Home Left

ବ୍ଲକରେ ଖୋଲିବ ଡିଏଲ୍‌ କ୍ୟାମ୍ପ: ମନ୍ତ୍ରୀ

ଭୁବନେଶ୍ୱର,୨୪।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ ହେବା ପରେ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଚାଳକମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି…

ଏହି ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ

ୟେରେଭାନ୍‌,୨୪।୯:ଆର୍ମେନିଆର ସ୍ପେଣ୍ଡରିଆନରେ ବାସ କରୁଥିବା ଜଣେ ମହିଳାଙ୍କ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ(ସ୍ପଟିକ) ବାହାରୁଛି। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଟନିକ୍‌ କାଜର଼୍ୟାନ୍‌ ନାମକ ଏହି ମହିଳା ଜଣଙ୍କୁ କେଉଁ ରୋଗ ହୋଇଛି ତାହାର ସନ୍ଧାନରେ ଲାଗିପଡିଛନ୍ତି…

ଏବେ ସାଧାରଣ ଲୋକେ ବୁଲିପାରିବେ ସିଆଚିନ ଗ୍ଲାସିୟର

ଲେହ,୨୪।୯: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହେଉଛି ସିଆଚିନ ଗ୍ଲାସିୟର। ଯେଉଁଠାରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ସିଆଚିନ୍‌ ବେସ୍‌ କ୍ୟାମ୍ପର ଉଚ୍ଚତା ୧୬ରୁ ୨୦ ହଜାର ଫୁଟ ରହିଥିବା ବେଳେ ସେଠାରେ ଯବାନଙ୍କୁ ମୁତୟନ କରାଯାଇଛି। ଏହି…

ଭାରତର କୋରିଆ ବ୍ୟାଡମିଣ୍ଟନ୍‌ କୋଚ୍‌ କିମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪।୯(ପି.ଟି.)- ଭାରତୀୟ ସିଙ୍ଗଲ୍ସ ମହିଳା ବ୍ୟାଡମିଣ୍ଟନ କୋଚ୍‌ ତଥା ପି.ଭି. ସିନ୍ଧୁଙ୍କ ବିଦେଶୀ କୋଚ୍‌ କିମ୍‌ ଜି ହ୍ୟୁନ୍‌ ଇସ୍ତଫା ଦେଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଏହି ସଫଳତାରେ କିମ୍‌ଙ୍କ ଯଥେଷ୍ଟ ଅବଦାନ…

କୋର୍ଟରେ ଆତ୍ମସମର୍ପଣ କଲେ ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ମଙ୍ଗଳବାର ରାଉରକେଲା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ରଘୁନାଥପଲ୍ଲୀ ଥାନାର ଏକ ଠକେଇ ମାମଲାରେ ସେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ: କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ

ଦେବଗଡ,୨୪।୯(ଡି.ଏନ୍‌.ଏ): କଲରାପରତରିଆ ବାଘ ଚମଡ଼ା ଚୋରାଚାଲାଣ ବେଳେ ଦେବଗଡ଼ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ବାଘଛାଲ ଓ ଚୋରା ଚାଲାଣରେ ବ୍ୟବହୃତ ଏକ ବୋଲେରୋ ଜବତ କରାଯାଇଛି। ଗିରଫ…

ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ଗ୍ରେଟା। ଜାତିସଂଘର ମହାସଚିବ ଏଣ୍ଟିନିୟୋ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,…

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି ଆମେରିକୀୟ ମହିଳା ପେସାଦାର ଫୁଟବଲର ମେଗାନ ରାପିନୋ ମହିଳା ବର୍ଗରେ ଶ୍ରେଷ୍ଠ ଖେଳାଳି ବିବେଚିତ…

ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ

ଜୁନାଗଡ଼, ୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ଗଣ ବଳାତ୍କାର ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ସୋମବାର ରାଜ୍ୟ ମହିଳା କମିଶନଙ୍କ ୩ ଜଣିଆ କମିଟି କଳାହାଣ୍ଡି ଗସ୍ତ କରିଛନ୍ତି। ରାଜ୍ୟ ମହିଳା କମିଶନ ପୋଲିସ…

୨୨ ଟଙ୍କାରେ ମିଳୁଛି ପିଆଜ

ନୂଆଦିଲ୍ଲୀ,୨୪।୯: ପିଆଜ କିଲୋକୁ ୮୦। ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର। ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୮୦…

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର ଜଣଙ୍କ ମଧ୍ୟ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଥିଲେ। ପରେ ଉଭୟ ପକ୍ଷ ରାମଗଞ୍ଜ ଥାନାରେ ଏତଲା…

ବିଭିନ୍ନ ସମସ୍ୟା ସମାଧାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

କେନ୍ଦୁଝର,୨୪।୯( ସ୍ବ.ପ୍ର.): କେନ୍ଦୁଝର ଜିଲା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହୋଇଛି। ଏ ନେଇ କାଳୀ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ। ସଂଘ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?