Home Left

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ଶୁଭେଚ୍ଛାର ସୂଅ ଛୁଟିଛି। ଏନେଇ ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା…

ଚାଳକ ଦିବସ: ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ,୧୭ା୯: ଓଡ଼ିଶା ମୋଟର୍‌ ଚାଳକ ସଂଘର ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି। ଏହି ଅବସରରେ ସକାଳେ ବହୁ ସଂଖ୍ୟାରେ ଗାଡ଼ି ଚାଳକ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକାଠି ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି…

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିଛି: ମୋଦି-ଇମ୍ରାନ୍‌ଙ୍କୁ ଖୁବ୍‌ ଶୀଘ୍ର ଭେଟିବାକୁ ସୂଚନା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭।୯: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମନ୍ତବ୍ୟ ଦେଇଛନ୍ତିି। ଜମ୍ମୁ-କଶ୍ମୀର ନାମ ନ ନେଇ ଟ୍ରମ୍ପ୍‌ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିଛି । ସେ ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦେବଦୂତ ସାଜିଲେ ଡାକ୍ତର: ଅନାଥ ପିଲାକୁ ଭାରରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୭।୯(ସ୍ବ.ପ୍ର): ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ବଣ୍ଡାଘାଟି ବଡ଼ଡୁରାଲ ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ୧୨ ବର୍ଷର ଅନାଥ ପିଲା କମୁଳୁ କିରସାନିଙ୍କ ପେଟ ଫୁଲିବା ଯୋଗୁ ସେ କଷ୍ଟ ଭୋଗୁଥିଲେ। ଏ ନେଇ ଗାଁ ଲୋକ ଆରୋଗ୍ୟ ପ୍ଲସ୍‌କୁ ଖବର…

ବିଗ୍‌ ବସ୍‌ ଫେମ୍‌ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡ କାଟ ପାଇଁ ୫୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ଭିଏଚ୍‌ପି ନେତା

ଶାହାଜହାନପୁର,୧୭।୯: ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲାର ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ସଚିବ ଏକ ବିବାଦୀୟ ବୟାନ ଦେଇଛନ୍ତି। ବିଗ୍‌ ବସ୍‌ ଫେମ୍‌ ତଥା ଆତ୍ମଘୋଷିତ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡକାଟ କଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସେ…

ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ: ଜବାବ ତଲବ କଲେ ଏସ୍‌ଏସ୍‌ପି

ଲକ୍ଷ୍ନୌ,୧୭।୯: ବର୍ତ୍ତମାନ ଦେଶରେ ସୋସିଆଲ ମିଡିଆରେ ଟିକ୍‌ଟକ୍‌ର ଟ୍ରେଣ୍ଡ ଚାଲିଛି। ଏନେଇ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଟିକ୍‌ଟକ୍‌ ମାନିଆ ଦେଖାଦେଇଛି। ଯେଉଁଠି ଦେଖିବେ ଯାହାକୁ ଦେଖିବେ ନିଜର ଅଜବ ଅଜବ ଭିଡିଓ ତିଆରି କରିବାରେ ସମସ୍ତେ…

ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ ପର୍ଯ୍ୟଟକମାନେ କମଳା ଓ ଗୌରୀକୁ ହାତୀଶାଳରେ ଦେଖିବାର ସୁଯୋଗ ପାଇବେ ନାହିଁ। ହାତୀଶାଳରେ ଥିବା…

ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା,୧୭-୯(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଶୂନ ସହିଷ୍ଣୁତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି। ଏପରିକିି ମାହାଙ୍ଗାରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଯେଉଁମାନେ ଦୁର୍ନୀତି…

ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ ଓ ଖୁଚୁରା ବେପାରୀଙ୍କୁ ବ୍ରାଉନସୁଗାର ଦେବାକୁ ଅପେକ୍ଷା କରିଥିବାବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ୧୩୦ ଗ୍ରାମର…

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର ଶିକାର ହୁଅନ୍ତି ଜଟିଳ ‘ଆଣ୍ଟ୍ରୋଗ୍ରେଡ୍‌ ଆମ୍ନେସିଆ’ରେ। ନାୟକଙ୍କ ନିକଟରେ ଦେଖିବାକୁ ମିଳେ ଏକ ଅଜବ…

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି ଏହି ଆପ୍‌ ତିଆରି ହୋଇଥିବା କୁହାଯାଉଛି। ଏହା ଦ୍ୱାରା ସ୍ବାମୀମାନେ ବେଶ୍‌ ଉପକୃତ ହୋଇପାରିବେ…

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବୁଲି ଦେଖିବା ସହ ସେଠାରେ କେତେଗୁଡିଏ ବିକାଶ ପରିଯୋଜନା ମଧ୍ୟ ନିରିକ୍ଷଣ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?