ଓଟିଇଟି ପାସ୍ ନ କଲେ ପଦୋନ୍ନତି ମନା: ଗଣଶିକ୍ଷା ବିଭାଗର ଅଜବ ନିର୍ଦ୍ଦେଶନାମା
ସୋନପୁର,୨୮ା୫(ମୃତ୍ୟୁଞ୍ଜୟ ଶତପଥୀ):୨୦୧୧ ମସିହା ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ପଦୋନ୍ନତି ପାଇବାକୁ ହେଲେ ଓଟିଇଟି(ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଦେବାକୁ ପଡିବ l ଏପରିକି ଅବସରର ଦ୍ୱାରଦେଶରେ ଥିବା ପ୍ରାଥମିକ ଶିକ୍ଷକଙ୍କ ପାଇଁ ମଧ୍ୟ ଓଟିଇଟି ବିନା ପଦୋନ୍ନତି ମନା। ଏହିପରି…
ସିନେମା ରିଲିଜ ହେବା ଆଗରୁ ଭାଷା ବିବାଦରେ ଫସିଲେ ଅଭିନେତା କମଲ ହାସନ, କହିଦେଲେ ବଡ କଥା
ନୂଆଦିଲ୍ଲୀ,୨୭।୫: ଅଭିନେତା କମଲ ହାସନ ଚେନ୍ନାଇରେ ଏକ ଚଳଚ୍ଚିତ୍ର ପ୍ରଚାର କାର୍ଯ୍ୟକ୍ରମରେ ଦେଇଥିବା ମନ୍ତବ୍ୟ “କନ୍ନଡ଼ ଭାଷା ତାମିଲରୁ ଜନ୍ମ ହୋଇଛି” ବୋଲି ଏକ ବିବାଦ ସୃଷ୍ଟି କରିଛି। ତାଙ୍କର ନୂତନ ଚଳଚ୍ଚିତ୍ର ‘ଥଗ ଲାଇଫ’ର ଅଡିଓ ଲଞ୍ଚ ସମୟରେ କରାଯାଇଥିବା…
ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହୃତ ବିସ୍ଫୋରକ ଭର୍ତ୍ତି ଟ୍ରକ ଉଦ୍ଧାର
କୋଇଡା,୨୭।୫: ମଙ୍ଗଳବାର ସକାଳେ ପ୍ରାୟ ୩୦ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ବିସ୍ଫୋରକ ଭର୍ତ୍ତି ଟ୍ରକଟି ସୁନ୍ଦରଗଡ଼ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦ୍ୱାରା ଏକ ମିଳିତ ସର୍ଚ୍ଚ ପରେ ସନ୍ଧ୍ୟାରେ ଉଦ୍ଧାର କରାଯାଇଛି।…
ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଜବତ, ୨୨ଜଣଙ୍କୁ ବାନ୍ଧିଲା…
କୋରାପୁଟ,୨୭।୫(ଅମିତାଭ ବେହେରା): କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଜବତ ହୋଇଥିବା ବେଳେ ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।…
ଜ୍ୟୋତିଙ୍କ ପରି ଧରାପଡିଲେ ସୁନୀତା! ୨ଥର ଡେଇଁଥିଲେ ବର୍ଡର, ନିଜ ଛୋଟ ପୁଅକୁ ଛାଡି…
ନୂଆଦିଲ୍ଲୀ,୨୭।୫: ହରିୟାଣାର ହିସାରର ବାସିନ୍ଦା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଜେଲ ପଠାଇ ଦିଆଯାଇଛି। ସେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନେ ମଧ୍ୟ ତାଙ୍କର ବନ୍ଧୁ ଥିଲେ। ସେହିପରି, ମହାରାଷ୍ଟ୍ରର ନାଗପୁରର…
ଅଫିସ୍ ତାଲାବନ୍ଦ, ସାଇନବୋର୍ଡରେ କାଦୁଅ: ମଣିପୁରରେ ପୁଣି ମୁଣ୍ଡ ଟେକିଲା ନୂଆ ବିବାଦ
