Home Left

ଭାଜପା ରାଜ୍ୟ ଅଫିସରେ ପ୍ରଫୁଲ୍ଲ ସାମଲଙ୍କ ପୁଅ, ଧରିବେ ପଦ୍ମ! ବଢିଲା…

ଭୁବନେଶ୍ୱର,୩୧।୭: ଭାଜପା ରାଜ୍ୟ ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବାସୁଦେବପୁର ଭାଜପା ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ସହ ଆସିଥିଲେ ପ୍ରୟାସକାନ୍ତି। ପ୍ରୟାସକାନ୍ତି ସାମଲ ଭାଜପା କାର୍ଯ୍ୟାଳୟରେ ଉପସ୍ଥିତି ନେଇ ଚର୍ଚ୍ଚା ବଢିଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ…

ପାରଦର୍ଶିତା ଦେଖାଇବେ ଛାତ୍ରୀଛାତ୍ର: ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଜୋରଦାର

ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ କାର୍ଯ୍ୟକ୍ରମ…

ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗୀର…

ଝାଡ଼ାବାନ୍ତି ପରେ ବ୍ୟାପୁଛି ଜଣ୍ଡିସ

ଜଗତସିଂହପୁର,୩୧।୭: ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ପରେ ଏବେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ଲୋକ…

ଭିନ୍ନ ସମ୍ପ୍ରଦାୟରେ ପ୍ରେମ ବିବାହ କରିଥିଲେ: ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ୱାମୀ

କେନ୍ଦୁଝର,୩୧ା୭(ନରେଶ ପଟ୍ଟନାୟକ): ଝୁମ୍ପୁରା ଥାନା ଅନ୍ତର୍ଗତ ଏକ ହୃଦୟ ବିଦାରକ ଘଟଣାରେ ଏମଡି ମନାନ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଶକୁନ୍ତଳା ଦାସ (୩୫)ଙ୍କୁ ପିଟି ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି। ଶକୁନ୍ତଳାଙ୍କ ବାପଘର ଅର୍ଶଳା ଗ୍ରାମରେ…

ଟିମ୍‌ ଇଣ୍ଡିଆର ଉପଅଧିନାୟକ ନାଁ ଘୋଷଣା: ଏହି ଖେଳାଳିଙ୍କ ଚମକିଲା ଭାଗ୍ୟ

ଓଭାଲ,୩୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ…

Video: ସାଉଦି ଆରବରେ ଆମ୍ୟୁଜମେଣ୍ଟ ପାର୍କରେ ଭୟଙ୍କର ଦୁର୍ଘଟଣା, ୨୩ ଆହତ

ନୂଆଦିଲ୍ଲୀ,୩୧ା୭: ସାଉଦି ଆରବର ତାଇଫସ୍ଥିତ ଗ୍ରୀନ୍ ମାଉଣ୍ଟେନ୍ ପାର୍କରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ‘୩୬୦ ଡିଗ୍ରୀ’ ନାମକ ଏକ ଥ୍ରିଲ୍ ରାଇଡ୍ ମଝିରେ ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଥିବାରୁ ଅତି କମ୍‌ରେ ୨୩ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ…

ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ୍ସରେ…

ନାଗର ମୃତ୍ୟୁ ପରେ ପ୍ରତିଶୋଧ ନେବାକୁ ପହଞ୍ଚିଲା ନାଗୁଣୀ, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଫିଲ୍ମରେ ନାଗର ମୃତ୍ୟୁ ପରେ ନାଗୁଣୀର ପ୍ରତିଶୋଧ ନେବାର ଦେଖିଥିବେ, କିନ୍ତୁ କ’ଣ ଏହା ବାସ୍ତବ ଜୀବନରେ ମଧ୍ୟ ଘଟେ? ପ୍ରକୃତରେ, ଉତ୍ତର ପ୍ରଦେଶର ଏଟାହରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ନାଗ ମୃତ୍ୟୁର…

ପ୍ରେସ୍‌ମିଟ୍‌ରେ ବ୍ରାଉନସୁଗାର କାରବାରର ପର୍ଦ୍ଦାଫାଶ କଲା ପୋଲିସ, ୮ ଲକ୍ଷରୁ ଅଧିକ ଟଙ୍କା ସହ…

ଆନନ୍ଦପୁର,୩୧ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି। ୨୧୩ ଗ୍ରାମ ବ୍ରାଉନସୁଗାର, ୮ ଲକ୍ଷ ୩୦ ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ…

ଆସିଲା ନୂଆ ନିୟମ: ୧୬ ବର୍ଷରୁ କମ ବୟସର ପିଲା ଚଲାଇପାରିବେନି YouTube

ସିଡନୀ,୩୧।୭: ବୟସ୍କଙ୍କଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବାର ଦେଖାଯାଉଛି, ଏହାର ପ୍ରଭାବ ପ୍ରତ୍ୟେକ ବର୍ଗର ଲୋକଙ୍କ ଉପରେ ପଡ଼ୁଛି। ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଯୁବପିଢ଼ି ଏବଂ ପିଲାମାନଙ୍କ ମଧ୍ୟରେ ବହୁତ…

ଭାରତକୁ ଏମିତି କ’ଣ କହିଦେଲେ ଟ୍ରମ୍ପ, ଯାହାକୁ ଶୁଣି ଖୁସି ହୋଇଗଲେ ରାହୁଲ

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି। ଯେଉଁଥିରେ ସେ ଭାରତକୁ ଏକ ‘ଡେଡ୍‌ ଇକୋନୋମି’ ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri