକିଶୋର ଦୋରା ଓ ଟମକା ଥାନା ଅଧିକାରୀ…

ସାପ କାମୁଡାରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ

ବିଞ୍ଝାରପୁର,୮ା୬(ଡି.ଏନ୍‌.ଏ.): ବିଞ୍ଝାରପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଶୁକ୍ରବାର ସାପକାମୁଡାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗୋପାଳ ମଲିକଙ୍କ(୪୮)। ସେ ଥାନାରେ ଗ୍ରାମରକ୍ଷୀଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଗୋପାଳ ଘରେ ଶୋଇଥିବାବେଳେ ସାପ ତାଙ୍କୁ କାମୁଡି ଥିଲ।…

ବକେୟା ଦରମା ଦାବିରେ ଛଟେଇ ଶ୍ରମିକଙ୍କ ଧାରଣା

କାଳିଆପାଣି,୮ା୬(ଡି.ଏନ୍‌.ଏ.): ଇଡ଼କଲ ତୈଳଙ୍ଗୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବେକୟାଦରମା ପ୍ରଦାନ ଦାବିରେ ଛଟେଇ ଶ୍ରମିକମାନେ ଧାରଣା ଦେଇଛନ୍ତି। ଦୀର୍ଘ ସମୟଧରି ଧାରଣା ଜାରି ରହିଥିଲେ ମଧ୍ୟ ଧାରଣସ୍ଥଳକୁ ଖଣି କର୍ତ୍ତୃପକ୍ଷ ଆସି ନ ଥିଲେ। ଶେଷରେ ଶ୍ରମିକମାନେ ନିରାଶ ହୋଇ…

ଫଳକରେ ସୀମିତ ଶୂଳିଆ ନାଳ ପୋଲ

ନୂଆଗାଁ,୮।୬(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନସାହି ଲୋକଙ୍କ ଯାତାୟାତରେ ବାଧକ ସାଜିଛି ଶୂଳିଆ ନାଳ। ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷରୁ ଦାବି କରି ଆସୁଥିବାବେଳେ ଗତ ୫ବର୍ଷ ତଳେ ତତ୍କାଳୀନ…

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ଚିଲିକା ଘେରି ମଧ୍ୟରେ ଥିବା ଦୀପାଞ୍ଚଳ ବ୍ରହ୍ମପୁରରେ ।…

ବୋଲଗଡ଼ରେ ଦେବଦମ୍ପତି ବିବାହ

ବୋଲଗଡ଼,୮ା୬(ଡି.ଏନ.ଏ.): ଶୀତଳ ଷଷ୍ଠୀ ପର୍ବ ଅବସରରେ ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ଶିବାଳୟରେ ଶୁକ୍ରବାର ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡକୁମାରୀସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଦେବଙ୍କ ବିବାହ ଉତ୍ସବରେ ବରପିତା ଭାବେ ବାମଦେବ ରଥ ଏବଂ କନ୍ୟାପିତା ଭାବେ ନୀଳକଣ୍ଠ…

ଅଧାପନ୍‌ତରିଆ ପଡ଼ିଛେ ପଢ଼ାକୁଠି ତିଆରି କାମ୍‌:୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର

ଲୋଇସିଂହା, ୮।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ଅଧୀନ ଅଗଲାପାଲି ଗଁାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନୂତନ ପଢ଼ାକୁଠି ତିଆରିରେ ବଡ଼ଭାରି ହେରଫେର ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଯେନ୍‌ଥିରଲାଗି ତିଆରି କାମ୍‌ ଗଲା ୫ ବଛର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?