ନୂଆଦିଲ୍ଲୀ,୨୭।୫: ମଣିପୁରରେ ମଙ୍ଗଳବାର ଉତ୍ତେଜନା ତୀବ୍ର ହୋଇଛି, କାରଣ ମଣିପୁର ଅଖଣ୍ଡତା ଉପରେ ସମନ୍ୱୟ କମିଟି (COCOMI)ର ଛାତ୍ର ଶାଖାର ସଦସ୍ୟମାନେ ରାଜ୍ୟର ନାମକୁ ସରକାରୀ ବସ୍ରୁ ଲୁଚାଇ ଦିଆଯିବା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଅଂଶ ଭାବେ ଉପତ୍ୟକା ଜିଲାରେ କେନ୍ଦ୍ରୀୟ…
ଯେଉଁଠି ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ
ଇସଲାମବାଦ,୨୭।୫: ଏଥର ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ରାତି ହେଉ ହେଉ ଦୋହଲି ଯାଇଛି। ଗୋଟିଏ ପଟେ, ଭାରତ ବିମାନ ଆକ୍ରମଣ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ, ପ୍ରକୃତି ମଧ୍ୟ ଆତଙ୍କବାଦକୁ ସହ୍ୟ…
ଦୁର୍ଘଟଣାରେ ଚାଲିଗଲେ ସତ, ହେଲେ ଚକ୍ଷୁ ଦାନ କରି ଅମର ହୋଇଗଲେ ରାଜେନ୍ଦ୍ର
ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ଉପରେ ସୋମବାର ରାତିରେ ୩ଟି ପୃଥକ ବାଇକ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ…
ଛାଡ଼ପତ୍ର ନଦେଇ ଅନ୍ୟ କାହା ସହ ସମ୍ପର୍କରେ ରହିଲେ ଦଣ୍ଡ ମିଳିବ କି? ଫସିଯିବେ ଲାଲୁଙ୍କ ପୁଅ ତେଜପ୍ରତାପ!
ନୂଆଦିଲ୍ଲୀ,୨୭।୫: ବିହାର ରାଜନୀତିରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନେଇ ବହୁତ ଆଲୋଚନା ହେଉଛି। ଆଲୋଚନାର ଦୁଇଟି କାରଣ ଅଛି। ପ୍ରଥମଟି ହେଉଛି ତେଜ ପ୍ରତାପ ଯାଦବଙ୍କ ସୋସିଆଲ ମିଡିଆ ପୋଷ୍ଟ, ଯେଉଁଥିରେ ସେ ଅନୁଷ୍କା…
ବଙ୍ଗୋପସାଗରରେ ଶକ୍ତିଶାଳୀ ହେବ ଲଘୁଚାପ: ଓଡ଼ିଶାର ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୨୭।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଞ୍ଚଳରେ ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ନିମ୍ନଚାପ ପାଶ୍ଚାତ୍ୟ-ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ…
ବ୍ୟବହାର ହେବନାହିଁ ଡିଆର୍ଏସ୍ ଟେକ୍ନୋଲୋଜି, ଜାଣନ୍ତୁ କ’ଣ ପାଇଁ…
ଲାହୋର,୨୭ା୫: ବାଂଲାଦେଶ ବିପକ୍ଷରେ ହେବାକୁ ଯାଉଥିବା ୩ ମ୍ୟାଚ୍ବିଶିଷ୍ଟ ଟି୨୦ ସିରିଜ୍ରେ ଡିଆର୍ଏସ୍ ଟେକ୍ନୋଲୋଜି ବ୍ୟବହାର ନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଷ୍ପତ୍ତି ନେଇଛି। ବୁଧବାରଠାରୁ ଆରମ୍ଭ ହେଉଥିବା ସିରିଜ୍ରେ ପ୍ରଶଂସକ ଓ ପ୍ରାୟୋଜକଙ୍କ ମଧ୍ୟରେ ଇଚ୍ଛାର ଅଭାବ ଥିବାରୁ…
ଚିନ୍ତା ବଢ଼ାଇଲା IMD ଡିଜିଙ୍କ ଆକଳନ: ଏହି ସବୁ ଜିଲାରେ ପ୍ରବଳ ଛେଚିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…
Archives


