Home Left

ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ ଶ୍ରେଣୀ ଗୃହ ଅଭାବ , ଶିକ୍ଷକ ପଦବୀ ଖାଲି, ପିଇବା ପାଣି ଆଦି ସମସ୍ୟାର…

ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା ଦାବିରୁ ୫ଟି ଦାବିକୁ ମୋଦି ସରକାର ସ୍ବୀକାର କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କୃଷକଙ୍କ…

ଆସନ୍ତା ନିର୍ବାଚନରେ ସମସ୍ତ ୧୫ ଆସନରେ ଲଢିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ବାତାବରଣ ହେଲାଣି ସରଗରମ। ତେବେ ଏଥର ଜେଡି(ଏସ୍‌) ସମସ୍ତ ୧୫ଟି ଆସନରେ ଏକାକି ଲଢିବ ବୋଲି କହିଛନ୍ତି ଏଚ୍‌ ଡି ଦେବଗୌଡା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବଗୌଡାଙ୍କ ପୁଅ…

ପରିବେଶ ସୁରକ୍ଷା ପାଇଁ ପିଠିରେ ଗଛ ବାନ୍ଧି ମାରାଥନରେ ଦୌଡ଼ିଲେ

କେପ୍‌ଟାଉନ୍‌,୨୧।୯: ପରିବେଶ ସୁରକ୍ଷା ପାଇଁ ଦକ୍ଷିଣ ଆଫ୍ରିକାର ଲୋକେ ଏକ ନିଆରା ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। କେପ୍‌ଟାଉନ୍‌ରେ ଆୟୋଜିତ ଏକ ମାରାଥନ ଦୌଡ଼ରେ ଅଂଶଗ୍ରହଣକାରୀ ନିଜ ନିଜ ପିଠିରେ ଗଛ ବାନ୍ଧି ଦୌଡ଼ିଛନ୍ତି। ସ୍ଥାନୀୟ ଜଣେ ଆକାଉଣ୍ଟାଟ୍‌ ତାଙ୍କର ୨୦…

‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଦ କପିଲ ଶର୍ମା ଶୋ’ର ଆକର୍ଷଣ ସାଜିଥିବା କ୍ରିଷ୍ଣା ଅଭିଶେକଙ୍କ ଅଭିନୀତ ଫିଲ୍ମ ‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍‌ ହୋଇଛି। ନିକଟରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍‌…

ନୀହାରିକାକୁ ମୋ’ ପୁଅ ବହୁତ ଭଲପାଉଥିଲା, ସେ କଦାପି ମାରିପାରିବ ନାହିଁ: ରାଜାଙ୍କ ମା’

ଜଗତସିଂହପୁର ଅଫିସ/ବିରିଡି(ଡି.ଏନ୍‌.ଏ.), ୨୦।୯: ନୀହାରିକାଙ୍କୁ ମୋ’ ପୁଅ ବହୁତ ଭଲପାଉଥିଲା। ତାକୁ ସେ କଦାପି ମାରିପାରିବ ନାହିଁ। ସେ ନିର୍ଦ୍ଦୋଷ। ଘଟଣାରେ ମୋ’ ପୁଅର ସମ୍ପୃକ୍ତି ନାହିଁ। ତାକୁ ଫସାଇ ଦିଆଯାଇଛି। ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ନେଇ ପ୍ରେମିକ…

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ ନିୟମ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୩୩ ବର୍ଷ ଚାକିରି କରିବା ପରେ…

ମ୍ୟାନମାରର ସନ୍ଦିଗ୍ଧ ଜାହାଜକୁ ଧରିଲା ରାଜବୀର

ପୋର୍ଟ ବ୍ଲେୟାର,୨୨।୯: ମ୍ୟାନମାରର ଏକ ସନ୍ଦିଗ୍ଧ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଜବୀର କାର ନିକୋବର ଦ୍ୱୀପ ନିକଟରେ ଧରିଥିବା ସୂଚନା ମିଳିଛି। ଏହି ଜାହାଜରୁ କିଛି ପ୍ୟାକେଟ ମିଳିଥିବା ବେଳେ ପୋର୍ଟ ବ୍ଲେୟାରରେ ନାରକୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ଏହାର…

ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ…

ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ନାଏକ ଆସନ୍ତା ଅକ୍ଟୋବର ୩୧…

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ୨ ଅଟକ

ହାଟଡିହୀ, ୨୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ପ୍ରାୟ ୧ ମାସ ପୂର୍ବେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା। ଉକ୍ତ ଘଟଣାରେ ନନ୍ଦିପଦା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରୁ ୨ ଜଣଙ୍କୁ…

ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ସଚେତନ କରାଯାଉଥିବା ବେଳେ ଏବେ ଶରୀର ଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?