Home Left

ବନ୍ଧୁର ପଥ ପରେ

ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଟି ଜମି। ବହୁଦିନରୁ ପଡ଼ିଆ ପଡ଼ିଛି। ଦିନେ ଜମିମାଲିକ ଜଣେ କୃଷକଙ୍କୁ ଗୋଟିଏ ପଡ଼ିଆ ବିକିଦେଲେ। କୃଷକ ପ୍ରଥମେ ଘାସ, ବଣ ବୁଦା ସଫାକରି ଜମି ଚାରିପଟେ ବାଡ଼ ଘେରିଦେଲେ। ରାସ୍ତା ସେପଟେ ପଡ଼ିଆ ପଡ଼ିଥିବା ଜମି…

“ଆମ ସମ୍ପର୍କରେ ବିରକ୍ତିର ବିଷୟ”: ରୁଷିଆଠୁ ତେଲ କିଣିବା ନେଇ ଭାରତକୁ ଆମେରିକାର ଅଭିଯୋଗ

ଓ୍ବାଶିଂଟନ୍‌,୧।୮: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗୁରୁବାର କହିଛନ୍ତି ଯେ, ଭାରତର ରୁଷିଆଠାରୁ ତୈଳ କ୍ରୟ ନେଇ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ସମ୍ପର୍କରେ “ବିରକ୍ତିର ବିଷୟ” ସୃଷ୍ଟି କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତରୁ ଆସୁଥିବା…

‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି…

ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ

ଦେବଗଡ,୧।୮(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଶରୀରରେ କିରୋସିନ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା…

UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍‌ କରିନିଅନ୍ତୁ

ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ UPIର…

ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ

ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ…

LPG ସିଲିଣ୍ଡର ମୂଲ୍ୟରେ ୩୩.୫୦ ଟଙ୍କା କମିଲା; ଆଜିଠାରୁ ନୂଆ ମୂଲ୍ୟ ଲାଗୁ

ନୂଆଦିଲ୍ଲୀ,୧।୮: ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମର ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆ ମୂଲ୍ୟ ଆଜି, ଅଗଷ୍ଟ ୧, ୨୦୨୫ ଗୁରୁବାରଠାରୁ ଦେଶବ୍ୟାପୀ ଲାଗୁ ହେବ। ଏହି ମୂଲ୍ୟ ହ୍ରାସ ଦେଶର ବାଣିଜ୍ୟିକ…

ପାଣିଘେରରେ ତେରେସିଂହା ବସ୍ତି ସ୍କୁଲ

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣିଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି…

ଦିଗମ୍ବର ଠେଲାଙ୍କ ସ୍ବପ୍ନ ସାକାର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪ ମାସରେ କଲେ ଗୃହ ନିର୍ମାଣ

ଭବାନୀପାଟଣା,୧ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋରବୋର୍ଡା ପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମର ଦିଗମ୍ବର ଠେଲା ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ୪ ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି। ସେ ଶତପ୍ରତିଶତ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ହୋଇଥିବାବେଳେ…

ସରକାରଙ୍କ ନୂଆନୀତିକୁ ବିରୋଧ, ଆଜି ଆନ୍ଦୋଳନ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଏଥର ରାଜ୍ୟ ସରକାର ନୂଆନୀତି ଆଣିଛନ୍ତି। ସରକାରଙ୍କ ଏହି ନୀତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଏହି ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜି ଉଠିଥିବାବେଳେ ଅନ୍ୟପଟେ ପଞ୍ଜୀକରଣରୁ ମଧ୍ୟ…

୧୪ ଦିନ ରଖି ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼,୩୧।୭: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରେ ପ୍ରାୟ ୧୪ ଦିନ ରଖି ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ୧୪ ଦିନ ତଳେ ନାବାଳିକା…

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଅଧିନାୟକ ଗିଲ୍‌

ଲଣ୍ଡନ,୩୧ା୭: ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦି ଓଭାଲଠାରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri