Home Left

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୨୩ ସହର

ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ…

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଲେ…

ମିଲର୍ସଙ୍କ ଦାବି ମାନିନେଲେ ସରକାର:ସ୍ବାଭାବିକ ହେଲା ଧାନ କିଣା

ଭୁବନେଶ୍ୱର,୭।୧:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଆଜିଠୁ ସ୍ବାଭାବିକ ହେଲା ଧାନ କିଣା। ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର।୧୯ ଜିଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି। ୧୯ ଜିଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ…

ବଙ୍ଗୋପସାଗରରେ ଅବପାତ ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୭।୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳି ନାହିଁ। ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ…

ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ,…

ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି, ଏକଥା ନିଜେ ସ୍ବୀକାର କରି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକଥା ନିଜେ ଟ୍ରମ୍ପ କହିଛନ୍ତି। ଭାରତ ସମ୍ପର୍କରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି, ମୋଦିଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ…

30 ବର୍ଷ ପରେ ନିଜ ନକ୍ଷତ୍ରକୁ ଯିବେ ଶନି, ୩ ରାଶି ଆକସ୍ମିକ ହେବେ ଧନୀ! ଖେଶଜିବାକୁ ପଡିବନି ଚାକିରି…

ଶନି ଏକ ଧୀର ଗତିଶୀଳ ଗ୍ରହ, ଯାହା କର୍ମ, ନ୍ୟାୟ, ଶୃଙ୍ଖଳା ଏବଂ ଦୀର୍ଘକାଳୀନ ଫଳାଫଳକୁ ପ୍ରତିନିଧିତ୍ୱ କରେ। ଯେତେବେଳେ ଶନି ତାଙ୍କ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ସେତେବେଳେ ଏହାର ପ୍ରଭାବର ଦିଗ ଏବଂ ପ୍ରକୃତିରେ ଏକ ସ୍ପଷ୍ଟ ପରିବର୍ତ୍ତନ ପରିଲକ୍ଷିତ…

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ୩ ବଡ଼ ଦାବି କଲେ ଅପରାଜିତା: ମିଳିଲା ଅନୁମୋଦନ, ୧୧୧ କୋଟିରେ ହେବ…

ଭୁବନେଶ୍ୱର,୭।୧: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ଅପରାଜିତା ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ୩ଟି ମୁଖ୍ୟ ଦାବି ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେଗୁଡିକ…

ଆନ୍ଦୋଳନକୁ ଏଡ଼ାଇ ଗୁରୁତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଡାକ୍ତର, ନଚେତ୍‌…

କେସିଙ୍ଗା,୭ା୧(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ଆଉଟ୍‌ଡୋରରେ କେବଳ ଏକ ଘଣ୍ଟା ରୋଗୀ ସେବା କରୁଛନ୍ତି। ଆଉଟ୍‌ଡୋର ବନ୍ଦ ହୋଇ ଗଲେ ଦୂର ଦୁରାନ୍ତରୁ ଆସିଥିବା ରୋଗୀମାନେ ନିରାଶରେ…

ଦୁଇ ମନ୍ଦିରରେ ବୁଲାଇଲେ କଳାକନ, ୭  ବର୍ଷ ଧରି ଖୋଲା ଯାଇ ନଥିବା ହୁଣ୍ଡିକୁ ଟାର୍ଗେଟ…

ଉଦଳା,୭।୧: ଅସହ୍ୟ ଜାଡୁଆ ଶୀତରେ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟିଲେ ଦୁର୍ବୃତ୍ତ। ଦୁଇ ମନ୍ଦିରରେ ବୁଲାଇଲେ କଳାକନା। ଏଭଳି ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ଏନ୍‌ଏସି ୯ ନମ୍ବର ୱାର୍ଡରେ ଥିବା ପୁରାତନ ମଣି ନାଗେଶ୍ୱର ମନ୍ଦିର ଓ ଗାୟତ୍ରୀ…

Nestle Baby Food: ଏହି ପ୍ରଡକ୍ଟରେ ମିଳିଲା ବିଷାକ୍ତ ଟକ୍ସିନ, ଶିଶୁଙ୍କୁ ହୋଇପାରେ ଭୟଙ୍କର ରୋଗ, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍‌ଲୀ,୭।୧: ନେସଲେ ଏହାର କିଛି ପ୍ରମୁଖ ଶିଶୁ ପୁଷ୍ଟିସାର ଉତ୍ପାଦକୁ ପ୍ରତ୍ୟାହାର କରିବାର ଘୋଷଣା କରିଛି। କମ୍ପାନୀ କହିଛି ଯେ ଏହି ଉତ୍ପାଦଗୁଡ଼ିକରେ ଏକ ସମ୍ଭାବ୍ୟ ବିଷାକ୍ତ ପଦାର୍ଥ ଅଛି ଯାହା ଶିଶୁମାନଙ୍କ ମଧ୍ୟରେ ବାନ୍ତି ଏବଂ ପେଟ କାଟିବା ଭଳି…

ଗଛ କାଟି ଶାଗୁଆନ ଗଣ୍ଡିକୁ ଲୁଚାଇ ରଖିଥିଲେ, ଖବର ପାଇ ଅଚାନକ ଚଢାଉ କଲା ବନବିଭାଗ, ଆଉ ତା’ପରେ…

ବଲାଙ୍ଗୀର, ୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନବିଭାଗ ପକ୍ଷରୁ ମଙ୍ଗଳବାର ତୁଳସୀନଗର ଦୁର୍ଗାମଣ୍ଡପରୁ ଶାଗୁଆନ ଗଣ୍ଡି ଜବତ ହୋଇଛି। ଏହି ସଂକ୍ରାନ୍ତରେ ବଲାଙ୍ଗୀର ରେଞ୍ଜରେ ଏକ ମାମଲା (୧୩/୨୫-୨୬) ରୁଜୁ କରିଛି । ଏହି ଚଢାଉ ଅଭିଯାନରେ ବଲାଙ୍ଗୀର ବନବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?