Home Left

ଶିଳାନ୍ୟାସରେ ଅଟକିଛି ରାସ୍ତା : ଯାନବାହନ ଚଳାଚଳ ବ୍ୟାହତ

ରାଇକିଆ,୨୧ା୯(ଡ଼ି.ଏନ.ଏ): କନ୍ଧମାଳ ଜିଲା ରାଇକିଆ ବ୍ଲକର ସବୁଠାରୁ ଦୁର୍ଗମ କରଡ଼ା, ରଣବା, ଇନ୍ଦ୍ରଗଡ଼, ବଡ଼ବାରବା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେଲା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଘାଟି ରାସ୍ତା ଧୋଇ ଯାଇଥିବା ଏବଂ ବିଭିନ୍ନ ସ୍ଥାନରେ ମେଟାଲ ଉଠି ଯାଇଥିବାରୁ କୌଣସି…

ବିଶ୍ୱର ରହସ୍ୟମୟ ସ୍ଥାନ : ଯେଉଁଠି ଏଲିଅନ୍‌ଙ୍କୁ ବନ୍ଧନ ରଖାଯାଇଛି, ମୁକ୍ତ କରିବାକୁ ଯାଉଛି ଏହି କମ୍ପାନୀ

ବିଶ୍ୱରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି, ଯାହା ସମ୍ପର୍କରେ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ‘ଏରିଆ ୫୧’। ନାଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସମ୍ପର୍କରେ……

ନିଜ ମୃତ୍ୟୁ ପ୍ରମାଣପତ୍ର ନେଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବକ

ହାପୁଡ: କୁହାଯାଏ ପେଟ ପାଇଁ ସବୁ ନାଟ। ଏଭଳି ଏକ ନାଟ ଦେଖିବାକୁ ମିଳଛି ଉତ୍ତରପ୍ରଦେଶ ହାପୁଡ଼ ଜିଲାରେ । ବଡ଼ଭାଇଙ୍କ ନାଁରେ ସାନ ଭାଇ ଚାକିରି କରିବା ଓ ସାନଭାଇର ମୃତ୍ୟୁ ପରେ ବଡ଼ଭାଇଙ୍କ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ କ୍ଷତିପୂରଣ…

କିଡ୍‌ନୀ ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଲୋକେ ନାନା ରୋଗର ଶିକାର ହେଉଛନ୍ତି। ବିଶେଷ କରି କିଡ୍‌ନୀ ସମସ୍ୟା ଏବେ ଚିନ୍ତାର କାରଣ ହୋଇଛି। ତେବେ କିଡ୍‌ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଦେଇଥାଏ। ଯଥାଶୀଘ୍ର…

ଯେଉଁଠି ଗଛର ଗଣ୍ଡିରେ ରଖି ଶିଶୁଙ୍କ ମୃତଦେହକୁ ସଂସ୍କାର କରାଯାଏ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା…

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ ବୋଲି ସମ୍ପ୍ରତି ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାତି ୧୧ଟାରୁ…

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନିଆରା ସ୍ଥାନ ଓ ଢ଼ଙ୍ଗରେ ପ୍ରପୋଜ୍‌ ମଧ୍ୟ କରିଥାନ୍ତି। ହେଲେ ବେଳେ…

ରାସ୍ତା ମଝିରେ କାରରଖି ହଙ୍ଗାମାକଲେ ୨ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାସ୍ତା ମଝିରେ କାର୍‌ ରଖି ହଙ୍ଗାମା କଲେ ନିଶାସକ୍ତ ୨ ବଙ୍ଗୀୟ ଯୁବତୀ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି।…

ଦୀପକ ପୁନିଆଙ୍କୁ ଅଲିମ୍ପିକ ଯୋଗ୍ୟତା

ନୁର-ସୁଲତାନ(କାଜାଖସ୍ତାନ),୨୧।୯: ଜୁନିୟର ବିଶ୍ୱ ଚାମ୍ପିୟନ ଦୀପକ ପୁନିଆ ୪ର୍ଥ ରେସଲର ଭାବେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିୟନଶିପର ୮୬ କେଜି ଓଜନ ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ସେ ଏହି ସଫଳତା…

ନିର୍ବାଚନ ତାରିଖ ଘୋଷଣା ପରେ ଭାଜପାର ଦମ୍ଭୋକ୍ତି: ବିଜେପୁରରେ ବାଜିମାତ୍‌ କରିବୁ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍‌। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ…

ଅସ୍ତରଙ୍ଗ ବେଳାଭୂମି ସଫେଇ କଲେ ମନ୍ତ୍ରୀ, ମାନବ ଶୃଙ୍ଖଳରେ ‘ମୋ ବିଚ୍‌’

କାକଟପୁର,୨୧ା୯(ଡି.ଏନ୍‌.ଏ.): ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଜାହାନିଆଁଠାରେ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ ବ୍ୟାପାର, ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, ବିଡିଓ ଅଶୋକ କୁମାର…

ମା’ ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ଅନୁଷ୍ଠିତ

କାକଟପୁର,୨୧।୯(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଶନିବାର ଅନୁଷ୍ଠିତ ହୋଇଯାଇଛି। ରବିବାରଠାରୁ ମା’ଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେବ। ଶନିବାର ଅପରାହ୍ନ ସାଢ଼େ ୨ଟାରେ ମା’ଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?