Home Left

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର,୭ା୮: ଓଡ଼ିଶାର ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଭୂତି ଭୂଷଣ…

ଭାରତ ସହ ଟାରିଫ୍‌ ଓ୍ବାର ଭିତରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୁନୀର, ହୋଇପାରେ ବଡ଼…

ଓ୍ବାଶିଂଟନ,୭।୮: ଗୋଟିଏ ପଟେ, ସମଗ୍ର ବିଶ୍ୱ ଆମେରିକାଠାରୁ ଶୁଳ୍କ ଯୁଦ୍ଧର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ପ୍ରେମ ହ୍ରାସ ପାଉନାହିଁ। କାରଣ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଦୁଇ…

ଗଳାବାଟ ଦେଇ ଭକ୍ତଙ୍କୁ ଛାଡ଼ିବା ନେଇ ଅଭିଯୋଗ: କମଚାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

ପୁରୀ,୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ଚାରିଦ୍ୱାର ଓ କିଛି ଗଳାବାଟରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଭକ୍ତଙ୍କ ଠାରୁ ଟଙ୍କା ନେଇ ଛାଡୁଥିବା ନେଇ ଅଭିଯୋଗ ହୋଇଆସୁଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୮(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୬ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଦୁଇ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବା ପାଇଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ…

ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ 

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ  ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି ।…

ଓଡ଼ିଶାରେ ଶୁଟିଂ ହୋଇଥିବା ‘ଘାଟି’ର ଟ୍ରେଲର ରିଲିଜ, ଝଲସୁଛି କୋରାପୁଟ

କୋରାପୁଟ: ଅନୁଷ୍କା ଶେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଆକ୍ସନ-ଡ୍ରାମା ଫିଲ୍ମ ‘ଘାଟି’ ଆସନ୍ତା ସେପ୍ଟେମ୍ବର ୫ରେ ଥିଏଟରରେ ମୁକ୍ତିଲାଭ କରିବ। ଅଗଷ୍ଟ ୬ରେ ରିଲିଜ ହୋଇଥିବା ଟ୍ରେଲର ଘାଟିର ପର୍ବତମାଳାରେ ଘଟୁଥିବା ଏକ ରୋମାଞ୍ଚକର ଓ ଆବେଗପୂର୍ଣ୍ଣ କାହାଣୀର ଆଭାସ ଦେଇଛି। କୃଷ…

କେନ୍ଦ୍ର ମନ୍ତ୍ରୀଙ୍କ ଭଡ଼ା ପାଇଁ ଖର୍ଚ୍ଚ ହୋଇଛି ୧୫୦୦ କୋଟି: ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ ପଥ ଭବନରେ ବଡ଼ ବୟାନ

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥ ଭବନରେ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମାନଙ୍କ ଭଡ଼ା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ଏହା ଆଗକୁ ଜାରି ରହିବ ନାହିଁ। ଏହି ଘୋଷଣା…

ଓକିଲଙ୍କ ଘରେ କଳାକନା ବୁଲାଇଲେ ଚୋର: ୩ ଲକ୍ଷ ଟଙ୍କା ସାଙ୍ଗକୁ ୧୦୦ ଗ୍ରାମ ସୁନା ନେଇ ଚମ୍ପଟ, ନିଦରୁ ଉଠି…

ଭଞ୍ଜନଗର,୬।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ଉପସଭାପତି ତଥା ପୂର୍ବତନ ସରକାରୀ ଓକିଲ ହର୍ଷ ବର୍ଦ୍ଧନ ପଣ୍ଡାଙ୍କ କୁଲାଡ ବାସଭବନରୁ ମଙ୍ଗଳବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଦୃର୍ବୁତ୍ତମାନେ ତାଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା, ପ୍ରାୟ…

ଆମେରିକାକୁ ଉପଯୁକ୍ତ ଜବାବ ଦେଲେ କାନାଡା ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କ ମୁହଁରେ ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ,୬।୮: ଆମେରିକା କାନାଡା ଉପରେ ୨୫ ପ୍ରତିଶତରୁ ବୃଦ୍ଧି କରି ୩୫ ପ୍ରତିଶତ ଟାରିଫ ଲଗାଇବା ପରେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ମଙ୍ଗଳବାର କହିଛନ୍ତି ଯେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ “ଯେତେବେଳେ ଏହାର…

ଜନଧନ ଆକାଉଣ୍ଟଧାରୀ ହୋଇଯାଆନ୍ତୁ ସତର୍କ! Re-KYC କରିବା ଜରୁରୀ ନଚେତ… ଜାଣନ୍ତୁ ଅନଲାଇନ୍‌ରେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଯୋଜନା ଅଧୀନରେ ଅନେକ ଆକାଉଣ୍ଟରେ ପୁଣି ଥରେ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ହେବ। ହେଲେ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସିଖବର ରହିଛି। ରି-କଓ୍ବୋସି ପ୍ରକ୍ରିୟାକୁ ସହଜ କରିବା ଲାଗି…

୦ ରୁ ୧ କୋଟିର ଯାତ୍ରା! ଧନୀ ହେବାକୁ ଚାହୁଁଥିବା ସାଧାରଣ ଲୋକ ଆପଣାନ୍ତୁ ଏହି ସହଜ ଉପାୟ, ବଦଳିଯିବ ଭାଗ୍ୟ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି କୋଟିପତି ହେବାକୁ ଚାହାନ୍ତି। ଯଦି ଆପଣଙ୍କର ସେଭଳି କିଛି ସ୍ବପ୍ନ ଅଛି ଏବଂ ସେଥିପାଇଁ ଆପଣ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ପାଖରେ ଅଧିକ ଦରମାର ଚାକିରି ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ।…

ଟାଟା ଗ୍ରୁପର ଆଉ ଏକ କମ୍ପାନୀ ଶେୟାର ବଜାରରେ ବଡ଼ ଧମାକା କରିବାକୁ ପ୍ରସ୍ତୁତ

ମୁମ୍ବାଇ,୬।୮: ଟାଟା ଗ୍ରୁପର ମୁଖ୍ୟ ନନ୍-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି) ଟାଟା କ୍ୟାପିଟାଲ ଚଳିତ ବର୍ଷର ସବୁଠାରୁ ବଡ଼ ଆରମ୍ଭିକ ସାର୍ବଜନୀକ ନିର୍ଗମ (ଆଇପିଓ) ପାଇଁ ପ୍ରସ୍ତୁତ ହେଉଛି। କମ୍ପାନୀ ସୋମବାର ଭାରତୀୟ ପୁଞ୍ଜିବଜାର ନିୟାମକ ସଂସ୍ଥା ସେବି (SEBI) ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri