Home Left

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ , ଶ୍ୱଶୁରଙ୍କୁ ୧୦ ବର୍ଷ ଓ ନଣନ୍ଦଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଆନନ୍ଦପୁର…

ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌ କବାଟ ତାଲା ଭାଙ୍ଗି ଭିତରକୁ ପଶି ଥିଲେ। ଅଫିସ୍‌ ଭିତରେ ଥିବା ୨ଟି ଆଲମିରାର…

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ…

ଆପ୍‌ରୁ ନଦୀ ସମ୍ପର୍କରେ ଜାଣିହେବ ତଥ୍ୟ

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ଓ୍ବାର୍ଲଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ୍‌) ରିଭର୍‌ ଆପ୍‌ ବାସ୍ତବ ଦୁନିଆର ଅନୁଭବ କରାଇ ପାରୁଥିବା ଏକ ଆପ୍‌ । ଏହା ମୁଖ୍ୟତଃ ନଦୀର ସୌନ୍ଦର୍ଯ୍ୟ ତଥା ବିଭିନ୍ନ ତଥ୍ୟ ସମ୍ପର୍କରେ ଜଣାଇଦେବ। ଏହା ନଦୀର ସମତଳ ଶଯ୍ୟାକୁ ପୂରା ଏକ ସୌନ୍ଦର୍ଯ୍ୟମୟ…

ନକଲି ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି: ଅବସର ଦିନ ଧରାପଡ଼ିଲେ କର୍ମଚାରୀ

କୋଟା: ନକଲି ମାର୍କଶିଟ୍‌ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ। କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। କିନ୍ତୁ ନକଲି…

ଅଧିକ ଦିନ ହେଲା କାଶ ଲାଗିରହିଛି କି, ସତର୍କ ହୋଇଯାନ୍ତୁ

ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା ଘାତକ ହୋଇପାରେ। କାରଣ କାଶ ଯୋଗୁ ଫୁସ୍‌ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ।…

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା: ଭଦ୍ରକରେ ପହଞ୍ଚିଲେ ସତ୍ୟବ୍ରତ

ଭଦ୍ରକ ଅଫିସ, ୧।୮ – ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଜଗତସିଂହପୁର ଜିଲା ବାଲିକୁଦ ଅଞ୍ଚଳର ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ପଦଯାତ୍ରାରେ ବାହାରିଛନ୍ତି। ସେ ରାଜ୍ୟର ୩୧୪ଟି ବ୍ଲକ ମୁଖ୍ୟାଳୟ…

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ କୁଳିଅଳମ ପଞ୍ଚାୟତ ନଛିପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁରସେନ ଦାସ ା ଏସଂକ୍ରାନ୍ତରେ ପୋଲିସ…

ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର…

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି॥ ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର ଦୂରରେ…

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। -କୋଷ୍ଠ କାଠିନ୍ୟ ହେଉଥିଲେ ନିୟମିତ ପିଜୁଳି ଖାଇଲେ ଏହି…

ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର

ଇଣ୍ଡୋନେସିଆର ଗାଁ ବେଙ୍ଗ୍‌କଲା। ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ। କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି। ତେଣୁ ଏହି ଗାଁକୁ ‘ଡିପ୍‌ ଭିଲେଜ୍‌’ ମଧ୍ୟ କୁହାଯାଏ। ଏଠାକାର ବାସିନ୍ଦା ସାଙ୍କେତିକ ଭାଷାରେ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?