Home Left

ଧାନବିକ୍ରି ପ୍ରାପ୍ୟ ଟଙ୍କା ନ ମିଳିବାରୁ ଚାଷୀଙ୍କ ଭଦ୍ରକ – ଆଖଣ୍ଡଳମଣି ରାସ୍ତା ଅବରୋଧ

ଆରଡି, ୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତର ଶତାଧିକ ଚାଷୀ ମଙ୍ଗଳବାର ସକାଳେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ତେବେ ପ୍ରାପ୍ୟ ଟଙ୍କା ନ ମିଳିବାରୁ ଏହି ରାସ୍ତାରୋକୋ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ଫେବୃୟାରୀ…

କ୍ରସ୍‌ ମଦର ମିଲ୍କ ବ୍ୟାଙ୍କ ଜରିଆରେ ଅନ୍ୟର ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ ମା’

ଭୋପାଳ,୩୦।୭: ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଏବେବି ଅଧିକାଂଶ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେଉଥିବା ଦେଖାଯାଏ। ତେବେ ଭୋପାଳରେ ଏହି ସ୍ଥିତିକୁ ଦେଖିଲେ ପ୍ରାୟ ୭୦ ପ୍ରତିଶତ ଶିଶୁ ଜନ୍ମ ପରେ ପରେ ମା’…

ରାହୁଲ ଗାନ୍ଧୀଙ୍କୁ ମିଳୁନି ସିମ୍‌ କାର୍ଡ ଅବା ବ୍ୟାଙ୍କ ଋଣ: ନାମ ସାଜିଛି ବାଧକ

ଇନ୍ଦୋର,୩୦।୭: ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଜଣେ ଯୁବକଙ୍କ ନାମ ରାହୁଲ ଗାନ୍ଧୀ ଥିବାରୁ କୌଣସି କମ୍ପାନୀର ମୋବାଇଲ୍‌ ସିମ୍‌ କାର୍ଡ ତାଙ୍କୁ ମିଳିପାରୁନି। ସେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କଲେ ମଧ୍ୟ ବ୍ୟାଙ୍କ ତାଙ୍କର ପରିଚୟ ପତ୍ର ନେଇ…

ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ ଯିଏ କି ଫୋର୍ବସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ଟି ସେଲିବ୍ରିଟି ତାଲିକାର ଟପ୍‌…

ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ ସେ ରୁଷର ଭ୍ଲାଦିଭୋଷ୍ଟକ ସହର ଗସ୍ତ କରିବେ। ତାଙ୍କ ସହ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର,…

ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ ହାଚିଜୋ-ଜିମାଠାରୁ ଭୂଗର୍ଭର ୫୨.୯ କିମି ତଳେ ଥିବା ଅନୁମାନ କରାଯାଉଛି। ପ୍ରଶାନ୍ତ ମହାସାଗରର ରିଙ୍ଗ୍‌…

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ ନିଜର ଏକ ବ୍ୟକ୍ତିଗତ ଜୀବନ ଅଛି ତାକୁ ନେଇ ଚର୍ଚ୍ଚା ହେବା ଆଦୌ ଉଚିତ୍‌…

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାସୁଦେବପୁର,୩୦।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ଇଷ୍ଟକୋଷ୍ଟ କେନାଲ ଛକ ନିକଟରୁ ମଙ୍ଗଳବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଚୁଡ଼ାମଣି ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ…

ହଷ୍ଟେଲରେ ଜଳବନ୍ଦୀ ଥିବା ୧୮୩ ଛାତ୍ରୀ ଉଦ୍ଧାର

ଭୋପାଳ,୩୦।୭: ମଧ୍ୟପ୍ରଦେଶ ଖଣ୍ଡଓ୍ବାର କନ୍ୟା ଶିକ୍ଷାଶ୍ରମ ପରିସରରେ ଥିବା ହଷ୍ଟେଲରେ ସୋମବାର ବନ୍ୟାପାଣି ପଶି ଯାଇଥିଲା। ଫଳରେ ଏହି ହଷ୍ଟେଲରେ ଥିବା ପ୍ରାୟ ୧୮୩ ଜଣ ଛାତ୍ରୀ ଜଳବନ୍ଦୀ ହୋଇ ଯାଇଥିଲେ। ଏହି ଖବର ପାଇବା ପରେ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।…

କାଉଡିଆଙ୍କ ସେବା କଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୩୦।୭: ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀରେ ଶିବଭକ୍ତଙ୍କ ପାଇଁ ଆୟୋଜିତ ହୋଇଥିବା ଶିବିରର ତଦାରଖ କରିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଲମପୁରର ବିଧାୟକ ହାଜି ଇଶରାକ ଖାନ ମଧ୍ୟ ଶିବିରରେ…

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏହାର ଭଗ୍ନାବଶେଷ ତଳେ ପଡ଼ିବା ଯୋଗୁ ୧୨ ଜଣ…

ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ ତଥା ମାନସିକ ବିକାଶ ଲାଗି ସମସ୍ତ ପୋଷକତତ୍ତ୍ୱ ଶିଶୁ ଦେହରେ ପହଞ୍ଚାଇଥାଏ। ସାଧାରଣତଃ ଶିଶୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?