Home Left

NATOରୁ ବାହାରିବ ତୁର୍କୀ! ମୋଦି ନେବେ ବଡ଼ ଆକ୍ସନ…

ନୂଆଦିଲ୍ଲୀ,୧୭।୫: ମଧ୍ୟପ୍ରାଚ୍ୟରେ ଦୁଇଟି ବଡ଼ ଦେଶ ହେଉଛି ତୁର୍କୀ ଏବଂ ଇସ୍ରାଏଲ। ୧୯୪୯ ମସିହାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ରହିଛି। ଗୋଟିଏ ସମୟ ଥିଲା ଯେତେବେଳେ ତୁର୍କୀ ଇସ୍ରାଏଲକୁ ମାନ୍ୟତା ଦେଇଥିବା ପ୍ରଥମ ମୁସଲିମ ଦେଶ ଥିଲା, କିନ୍ତୁ…

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଶନିବାର ହୁଣ୍ଡତ, କେ.ଏନ.ପୁର ଓ ବଡ଼ଖରିଡାର ୭୦…

ହମାସ ଷ୍ଟାଇଲରେ ମିଛ ପ୍ରଚାର କରୁଛି ପାକିସ୍ତାନ, ପୋଲ୍‌ ଖୋଲିଲେ ଆମେରିକା ଲେଖକ

ଓ୍ବାଶିଂଟନ,୧୭।୫: ଅପରେଶନ ସିନ୍ଦୁର ପରେ, ଗୋଟିଏ ପଟେ ପାକିସ୍ତାନ ଯୁଦ୍ଧବିରତି କଥା କହୁଥିବା ବେଳେ, ଅନ୍ୟପଟେ ଏହା ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ ନୂତନ ମୋର୍ଚ୍ଚା ଖୋଲିଛି, ଯାହା ସୂଚନା ଯୁଦ୍ଧ ବା ଇନଫରମେଶନ ଓ୍ବାର। ପାକିସ୍ତାନ ଦାବି…

କୋରାପୁଟ ମେଡିକାଲରେ ଖୋଲିଲା ସୁପର ସ୍ପେସିଆଲିଷ୍ଟ କ୍ଲିନିକ

କୋରାପୁଟ,୧୭।୫(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କଲେଜ ଡିନ…

କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର…

କିଏ ସେ ଜ୍ୟୋତି? ଭାରତରେ ରହି ପାକିସ୍ତାନର ସାଜିଥିଲେ ଗୁପ୍ତଚର, ହେଲା ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ,୧୭।୩: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ହିସାରରୁ ପୋଲିସ ଜ୍ୟୋତି ମାଲହୋତ୍ରା ନାମକ ଜଣେ ମହିଳା ୟୁଟ୍ୟୁବରଙ୍କୁ ଗିରଫ କରିଛି। ଜ୍ୟୋତିଙ୍କ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିଲେ। ତାଙ୍କୁ ନ୍ୟୁ ଅଗ୍ରସେନ ଏକ୍ସଟେନଶନ ଅଞ୍ଚଳରୁ ଗିରଫ କରାଯାଇଛି।…

କେଦାରନାଥରେ ଅଘଟଣ: ପାହାଡ଼ରେ ମାଡ଼ ହୋଇଗଲା…

କେଦାରନାଥ,୧୭।୫: କେଦାରନାଥରେ ଶନିବାର ଏକ ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଏକ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନର ଶେଷ ଭାଗ ପାହାଡରେ ମାଡ଼ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।…

ସଚିନ ତେନ୍ଦୁଲକରଙ୍କ ନାମରେ ଯୋଡ଼ି ହେଲା ଆଉ ଏକ ସଫଳତା, ଗାଭାସ୍କରଙ୍କ ପରେ ପାଲଟିଲେ ଦ୍ୱିତୀୟ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୭।୫: କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି। ଏଥିରେ ୧୦୦ଟି ଶତକ ଦେଖାଯାଇଛି। ବିସିସିଆଇ ଏହାର ଭିଡିଓ ସୋସିଆଲ ମିଡିଆରେ…

ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, IPL 2026 ଖେଳିବାକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୭।୫: ପୁଣି ଥରେ IPL 2025 ଶନିବାର ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଲିଗର ୧୮ତମ ସିଜିନକୁ ମଝିରେ ବନ୍ଦ କରିବାକୁ ପଡିଥିଲା। ଏହି ସିଜିନରେ ୫ ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର…

ୟୁନୁସ-ବାଲାଂଦେଶୀ ପ୍ରକୃତ ମୁସଲମାନ ନୁହନ୍ତି! କାହିଁକି ସେମାନଙ୍କୁ ଧର୍ମାନ୍ତରିତ କହୁଛି ପାକିସ୍ତାନ… 

ଢାକା,୧୭।୫: ଆଜିକାଲି ଇସଲାମିକ୍‌ ଭାଇଚାରା ନାମରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ପାକିସ୍ତାନ ସହିତ ହାତ ମିଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ପଶ୍ଚିମ ପାକିସ୍ତାନର ମୁସଲମାନମାନେ ପୂର୍ବ ପାକିସ୍ତାନ(ବାଂଲାଦେଶ)ର ମୁସଲମାନମାନଙ୍କୁ କେବେବି ପ୍ରକୃତ ମୁସଲମାନ ବୋଲି ଭାବନ୍ତି ନାହିଁ। ତାଙ୍କୁ ଧର୍ମାନ୍ତରିତ…

କୁକୁର ସହ ପାକିସ୍ତାନକୁ ତୁଳନା କଲେ ଓଓ୍ବାଇସି କହିଲେ, ‘ଏମାନଙ୍କ ଲାଞ୍ଜ ସିଧା କରନ୍ତୁ …’

ନୂଆଦିଲ୍ଲୀ,୧୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆକ୍ରମଣ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ ଏହା ଭାରତରେ ସାମ୍ପ୍ରଦାୟିକ ହିଂସାକୁ ଉସକାଇ ପାରିବ। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ…

ଚାଞ୍ଚଲ୍ୟକର ବୟାନ ଦେଲେ ଲବ ହାଁସଦାଙ୍କ ଭାଇ, କହିଲେ ସେ ପୂର୍ବରୁ ବିବାହିତ…

ଭୁବନେଶ୍ୱର,୧୭ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାରେ ଗୁରୁତର ଭାବେ ଫଶିଛନ୍ତି ଲବ। ଏନେଇ ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri