Home Left

ରାମପୁରରେ ୧୪୪ ଧାରା ଜାରି

ଲକ୍ଷ୍ନୌ, ୧।୮: ରାମପୁର ଏମ୍‌ପି ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲା ଆଜମ ଖାନଙ୍କୁ ପୋଲିସ୍‌ ଅଟକ ରଖିବା ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ପକ୍ଷରୁ ଧାରଣା ଦିଆଯାଇଛି। କାଉଡି ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି…

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ କନସୁଲାର ଆକ୍‌ସେସ୍‌ ବା ରାଷ୍ଟ୍ରଦୂତ ସଂକ୍ରାନ୍ତ ପ୍ରବେଶ ଲାଗି ଇସଲାମାବାଦ ସରକାର ରାଜି ହୋଇଛନ୍ତି।…

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ଉପରେ ଆଧାରିତ ହେବ ବୋଲି ଜଣାପଡିଛି। ଏହି ଫିଲ୍ମଟି ୩ଡିରେ ଶୁଟିଂ…

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ କେରଳର କିଛି ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।…

ରହସ୍ୟ ଉପରୁ ପରଦା ଉଠାଇଲେ ଅମିରଙ୍କ ସ୍ତ୍ରୀ

ଲଣ୍ଡନ, ୧।୮: ଟେଷ୍ଟ କ୍ରିକେଟରୁ ନିକଟରେ ଅବସର ନେଇଥିବା ବୋଲର୍‌ ମହମ୍ମଦ ଅମିର ଏବେ ପାକିସ୍ତାନ ଛାଡି ବ୍ରିଟେନର ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏନେଇ ପାକିସ୍ତାନ ଗଣାମାଧ୍ୟମଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ତାଙ୍କୁ ସମାଲୋଚନା କରିବାକୁ…

ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ…

ଉନ୍ନାଓ ବଳାତ୍କାର ଘଟଣାର ୫ ମାମଲା ଦିଲ୍ଲୀ ସ୍ଥାନାନ୍ତର: ୪୫ ଦିନରେ ହେବ ଶୁଣାଣି

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଘଟଣା ସହ ଜଡିତ ସମସ୍ତ ୫ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୪୫ ଦିନ ମଧ୍ୟରେ ଏହାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପଟେ ଉନ୍ନାଓ ପୀଡିତଙ୍କ ଦୁର୍ଘଟଣା ମାମଲାର ଯାଞ୍ଚ…

୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲ, ଯେତିକି ସୁନ୍ଦର ସେତିକି ଭୟଙ୍କର, ଜାଣନ୍ତୁ କେଉଁଠି…

ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି। ଏହି ହୋଟେଲକୁ ଦେଖିଲେ ଭୟରେ ଦେହ ଥରି ଉଠିବ। କିନ୍ତୁ ଏହାର ନିର୍ମାଣ ଶୈଳୀ…

‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ସାଉଥ୍‌ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି। ନିକଟରେ ଏହାର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ…

ବିଶ୍ୱର ପ୍ରଥମ ପାଇଲଟ୍‌ ଥିଲେ ରାବଣ

କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ। ଶ୍ରୀଲଙ୍କା ନାଗରିକ ଉଡୟନ୍‌ ପ୍ରାଧିକରଣର ଉପାଧ୍ୟକ୍ଷ ଶଶୀ ଦାନତୁନଗେ କହିଛନ୍ତି, ବିଶ୍ୱର ପ୍ରଥମ ପାଇଲଟ୍‌…

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ ଅବସ୍ଥା ପାଇଁ ଆମେ ନିଜକୁ ପ୍ରଥମରୁ ଦାୟୀ କରିନେବା ଠିକ୍‌ ହେବ। ଅନେକ ପ୍ରଯୋଜକ…

ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଆଲବମ୍‌ ଗୀତ ଶୁଟିଂ କଲେ ଅକ୍ଷରା ସିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୧।୮: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ଏକ ଆଲବମ୍‌ ଗୀତ ଶୁଟିଂରେ ଏକଦମ୍‌ ଧମାଲ୍‌ କରିଛନ୍ତି। ସେ ଏହି ଗୀତରେ ବର୍ଷାରେ ଭିଜି ଭିଜି କାଉଡ଼ିଆ ବେଶରେ ଶୁଟିଂ କରିଛନ୍ତି। ଗୀତଟି ଶ୍ରାବଣ ମାସରେ କାଉଡ଼ିଯାତ୍ରା ଉପରେ ଶୁଟିଂ କରାଯାଇଛି। ମୁମ୍ବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?