ପାଣି ପାଇଁ ସ୍କୁଲ, ହୋଟେଲ ବନ୍ଦ ହେବା ମିଥ୍ୟା ଖବର: ପଲାନିସ୍ବାମୀ
ଚେନ୍ନାଇ,୨୧।୬: ତାମିଲନାଡୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ହେଲେ ପାଣି ପାଇଁ ସ୍କୁଲ ଓ ହୋଟେଲ ବନ୍ଦ ହେବା ଖବର ମିଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଇଡାପଡି କେ. ପଲାନିସ୍ବାମୀ। ଶୁକ୍ରବାର ଖବରଦାତାଙ୍କୁ ଏହି ସୂଚନା…
ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବା ପାଇଁ ମନେ ରଖନ୍ତୁ ଏହି ଟିପ୍ସ
ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ…
ବର୍ଷା ଦିନେ ଘରେ ବନାନ୍ତୁ ଚଟ୍ପଟା ମକା ଚାଟ୍
ବର୍ଷା ଦିନ ଆସିଲାଣି, ଘରେ ଛୁଆ ହୁଅନ୍ତୁ କି ବୟସ୍କ ସମସ୍ତେ ଗରମ ଗରମ ଓ ଚଟପଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ପକୋଡି ସବୁବେଳେ ଖାଉଛେ ହେଲେ ଆଜି ଆମେ ଆପଣଙ୍କୁ ଏକ ନୂଆ ଡିସ୍ ବିଷୟରେ କହିବାକୁ ଯାଉଛୁ।…
ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପାଟଣାଗଡ଼ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ
ପାଟଣାଗଡ଼,୨୧।୬ (ଡି.ଏନ୍.ଏ.): ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନକୁ ନେଇ ଶୁକ୍ରବାରଠାରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବିଗତ ୯ ମାସ ଧରି ସିଜ୍ୱାର୍କ କରାଯାଇଥିଲେ ସୁଦ୍ଧା ସରକାରଙ୍କ…
ବିଧାୟକଙ୍କ ଜେଇଙ୍କୁ ବସ୍ଉଠ୍ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି
ପାଟଣାଗଡ଼,୨୧।୬(ଡି.ଏନ୍.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍ବସ୍ କରିଥିବା ଘଟଣାରେ ବିଧାୟକଙ୍କ ନାମରେ ଆଟ୍ରୋସିଟି ମାମଲା ରୁଜୁ ହୋଇଥିଲା। ଜିଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ…
ମୂଷାଙ୍କ ଗାଁ ‘ମିନି ଭିଲେଜ’: ଅଛି ଛୋଟ ଛୋଟ ଘର, ଖାଦ୍ୟର ବ୍ୟବସ୍ଥା
ଗାଈ ଓ କୁକୁର ପାଇଁ ଘର ତିଆରି କଥା ଆମେ ଶୁଣିଛୁ। ହେଲେ ମୂଷା ପାଇଁ ଗୋଟିଏ ଗାଁ ତିଆରି କରିବା କଥା କେହି କେବେ ଶୁଣି ନ ଥିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ବ୍ରିଟେନର ବନ୍ୟଜନ୍ତୁ ସମ୍ପଦ…
ସାପ କାମୁଡାରେ ମା’, ଝିଅ ମୃତ
ପାପଡାହାଣ୍ଡି, ୨୧।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ କନାରୀ ଛୁଆଁରେ ସାପ କାମୁଡାରେ ଶୁକ୍ରବାର ମା’, ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ବୁଦେଇ ଜାନୀ ଓ ଝିଅ ଅସ୍ତୁ (୧୨)। ମା’ଝିଅ ଗୁରୁବାର ରାତିରେ ଶୋଇଥିବା…
ଦୋଳି ଖେଳିବା ହେଲା କାଳ, ଫସିଯାଇ ନାବାଳିକା ମୃତ
ନୟାଗଡ଼ ଅଫିସ,୨୧ା୬: ନୟାଗଡ଼ ପୌରପରିଷଦ ୯ ନମ୍ବର ୱାର୍ଡ ହାଟପଦା ସାହିରେ ଜଣେ ନାବାଳିକାଙ୍କ ପାଇଁ ଦୋଳି ଖେଳିବା କାଳ ହୋଇଛି। ଦୋଳି ରଶି ବେକରେ ଫସି ଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହାଟପଦା ସାହିର ମହେଶ୍ୱର ସାହୁଙ୍କ…
ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ପାଶଓ୍ବାନ
ପାଟନା,୨୧।୬: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ଭିଳାଶ ପାଶଓ୍ବାନ ରାଜ୍ୟ ସଭା ପାଇଁ ଏନ୍ଡିଏ ପ୍ରାର୍ଥୀ ଭାବେ ବିହାରରୁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପାଶଓ୍ବାନ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ଜେଡିୟୁ…
୭ ଫୁଟର କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ
ଭୁବନେଶ୍ୱର, ୨୧।୬(ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ଏକ ୭ ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ଶୁକ୍ରବାର ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ର ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା…
ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ
ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ ଜୋତା ପିନ୍ଧାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଲକ୍ଷ୍ମୀନାରାୟଣ ଏଠାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ…
ଚାଷ କରିବାକୁ ଚାହୁଁଛନ୍ତି ରାମ ରହିମ: ପାରୋଲ ପାଇଁ କଲେ ଆବେଦନ
ରୋହତକ,୨୧।୬: ଆତ୍ମ ଘୋଷିତ ବାବା ଗୁରମିତ ରାମ ରହିମ ସିଂ ପାରୋଲ ପାଇଁ ଆବେଦନ କରିଛନ୍ତି। ଖବରଦାତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାମ ରହିମ ଏବେ କୃଷି କାର୍ଯ୍ୟ କରିବାକୁ ମନ ବାଳଇଛନ୍ତି। ସୁନରିଆ ଜେଲ୍ରେ ଥିବା…

