Home Left

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କିରାଣୀ ଅଜିତ କୁମାର ସାହୁଙ୍କ ନାମରେ ଆୟ ବହିର୍ଭୁତ…

ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟାନ୍‌: ମନ୍ତ୍ରୀ

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍‌ ହେବ। ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍‌ ହେବ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌। ମଙ୍ଗଳବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ସେ…

କ୍ଷୀର ଦୋକାନରେ ମିଳିବ ନାହିଁ କୁକୁଡା ମାଂସ

ଭୋପାଳ,୧୭।୯: ମଧ୍ୟପ୍ରଦେଶର ଭୋପାଳରେ ଗୋଟିଏ ଦୋକାନରେ କ୍ଷୀର ଓ କଡକନାଥ ବା କାଲାମାସି କୁକୁଡା ମାଂସ ମିଳିବ ନାହିଁ ବୋଲି ସରକାର କହିଛନ୍ତି। କମଲନାଥ ସରକାର ଏବେ ଏଥିପାଇଁ ଅଲଗା ଅଲଗା ପାର୍ଲର କରିବେ ବୋଲି ସୂଚନା ଦେଇଛନ୍ତି। ପାଇଲଟ ପ୍ରୋଜେକ୍ଟ…

ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ…

ଜନ୍ମଦିନରେ ମା’ଙ୍କ ସହିତ ଭୋଜନ କଲେ ମୋଦି: ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଗାନ୍ଧିନଗର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗରରେ ବାସ କରୁଥିବା ମା’ ହୀରାବେନ୍‌ ମୋଦିଙ୍କୁ ଭେଟିଛନ୍ତି। ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବା ସହିତ ମୋଦି କିଛି ସମୟ ମା’ଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।…

ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ

କାବୁଲ,୧୭।୯ : ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏକ କାରରେ ବୋମା ରଖାଯାଇଥିବା ପୋଲିସ କହିଛି।…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ଉଡ଼ାଣ କରିବ ତେଜସ୍‌

ବେଙ୍ଗାଲୁରୁ,୧୭।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍‌ ଉଡ଼ାଣ କରିବ। ସେପ୍ଟେମ୍ବର ୧୯ରେ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ ହେବ। ହିନ୍ଦୁସ୍ତାନ ଏରୋନୋଟିକ୍ସ୍‌ ଲିମିଟେଡ୍‌ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି। ୮୩ ତେଜସ୍‌ ବିମାନ…

ମାଲାୟାଲମ ଅଭିନେତା ଶକ୍ତିମାନ ହେବାରୁ ରାଗିଲେ ମୁକେଶ: କହିଲେ ନେଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁଙ୍କୁ ବରିଷ୍ଠ ଅଭିନେତା ମୁକେଶ ଖାନ୍ନାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍‌ କମିଂ ଫିଲ୍ମ ‘ଧମାକା’ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେଥିମଧ୍ୟରୁ ଗୋଟିଏ…

ଭାଜପାର ଦଳିତ ନେତାଙ୍କୁ ଗାଁରେ ପ୍ରବେଶ କରିବାକୁ ବାରଣ କରାଗଲା

ଚିତ୍ରଦୁର୍ଗ,୧୭।୯: କର୍ନାଟକର ଚିତ୍ରଦୁର୍ଗରେ ଭାଜପାର ଜଣେ ଦଳିତ ଏମ୍‌ପିଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳିର ଏକ ଗାଁକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗାଁଲୋକେ ତାଙ୍କୁ ଅଛୁଆଁ କହି ଗାଁ ଭିତରକୁ ଯିବାକୁ ଦେଇ ନାହାଁନ୍ତି। ଏମ୍‌ପି ଏ. ନାରାୟଣସ୍ବାମୀ ଯେତେବେଳେ କେତେଜଣ…

ଡମ୍ପର ଧକ୍କାରେ ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ: ଡ୍ରାଇଭର ଅଟକ, ଟ୍ରକ୍‌ ଜବତ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ସୋମବାର ରାତିରେ ଏକ ଡମ୍ପର ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲ। ଏଥିରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ଯୋଡା ସହରବାସୀ ବହୁ ସମୟ ଧରି ଅନ୍ଧକାରରେ ରହିଥିଲେ…

ମୋଦିଙ୍କ ଜନ୍ମଦିନରେ ଟୁଇଟ୍‌ କରି ଲୋକହସା ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ,୧୭।୯: ପାକିସ୍ତାନ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୟାଦ ଚୌଧୁରୀ ପୁଣିଥରେ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କେବଳ ଚର୍ଚ୍ଚାକୁ ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଏମିତି କିଛି ଟୁଇଟ୍‌ କରିଛନ୍ତି ଯାହାକୁ ନେଇ ତାଙ୍କ ନିଜ ଦେଶର…

ଭାଇବୋହୂକୁ ମାଡ଼ମାରି ଦେଢଶୁର ଗିରଫ

ଯୋଡ଼ା,୧୭।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପୁରୁଣାଡ଼ିହି ଗ୍ରାମରେ ଭାଇବୋହୂକୁ ମାଡ଼ମାରି ଦେଢଶୁର ଗିରଫ ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ଦେଢଶୁର ହେଲେ ବିପିନି ବିହାରୀ ବେହେରା। ପ୍ରକାଶ ଯେ, ସୋମବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?