Home Left

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଫାଣ୍ଡିର କନଷ୍ଟେବଳ ମୋହନ ପୁହାଣଙ୍କୁ ବଦଳି କରାଯାଇଛି।…

ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର

ପ୍ୟାରିସ: ରୋବୋ ପଢାଉଛି। ରୋବୋ ରିଶେପ୍‌ସନିଷ୍ଟ ଭାବେ କାମ କରୁଛି , ମହାକାଶକୁ ବି ଏଇ ନିକଟରେ ଯାଇଛି। ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍‌ କ୍ଲବ୍‌ କେଫ୍‌ରେ ପୋଲ୍‌ ଡ୍ୟାନ୍ସ କରିବ ରୋବୋ। ଏହା ବିଶ୍ୱର ପ୍ରଥମ ରୋବୋ ପୋଲ୍‌…

ଇତିହାସ ଓ ବିଜ୍ଞାନ ପଢ଼ାଉଛି ରୋବୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ବେସରକାରୀ ସ୍କୁଲରେ ଆର୍ଟିଫିସିଆଲ ଟେକ୍‌ନୋଲୋଜି ଆଧାରରେ ପିଲାଙ୍କୁ ପଢାଉଛି ରୋବୋ। ଏହା ମଣିଷ ଭଳି ପୂରା ଦେଖିବାକୁ ଏହି ରୋବୋଟର ପଢାଇବା ସମୟରେ ହାବଭାବ ପୂରା ମଣିଷ ଭଳି ରହୁଛି। ୭ମରୁ ୯ମ ଶ୍ରେଣୀ ଯାଏ ଏହା…

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨।୯: ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ। ସହରର ଅନେକ ରାସ୍ତା ଖାଲଢିପ ରହିଥିବାରୁ ଏହାର ସଚେତନତା ପାଇଁ ପ୍ରଶାସନକୁ…

ସବୁଠାରୁ ଧନୀ ଗଣେଶ

ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା ଗଣେଶ ପୂଜା ବହୁ ଆଡମ୍ବରରେ ପାଳନ କରାଯାଇଛି। ବାଲଗଙ୍ଗାଧର ତିଲକଙ୍କ ଦ୍ୱାରା ଏହି ପର୍ବର…

ଜାପାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଟୋକିଓ,୨।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାପାନ ଗସ୍ତରେ ଯାଇ ସୋମବାର ଟୋକିଓରେ ପହଞ୍ଚିଛନ୍ତି। ଦୁଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଜାପାନ ପ୍ରତିରକ୍ଷାମନ୍ତ୍ରୀ ତାକେସି ଇୱାୟାଙ୍କ ସହ ରାଜନାଥ ଆଲୋଚନା କରିଛନ୍ତି। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି…

ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା ଦେରାସର ଗାଁରେ ଥିବା ପରମ୍ପରା ସମସ୍ତଙ୍କୁ ଚମକାଇ ଦିଏ। ଏଠାରେ ମୁସଲମାନ ସମ୍ପ୍ରଦାୟର ୭୦ଟି…

ଖଣ୍ଡାରେ ଭାରତୀୟଙ୍କୁ ନିପାତ କରିବାକୁ ମିଆଁଦାଦଙ୍କ ଧମକ

ନୂଆଦିଲ୍ଲୀ,୨।୯: ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇବାକୁ ବିରୋଧ କରିବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲଓସି)ଠାରେ ବିକ୍ଷୋଭ କରିବାକୁ ଯାଇ ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ ଭାରତୀୟଙ୍କୁ ଖଣ୍ଡାରେ ନିପାତ କରିବାକୁ ଧମକ ଦେଇଛନ୍ତି। ନିକଟରେ ପୂର୍ବତନ କ୍ରିକେଟରଙ୍କ…

ପୋଲିସ ବିଭାଗରେ ନିଯୁକ୍ତି ହେବେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ: ଯୋଗୀ

ଲକ୍ଷ୍ନୌ,୨।୯: ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର। ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗରେ ୫୦ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି। କାଲ୍‌ପିରେ ପୋଲିସ ଟ୍ରେନିଂ ସ୍କୁଲର ଉଦ୍‌ଘାଟନ କରିବା ସମୟରେ ଏନେଇ…

ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍‌ ଆଗ୍ରହ ସହକାରେ ନିଜ ନଜ ଘରକୁ ନିମନ୍ତ୍ରଣ କରିଛନ୍ତି। ଆଉ ଏଥିରୁ ବାଦ୍‌ ଯାଇ ନାହାଁନ୍ତି ବଲିଉଡ୍‌ ନାୟିକା…

ପିଲାଦିନରୁ ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଏବେ ଏମିତି ହେଲା ଅବସ୍ଥା

ମ୍ୟାସାଚୁଏଟ୍‌ସରେ ରହୁଥିବା ଜ୍ୟାକବ୍‌ ପିନାଙ୍କ ଆଙ୍ଗୁଠି ପିଲାଦିନରୁ ଠିକ୍‌ଠାକ୍‌ ଥିଲା। ପରେ ସେ ମୋବାଇଲରେ ଗେମ୍‌ ଖେଳିବାରେ ଏତେ ସମୟ କାଟୁଥିଲେ କି, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଅଡୁଆରେ ପକାଇଛି। କାରଣ ତାଙ୍କର ହାତ ଆଙ୍ଗୁଠି ବର୍ତ୍ତମାନ ଖୁବ୍‌ ବଢ଼ି…

ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଲାଗିବ ଏକ ଲକ୍ଷ ଗଛ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଏବେ ପାଖାପାଖି ୧ ଲକ୍ଷ ଗଛ ଲାଗିବ ବୋଲି ଜଣାପଡିଛି। ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ଏହା ଲଗାଯିବ ବୋଲି ସୂଚନା ମିଳିଛି। ତେବେ ଏନ୍‌ଏଚ୍‌ଏଆଇ ଏହି ରାସ୍ତା ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?