ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା
ଉଦଳା,୩୦ା୭(ଡି.ଏନ୍.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍ ଭାଇପର ବା ଫଟକା ବଡା ସାପ।…
ଗ୍ରାମାଞ୍ଚଳ କ୍ରିକେଟ୍ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ
ସାକ୍ଷୀଗୋପାଳ, ୩୦।୭(ଡି.ଏନ୍.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍, ବଲ୍ ଆଦି ସରଞ୍ଜାମ…
ବାଘ ଛୁଆର ନାମ ‘ହିମା’
ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍ରେ ୫ଟି ଗୋଲ୍ଡ ଜିତିଥିବା ଆସାମର ହିମା ଦାସଙ୍କ ନାମରେ ଏକ ମହାବଳ ବାଘ ଛୁଆର ନାମ ରଖାଯାଇଛି।…
ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା
ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର ଦାମ୍ ଗତ ବର୍ଷ ଥିଲା ୩୯,୦୦୦ ଟଙ୍କା। ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ଟି…
କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି
ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟଓ୍ବେର ବିକାଶ କରିଛନ୍ତି ଯାହା ହସର ମୁଭ୍ମେଣ୍ଟକୁ ସଫ୍ଟଓ୍ବେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ । ଏ ସମ୍ପର୍କିତ ତଥ୍ୟ ଆଡ୍ଭାନ୍ସଡ ଇଞ୍ଜିନିୟରିଂ ଇନ୍ଫରମେଟିକ୍ସ ଜର୍ନାଲରେ ପ୍ରକାଶ ପାଇଛି। ଏହି…
ଗଙ୍ଗା ଯମୁନା ପାଣିରେ ବ୍ୟାକ୍ଟେରିୟୋଫଗେସ: ମାରାତ୍ମକ ରୋଗ ଉପଶମ କରିପାରିବ
ହିସାର: ଶରୀରରେ ଯେତେବେଳେ ଆଣ୍ଟିବାୟୋଟିକ୍ସ ବିରୋଧରେ ବ୍ୟାକ୍ଟେରିଆ ଲଢିବା ଆରମ୍ଭ କରନ୍ତି ତାହା ଆଉ କାମ କରେନାହିଁ। ଏହାଫଳରେ ରୋଗ ଉପଶମ ହୋଇନଥାଏ। କିନ୍ତୁ ଏବେ ବନାରସ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ବୈଜ୍ଞାନିକ ପ୍ରଫେସର ଗୋପାଳ ନାଥ ବ୍ୟାକ୍ଟେରିୟୋଫଗେସ(ଏକ…
ଖଣ୍ଡେ ପାନର ଦାମ୍ ୫ ହଜାର…
ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। ମହାରାଷ୍ଟ୍ର ଔରଙ୍ଗାବାଦ୍ରେ ରହିଛି ଏଭଳି ଏକ ପାନ ଦୋକାନ। ଏହାର ନାମ ତାରା…
ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍
ବ୍ରିଟେନରେ ଏମିତି ଏକ ହର୍ସ ରେସ୍ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍ ଆଙ୍କର, ଫ୍ୟାଶନ୍ ଏକ୍ସପର୍ଟ, ମଡେଲ, ଛାତ୍ରୀ ତଥା ଗୃହିଣୀ ସମସ୍ତେ ଭାଗ ନେବାର ସୁବିଧା ଥାଏ।…
ଜଗଦୀପ ଧନଖଡ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ
କୋଲକାତା,୩୦।୭: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଜଗଦୀପ ଧନଖଡ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି.ଏନ୍. ରାଧାକ୍ରିଷ୍ଣନ୍ ରାଜଭବନରେ ଜଗଦୀପଙ୍କୁ ରାଜ୍ୟପାଳ ଭାବେ ଶପଥପାଠ କରାଇଥିଲେ। ଜଗଦୀପ ରାଜ୍ୟର ୨୮ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।…
ପର୍ସ ଚୋରି ରୋକିବ ୱାଲେଟ୍ ବଟ୍
ଅଧିକାଂଶ ସମୟରେ ପର୍ସ ଚୋରି ଘଟଣା ଶୁଣିବାକୁ ମିଳିଥାଏ। ଯେତେ ସତର୍କତାର ସହ ରଖିଲେ ମଧ୍ୟ ବସ୍ କିମ୍ବା ଟ୍ରେନ୍ରେ ଯାତ୍ରା କଲାବେଳେ ପକେଟ୍ମାର୍ ହୋଇଯାଏ। ଏଭଳି ସ୍ଥିତିରେ ମୁଣ୍ଡ ଆଉଁଶି ଘରକୁ ଫେରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥାଏ।…
ଭୁଲ୍ରେ ଫ୍ରିଜ୍ରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ
ସାଧାରଣତଃ ବ୍ୟସ୍ତବହୁଳତା ଜୀବନ ଯୋଗୁ ଲୋକମାନେ ସପ୍ତାହର ପନିପରିବା ଆଣି ଫ୍ରିଜ୍ରେ ରଖିଦେଇଥାନ୍ତି। ପ୍ରାୟ ସମୟରେ ଏହି ପନିପରିବା ବହୁଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରହିଯାଇଥାଏ। ହେଲେ ଆପଣ ଅଜାଣତରେ କେତେ ବଡ଼ ଭୁଲ କରୁଛନ୍ତି ଜାଣିଛନ୍ତି କି? କିଛି ଜିନିଷ ଫ୍ରିଜ୍ରେ…
ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ
ଭୁବନେଶ୍ୱର, ୩୦।୭(ବ୍ୟୁରୋ):ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାଜପା ଓ କେନ୍ଦ୍ର…

