ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ
ଇସ୍ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍ ଖବର ମଧ୍ୟ ପରିବେଷଣ କରୁଛି ବୋଲି କୁହାଯାଉଛି। ଏମିତି କରୁଥିବା ବେଳେ ପରିହାସର ମଧ୍ୟ ଶିକାର…
ବରଗଡ଼ ଧାନକିଣା ଦୁର୍ନୀତି: ଆର୍ଥିକ ଅପରାଧ ଶାଖା ତଦନ୍ତ ଦାବି କଲା ଆପ୍
ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲା ତୋରା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ଖୋଦ୍ ସମବାୟ, ଯୋଗାଣ, ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି), ରାଜସ୍ବ ବିଭାଗର…
୧ ଗ୍ରାମ୍ ମାଛକୁ ହୋଇଥିଲା ଟ୍ୟୁମର: ୯ ହଜାର ଖର୍ଚ୍ଚକରି ଅପରେଶନ କଲେ ମାଲିକ
ଇଂଲଣ୍ଡର ବ୍ରିଷ୍ଟୋଲସ୍ଥିତ ଭେଟ୍ସ ଭେଟେରିନାରି ହସ୍ପିଟାଲର ଡା. ଏକ ମାଛର ଅପରେଶନ କରି ପେଟରୁ ଟ୍ୟୁମର ବାହାର କରିଛନ୍ତି। ମାଛର ଓଜନ ୧ ଗ୍ରାମ ହେବ। ପାଖାପାଖି ୪୦ ମିନିଟ ଅପରେଶନ ପରେ ମାଛଟି ସୁସ୍ଥ ହୋଇଛି। ଏହା ହେଉଛି ସର୍ଜରୀ…
ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା
ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର ରକ୍ଷାଣବେକ୍ଷଣ କରିଥାନ୍ତି। ସ୍କୁଲର ମିଳିତ ପ୍ରାର୍ଥନା ପୂର୍ବରୁ ଶିକ୍ଷାର୍ଥୀ ନିଜ ନିଜ ନାମଧାରୀ ଗଛକୁ…
୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍
ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍ ରଙ୍ଗ। ଏଥିରେ…
ରାତିରେ ଶୋଇ ପାରିଲେନି ଚିନ୍ମୟାନନ୍ଦ
ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ କରାଯିବା ପରେ ସେ ତାଙ୍କର ସମସ୍ତ ଦୋଷ ସ୍ବୀକାର କରିଥିଲେ। ଏହାପରେ ତାଙ୍କୁ ଜିଲା…
ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ଭାବେ ବେଶ୍ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍ ପସନ୍ଦ…
କର୍ବଲାରେ ମିନି ବସ୍ ବିସ୍ଫୋରଣ: ୧୨ ମୃତ; ଆଇଏସ୍ର ହାତ ଥିବା ସନ୍ଦେହ
ବାଗଦାଦ୍,୨୧।୯: ଇରାକ୍ରେ ଏକ ମିନି ବସ୍ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର ପ୍ରବେଶ ପଥର ଏକ ଚେକ୍ ଗେଟ୍ ନିକଟରେ ମିନି ବସ୍ଟିରେ ବିସ୍ଫୋରଣ ଘଟିଥିଲା। ଏଥିରେ…
ଲକ୍ଷ୍ନୌ-ନୂଆଦିଲ୍ଲୀ ମଧ୍ୟରେ ଅକ୍ଟୋବରରେ ଗଡ଼ିବ ତେଜସ ଏକ୍ସପ୍ରେସ
ନୂଆଦିଲ୍ଲୀ,୨୧।୯: ଲକ୍ଷ୍ନୌ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ତେଜସ ଏକ୍ସପ୍ରେସ୍ ଟ୍ରେନ୍ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କାରଣ ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟୋବର ୪ରେ ସବୁଜ ପତାକା ଦେଖାଇବାକୁ ଥିବା ବେଳେ ଏହା ବ୍ୟବସାୟୀକ…
ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ
ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ। ଦେଶରେ ହିନ୍ଦୀକୁ ଜାତୀୟ ଭାଷା କରିବାକୁ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ବିଭିନ୍ନ…
ଉତ୍ତର ପ୍ରଦେଶ ଚାଷୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ସିଲ୍ ହେଲା ଦିଲ୍ଲୀ ବର୍ଡର
ନଏଡା,୨୧।୯: ଭାରତୀୟ କୃଷକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ହୋଇଥିବା ବିରୋଧ ପ୍ରଦର୍ଶନୀ ଯୋଗୁଁ ଦିଲ୍ଲୀର ସୀମା ସିଲ୍ କରି ଦିଆଯାଇଛି। ପାଦରେ ଚାଲି ଚାଲି ଏମାନେ ନଏଡା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏମାନେ ନଏଡା ଗାଜିଆବାଦ ରାସ୍ତା…
ଏମ୍ସ ଡାକ୍ତରଙ୍କଠାରୁ ଅଧିକ ବେତନ ପାଉଛନ୍ତି ଓଡ଼ିଶା ଡାକ୍ତର
ଭୁବନେଶ୍ୱର, ୨୧ା୯ (ବ୍ୟୁରୋ): ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କଠାରୁ ଅଧିକ ବେତନ ପାଇଥାନ୍ତି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚିକିତ୍ସକମାନେ ଏମ୍ସ ଚିକିତ୍ସକଙ୍କଠାରୁ ବି ଅଧିକ ବେତନ ପାଉଛନ୍ତି। ଉପାନ୍ତ…

