ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ହେଲା ବଡ଼ ପର୍ଦ୍ଦାଫାଶ, ମୋବାଇଲରୁ ମିଳିଲା…
ଭୁବନେଶ୍ୱର,୫।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।…
ବେଆଇନ ଗୋରୁ ଚାଲାଣ: ପିକଅପ୍ ଜବତ, ୭ ଚମ୍ପଟ
ମୋରଡା,୫।୮(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଗୋଚାଲାଣ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି l ସୂଚନା ମୁତାବକ, ଆଜି ଭୋରରୁ ୧୦ ରୁ ୧୨ଟି ପିକଅପରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ସମୟରେ ଉକ୍ତ ଥାନା ଅଧୀନ ନୂହାଝାଳିଆ ପଞ୍ଚାୟତର…
ଜିଲାରେ ପ୍ରଥମ: ଭରସା ପୋର୍ଟାଲର ଶୁଭାରମ୍ଭ କରି ଚର୍ଚ୍ଚାରେ ବିଧାୟକ
ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ନିର୍ବାଚିତ ପରଠାରୁ ଗୋଟିଏ ଦିନ ବି ଘରେ ବସି ନାଁହାନ୍ତି। ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ପହଂଚି କିଛି ନାଁ କିଛି ସମାଧାନ କରିଥାନ୍ତି l ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବାମାନେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି l ସେ…
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ
ଭବନୀପାଟଣା,୫।୮(ଉତ୍ତମ କୁମାର ଦାଶ)-ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଗୁରୁବାର ପୂବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ କ୍ରାଇମବ୍ରାଞ୍ଚ…
ଇଂଲଣ୍ଡରେ ବଡ଼ କାରନାମା କଲେ ସିରାଜ, ନିଜ ନାଁରେ କଲେ ଏହି ଐତିହାସିକ ରେକର୍ଡ
ନୂଆଦିଲ୍ଲୀ,୫।୮: ମହମ୍ମଦ ସିରାଜ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଏବେ ଇଂଲଣ୍ଡ ମାଟିରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ୍ ନେଇଥିବା ଜଣେ ଭାରତୀୟ ବୋଲର ଭାlବେ ରେକର୍ଡ କରିଛନ୍ତି। ସେ ୨୦୨୫ରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ମୋଟ…
ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଗମ୍ଭୀର ଅଭିଯୋଗ: ଗୃହବନ୍ଦୀ ରଖିବାକୁ ନିର୍ଦ୍ଦେଶ
ବ୍ରାସିଲିଆ,୫।୮: ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କୁ ଗୃହବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆସିଛି। ବୋଲସୋନାରୋଙ୍କ ଉପରେ ଦେଶରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଆସିଛି। ଆମେରିକା ସୁପ୍ରିମକୋର୍ଟର ଏହି…
ଦାରିଙ୍ଗବାଡିରେ ବଢୁଛି ଚୋରି, ପୋଲିସର ହାତ ଖାଲି: ଗୋଟିଏ ରାତିରେ ନେଇଗଲେ….
ଦାରିଙ୍ଗବାଡି, ୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଉଛି। ଦୁର୍ବୁତ୍ତମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଲାଭଳି ଗୋଟିଏ ରାତିରେ ଅଞ୍ଚଳରେ ଏକାଧିକ ଚୋରି କରିଛନ୍ତି। ତାହା ମଧ୍ୟ ଥାନାଠାରୁ ମାତ୍ର…
ସମ୍ପୂର୍ଣ୍ଣ ଗାଜା ଦଖଲ କରିବାକୁ ନିର୍ଦ୍ଦେଶ ଦେଲେ ନେତାନ୍ୟାହୁ: ହମାସ ଉପରେ ଚାପ ପାଇଁ ବଡ଼ ପଦକ୍ଷେପ
ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସକୁ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଚାପ ପକାଇବା ଲାଗି ଗାଜା ଷ୍ଟ୍ରିପରେ ସମ୍ପୂର୍ଣ୍ଣ ସାମରିକ ଦଖଲର ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଏହି ନିଷ୍ପତ୍ତି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଇସ୍ରାଏଲ ପ୍ରତିରକ୍ଷା…
ଆଉ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା: ୫ ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର,୫ା୮(ଅନୁରାଧା ମହାରଣା):ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ମଙ୍ଗଳବାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼,…
ଦୋଛକିରେ ଜୀବନ
ସାମାଜିକ ସମ୍ପର୍କ ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ଦେଇଥାଏ। ଈଶ୍ୱର ପ୍ରଦତ୍ତ ଓ ମନୁଷ୍ୟ କୃତ ସମ୍ପର୍କ ଆଗରେ ହାର୍ ମାନି ଯାଇଥାଏ ଛଳନା ଓ ମିଛ ଅଭିନୟ। ଆନ୍ତରିକତା ସହ ବନ୍ଧାଥିବା ସମ୍ପର୍କ ସଂକୁଚିତ ହୁଏନାହିଁ, ବରଂ…
ଜନାଦେଶର ଉପହାସ
ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ନାମରେ ଶାସନର ଯେଉଁ ତିନୋଟି ଅଙ୍ଗ ଅଛି, ସେଗୁଡ଼ିକ ନିଜ ନିଜ ସୀମା ଭିତରେ ରହିଲେ ‘ଗଣ’ର ବା ସମସ୍ତଙ୍କ ବିକାଶ ସମ୍ଭବ ହେବ: କୌଣସି ବ୍ୟକ୍ତି ବା କେତେକ ବ୍ୟକ୍ତିଙ୍କ ଗୋଷ୍ଠୀ ଅନ୍ୟକୁ ବା…
ସୋସିଆଲ ମିଡିଆରେ ଚହଳ ପକାଇଲେ ଦୀପିକା: ଏହି ରିଲ୍ସର ଭ୍ୟୁୟର୍ସ ବିଶ୍ୱରେ ସର୍ବାଧିକ
ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବଲିଉଡ୍ରେ ପ୍ରାୟ ୨ ଦଶନ୍ଧି ଧରି ଅନେକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ଯୋଗୁ ଦର୍ଶକଙ୍କର ଢେର ପ୍ରଶଂସା ସାଉଣ୍ଟିଛନ୍ତି। କିଛିଦିନ ତଳେ ପ୍ରସିଦ୍ଧ ହଲିଉଡ୍ ଓ୍ବାକ୍ ଅଫ୍ ଫେମ୍ରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ତାଙ୍କୁ…
Archives


