Home Left

ଜରିମାନା ଆଦାୟକୁ ଗୋପାଳକଙ୍କ ବିରୋଧ: କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୩୦।୭: ରାସ୍ତାରେ ଏଣେତେଣ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ, ଗୋରୁ ଏବଂ ମଇଁଷି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷେ ଜରିମାନା ଆଦାୟକୁ ବିରୋଧ କରି ମଙ୍ଗଳବାର…

ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ…

ଦେଶଭକ୍ତି ଏବଂ ନୈତିକ ମୂଲ୍ୟବୋଧ ଫିଲ୍ମକୁ ପୁରସ୍କୃତ କରିବ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୩୦।୭: ଦେଶଭକ୍ତି, ରାଷ୍ଟ୍ରୀୟ ସୁରକ୍ଷା, ନୈତିକ ତଥା ପାରିବାରିକ ମୂଲ୍ୟବୋଧ ଫିଲ୍ମକୁ ଆର୍‌ଏସ୍‌ଏସ୍‌ ପକ୍ଷରୁ ପୁରସ୍କୃତ କରାଯିବ। ଆର୍‌ଏସ୍‌ଏସ୍‌ର ଶାଖା ଭାରତୀୟ ଚିତ୍ର ସାଧନା ପକ୍ଷରୁ ଫେବୃୟାରୀ ୨୧ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ବାର୍ଷିକ ଫିଲ୍ମ ଉତ୍ସବରେ ଏଭଳି…

ସାହୋ: ରିଲିଜ୍‌ ହେଲା ‘ଇନି ସୋନି’ର ଟିଜର୍‌

ମୁମ୍ବାଇ: ଶ୍ରଦ୍ଧା କପୁର ଓ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରୋମାଣ୍ଟିକ୍‌ ଟ୍ରାକ୍‌ ‘ଇନି ସୋନି’ ଗୀତର ଟିଜର୍‌ ହୋଇଛି। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏହାର ଟିଜର୍‌। ତେବେ ଗୀତଟି ଖୁବ୍‌ଶୀଘ୍ର ରିଲିଜ୍‌…

କଂଗ୍ରେସକୁ ଝଟ୍‌କା: ସଞ୍ଜୟ ସିଂ ରାଜ୍ୟ ସଭାରୁ ଦେଲେ ଇସ୍ତଫା; ଭାଜପାରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ,୩୦।୭: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟ ସଭା ସଦସ୍ୟ ଇସ୍ତଫା ଦେଇଛନ୍ତି। ସେ ଖୁବ୍‌ ଶୀଘ୍ର ଭାଜପାରେ ଯୋଗଦେବାର ସମ୍ଭାବନା ଥିବା କୁହାଯାଉଛି। ସେ ଗାନ୍ଧୀ ପରିବାରର ଅତି ନିକଟତମ ନେତା…

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ ସଚିବ ଆଦି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ବନ୍ୟାରେ ବିହାରର ଅଧିକାଂଶ ଜିଲାରେ…

ମାତାଲ୍‌ ହୋଇ ପାଠ ପଢ଼ାଇଲେ ପ୍ରାଥମିକ ଶିକ୍ଷକ: ଭିଡ଼ିଓ ଭାଇରାଲ

ରାୟପୁର,୩୦।୭: ଛତିଶଗଡ଼ରେ ଜଣେ ପ୍ରାଥମିକ ଶିକ୍ଷକ ମାତାଲ ହୋଇ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯଶପୁର ଜିଲାର ତୁରଙ୍ଗଖର ପ୍ରାଥମିକ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ଅଜୟଦାନ ମିଞ୍ଜ୍‌ ମଦ୍ୟପାନ କରି…

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କୁକୁଡ଼ାର ମୃତ୍ୟୁକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। ଶେଷରେ ସମ୍ପର୍କୀୟ କାକାଙ୍କ…

୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ବିସ୍ଥାପିତ ପରିବାରର ଉକ୍ତ ଶ୍ରମିକମାନଙ୍କୁ ମଙ୍ଗଳବାର ପୋଲିସ ସେଠାରୁ ଉଠାଇନେଇଛି। ସେମାନଙ୍କୁ…

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬ ବର୍ଷ ବୟସର ନାୟିକା ମନ୍ଦାକିନି ଯେଉଁ ବୋଲ୍ଡ ସିନ୍‌ ଦେଇଥିଲେ ତାହା ଆଜିବି ରହିଛି…

କଂଗ୍ରେସ-ଏନ୍‌ସିପିର ୪ ବିଧାୟକଙ୍କ ଇସ୍ତଫା: ବୁଧବାର ଭାଜପାରେ ଦେବେ ଯୋଗ

ମୁମ୍ବାଇ,୩୦।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେମାନେ ବୁଧବାର ଭାଜପାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ଉପସ୍ଥିିତିରେ ସେମାନେ ଭାଜପାରେ ଯୋଗଦେବେ। ରାଜ୍ୟ ମନ୍ତ୍ରୀ ଗିରିଶ…

ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍‌ ସିରିଜ୍‌

ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ ପୂର୍ବରୁ ଏକ ଚ୍ୟାନେଲ ପାଇଁ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିବା ମାର୍ନସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?