Home Left

ବଡ଼ ଭବିଷ୍ୟବାଣୀ, ଆସୁଛି ମହାସୁନାମି! ଏଇଠି ରଚିବ ତାଣ୍ଡବ

ଓ୍ବାଶିଂଟନ,୩୦।୭: ରୁଷିଆର କାମଚାଟକାରେ ଭୂମିକମ୍ପ ପରେ ସୁନାମି ଆସିଛି। ରୁଷିଆ ସହିତ ଆମେରିକା ଏବଂ ଜାପାନ ମଧ୍ୟ ଏହାକୁ ନେଇ ବିପଦରେ ଅଛନ୍ତି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି କାସ୍କାଡିଆ ସବଡକ୍ସନ ଜୋନରେ ଭୂମିକମ୍ପ ହୁଏ, ତେବେ ସୁନାମି ଆମେରିକାର…

ସୁନାମିର ଭୟଙ୍କର ରୂପ, କୂଳକୁ ଚାଲି ଆସିଲେ ବହୁ ସଂଖ୍ୟାରେ ତିମି ମାଛ, ଭିଡିଓ ଭାଇରାଲ

ମସ୍କୋ,୩୦।୭: ବହୁ ବର୍ଷ ପରେ ବୁଧବାର ସକାଳେ (ଜୁଲାଇ ୩୦, ୨୦୨୫) ରୁଷିଆରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। କାମଚାଟକା ଉପଦ୍ୱୀପରେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ମାପ କରାଯାଇଛି। ଏହି କାରଣରୁ ଉତ୍ତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ…

OMG! ଗୋଟିଏ ଓଭରରେ ୧୮ ବଲ, ଶେଷକୁ ବାକି ରହିଗଲା ୬ ବଲ, ଲଜ୍ଜାର ସବୁ ସୀମା ପାର କଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୩୦।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ (WCL ୨୦୨୫)ର ୧୪ତମ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ଏକପାଖିଆ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। କଙ୍ଗାରୁ ଦଳ ମ୍ୟାଚରେ ପରାଜୟ ଅପେକ୍ଷା ଏହାର ଜଣେ ବୋଲରଙ୍କ ପାଇଁ ଅଧିକ…

ଏହି ତେଲ୍‌ଗୁ ଯୁବତୀଙ୍କୁ ପ୍ରଥମ ଲଭ୍‌ ଲେଟର ଦେଇଥିଲେ ସୋନୁ ସୁଦ୍‌, ଏଥିରେ ଲେଖାଥିଲା…

ମୁମ୍ବାଇ: ସୋନୁ ସୁଦ୍‌ କେବଳ ବଲିଉଡ୍‌ର ଜଣେ ପ୍ରତିଭାଶାଳୀ ଅଭିନେତା ନୁହନ୍ତି ବରଂ ତାଙ୍କୁ ଦୁଃଖୀ ଲୋକଙ୍କର ଭଗବାନ ମଧ୍ୟ କୁହାଯାଏ। ସେ କରୋନା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲେ। ଆଜି ମଧ୍ୟ ସେମିତି ସାହାଯ୍ୟ ଜାରି ରଖିଛନ୍ତି। ଆଜି…

ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍‌, ଘରେ ଗାଡି ଥିଲେ…

ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା…

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଅଭିଷେକ ଶର୍ମା: ଟ୍ରାଭିସ ହେଡଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୩୦।୭: ଟିମ ଇଣ୍ଡିଆର ଓପନର ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ଟି-୨୦ ବ୍ୟାଟସମ୍ୟାନ ହୋଇଛନ୍ତି। ICC ରାଙ୍କିଙ୍ଗରେ, ଅଭିଷେକ ଶର୍ମା ଟ୍ରାଭିସ ହେଡଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ରାଭିସ ହେଡ ବହୁତ ଦିନ ଧରି ନମ୍ବର ୧ ରାଙ୍କିଙ୍ଗରେ ଥିଲେ,…

ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି, ହତ୍ୟା ଅଭିଯୋଗ ଆଣି ଝିଅ କହିଲେ…

କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ବଡ଼କୂଳ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ବୃଦ୍ଧ ଦମ୍ପତି ବିଷ ପିଇ ଜୀବନ ହାରିଦେଇଛନ୍ତି। ତେବେ ବୃଦ୍ଧାଙ୍କ ମୃତ୍ୟୁ ଗାଁରେ ହୋଇଥିବାବେଳେ ବୃଦ୍ଧଙ୍କ ମତ୍ୟୁ କଟକ ବଡ଼ ମେଡିକାଲରେ…

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ, ସବୁ ସତ କହିଦେଲେ…

ଭୁବନେଶ୍ୱର,୩୦।୭: ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି…

ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି…

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ପିଅନପଡ଼ା କାଳୀମନ୍ଦିର ସାହିର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର ଘରେ କେହି ନ…

‘ଜୁଲାଇରେ ଆସିବ ଭୟଙ୍କର ସୁନାମି, ଭବିଷ୍ୟବାଣୀ ହେଲା ଏକଦମ ଠିକ’,ଜାଣନ୍ତୁ କିଏ ସେହି ବ୍ୟକ୍ତି ଯାହାଙ୍କୁ ବାବା ଭେଙ୍ଗାଙ୍କ ସହ କରାଯାଉଛି ତୁଳନା

ଟୋକିଓ,୩୦।୭: ଜୁଲାଇ ୩୦, ୨୦୨୫ରେ, ଜାପାନର ୧୬ଟି ଭିନ୍ନ ସ୍ଥାନରେ ସୁନାମି ଆସିଥିଲା, ଯାହା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଥିଲା। କେବଳ ଜାପାନ ନୁହେଁ, ଏହି ଲହରୀଗୁଡ଼ିକ ଆମେରିକାର କାଲିଫର୍ନିଆ ଏବଂ ହାୱାଇରେ ପହଞ୍ଚିଥିଲା ଏବଂ ୮.୭ ତୀବ୍ରତାର ଭୂମିକମ୍ପରେ…

ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ: ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା

ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା…

ଆସିଲା ସ୍ବତନ୍ତ୍ର ଆପ୍‌ ‘AWESOME’: ସଶକ୍ତ ହେବ ଅଙ୍ଗନଓ୍ବାଡ଼ି

ଭୁବନେଶ୍ୱର,୩୦ା୭: ଅଙ୍ଗନଓ୍ବାଡ଼ିକୁ ସଶକ୍ତ କରିବାକୁ ଏକ ସ୍ବତନ୍ତ୍ର ଆପ୍‌ ‘AWESOME’ ଆସିଛି। ଅଙ୍ଗନଓ୍ବାଡ଼ି ଓ୍ବେଲ୍‌ଫେୟାର ଆଣ୍ଡ୍‌ ସର୍ଭିସ୍‌ ଓଭର ନାଇଟ୍‌ ମନିଟରଙ୍ଗି Everywhere ଆପ୍‌। ଏହି ଆପ ମାଧ୍ୟମରେ ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତ କାର୍ଯ୍ୟ କରିବେ। ଏହି ସ୍ବତନ୍ତ୍ର ଆପ୍‌ ଜରିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri