Home Left

ବାଂଲାଦେଶ-ପାକିସ୍ତାନ ସମ୍ପର୍କରେ ନିଆଁ ଲଗାଇଦେଲେ ଏହି ୨୩ ବର୍ଷୀୟା ଯୁବତୀ: ଚକିତ ହୋଇଗଲେ ୟୁନୁସ

ଢାକା,୧୫।୫: ବାଂଲାଦେଶର ରାଜଧାନୀ ଢାକାରୁ ପାକିସ୍ତାନର ରାଷ୍ଟ୍ରଦୂତ ସୟଦ ମାରୁଫଙ୍କ ନିଖୋଜ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। କୁହାଯାଉଛି ଯେ, ମେ ୧୧ ତାରିଖରେ ମାରୁଫ ଜିନ୍ସ ଏବଂ ଟି-ଶର୍ଟ ପିନ୍ଧି ଢାକାରୁ ଇସଲାମାବାଦ ଯାଇଥିଲେ। ସାରା ବାଂଲାଦେଶରେ ଗୁଜବ…

‘ଅପରେଶନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ସନ

ଶ୍ରୀନଗର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ସେନା କର୍ମଚାରୀଙ୍କୁ କହିଛନ୍ତି, ‘ଅପରେଶନ…

ଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ (ଅବସରପ୍ରାପ୍ତ)…

୫୦% ଟପିବନି ଜାତିଭିତ୍ତିକ ସଂରକ୍ଷଣ, SEBC ବର୍ଗଙ୍କ ପାଇଁ ରହିଛି…

ଭୁବନେଶ୍ୱର,୧୫ା୫: ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗ ନେଇ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କାଲିର କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ମନ୍ତ୍ରୀ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି। ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି…

ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ…

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ସଂଗଠକ ବିଶ୍ୱନାଥ ପ୍ରଧାନ (୬୦) ଗୁରୁବାର ସକାଳୁ ଉଠିବା ପରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଡାକ୍ତରକାନା ନିଆଯାଇଥିଲା।…

ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ: କେବଳ କିରାନା ହିଲ୍ସ ନୁହେଁ ଏହି ସ୍ଥାନରେ ପରମାଣୁ ଲୁଚାଇଛି ପାକ୍‌, ସାଂଘାତିକ ଖୁଲାସା

ଇସଲାମବାଦ,୧୫।୫: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ଏହା ପରେ, ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା…

ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲା,…

ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ: ଅମଳ କରି ପ୍ରସ୍ତୁତି ଅପେକ୍ଷାରେ ଚାଷୀ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ ଅସୁରକ୍ଷିତ।…

ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ: କୌଣସି ଅପ୍ରୀତିକର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଲେ କଥା ବହୁତ ଆଗକୁ ଯିବ

ଶ୍ରୀଗନର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ରାଜନାଥ ସେନା କର୍ମଚାରୀଙ୍କୁ ଭେଟିବା ପରେ କହିଛନ୍ତି, ପାକିସ୍ତାନର ପରମାଣୁ ବୋମାକୁ IAEA(ଅନ୍ତର୍ଜାତୀୟ ଆଣିବକ ଶକ୍ତି ସଂସ୍ଥା)ର…

ପାକିସ୍ତାନର ପରମାଣୁ ଠିକଣା ପାଇଗଲା ଆମେରିକା! ଦେଲା ସାଂଘାତିକ ବୟାନ, ବିଶ୍ୱରେ ଚହଳ…

ଓ୍ବାଶିଂଟନ୍‌,୧୫।୫: ପାକିସ୍ତାନର କିରାନା ହିଲ୍ସରେ ଥିବା ପରମାଣୁ ପ୍ରତିଷ୍ଠାନ ଉପରେ ଭାରତୀୟ ବୋମାମାଡ଼ ହୋଇଥିବା ଏବଂ ରେଡିଓଆକ୍ଟିଭ ଲିକେଜ ଆରମ୍ଭ ହେବା ପରେ ସାରା ବିଶ୍ୱରେ ଚହଳ ପଡିଛି। ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ଆମେରିକୀୟ ବିମାନ…

ପାକ୍‌ ପରେ ବାଂଲାଦେଶକୁ ମିଳିଲା ୧.୩ ବିଲିୟନ ଡଲାରର ଋଣ, ଆମେରିକାର ବଡ଼ ପ୍ଲାନ!

ଢାକା,୧୫।୫: ଜୁନ ମାସରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ବାଂଲାଦେଶକୁ 1.3 ବିଲିୟନ ଡଲାରର ବେଲଆଉଟ ଦେବାକୁ ଯାଉଛି। ମୁଦ୍ରା ବିନିମୟ ହାରରେ ଉନ୍ନତି ପାଇଁ ସର୍ବସମ୍ମତି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିମାଣ ବାଂଲାଦେଶକୁ IMFର 4.7…

କର୍ଣ୍ଣେଲ ସୋଫିଆଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା: ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ଭୋପାଳ,୧୫ା୫: ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାନି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ନୂତନ ମୁଖ୍ୟ ବିଚାରପତି ଭୂଷଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri