Home Left

ଏଣିକି ଅନଲାଇନରେ ଅଧିକାରୀ ଦେବେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା

ବରଗଡ଼ ଅଫିସ,୨୪।୯: ବରଗଡ଼ ସହରର ଏକ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ବାରା ଉଦ୍‌ଘାଟିତ ଏହି ଶିବିରରେ ସ୍ବତନ୍ତ୍ର ରିଲିଫ କମିଶନର ଅଫିସରୁ ଆସିଥିବା…

ଗଞ୍ଜେଇ ଚୋରା ଚାଲାଣ : ଛତିଶଗଡ଼ ପୋଲିସ ଦ୍ୱାରା ୨ ଯୁବକ ଗିରଫ

ଚନ୍ଦାହାଣ୍ଡି, ୨୪।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନ ପୂଜାରୀଗୁଡା ଗ୍ରାମର ୨ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ହେଲେ ଅଭିମନ୍ୟୁ ମାଝି (୨୬) ଏବଂ ଚୈତନ(୨୪)। ସୂଚନାଯୋଗ୍ୟ, ସୋମବାର…

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ୍‌। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି…

‘ଲାଲ କପ୍ତାନ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଅପ୍‌ କମିଂ ଫିଲ୍ମ ‘ଲାଲ କପ୍ତାନ’ ଟ୍ରେଲରର ପ୍ରଥମ ଭାଗ ରିଲିଜ୍‌ ହୋଇଛି। ଏହି ଟ୍ରେଲରର ଟାଇଟଲ ରହିଛି ‘ହଣ୍ଟ’। ୧ ମିନିଟ ୨୨ସେକେଣ୍ଡର ରହିଥିବା ଏହି ଟ୍ରେଲରରେ ପ୍ରଥମରୁ…

ଭଣ୍ଡାରିମାଲରେ ଡବଲ ମର୍ଡର ଘଟଣା: ଗାଁରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ, ୪ ଅଟକ

ସମ୍ବଲପୁର/ପଡ଼ିଆବାହାଲ,୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତିରେ ଡବଲ ମର୍ଡର ଘଟିଛି। କେତେଜଣ ବ୍ୟକ୍ତି ୨ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ବିଭତ୍ସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ୨…

ପାଇଜାମା-କୁର୍ତ୍ତା, ଚପଲ ପିନ୍ଧି ଅଟୋ ଚଳାଇବାରୁ କଟିଲା ୧୬ଶହ ଟଙ୍କାର ଚାଲାଣ

ଜୟପୁର,୨୪।୯: ରାଜସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇନାହିଁ। କିନ୍ତୁ ପୁରୁଣା ମୋଟରଯାନ ନିୟମ ଅନୁସାରେ ନିଆଯାଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜୟପୁରରେ ବର୍ତ୍ତମାନ ମୋଟରଯାନ ନିୟମ ଅନୁସାରେ ଡ୍ରେସ କୋଡ ଉପରେ କଡ଼ା…

ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା। ସେ କହିଛନ୍ତି, ହ୍ୟୁଷ୍ଟନରେ ମୋଦିଙ୍କ ଭାଷଣ ଭାରତର କୂଟନୀତି ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା। ମୋ ପିତା…

୨ ମାସ ହେବ ବିଦ୍ୟୁତ୍‌ ସେବା ଅଚଳ: ସମାଧାନ ନେଇ ଗ୍ରାମବାସୀଙ୍କ ଚେତାବନୀ

କୋରୁକୋଣ୍ଡା, ୨୪।୯ (ଡ଼ି.ଏନ୍‌.ଏ) : ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ଡୁରୁକାଗୁଡା ଗ୍ରାମରେ ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ହେବ ବିଦ୍ୟୁତ୍‌ ସେବା ଅଚଳ ହୋଇପଡିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କମ୍ପାନୀ ଆନ୍ଧ୍ରର ଏକ ଠିକାଦାରଙ୍କୁ ଏହି କାମ କରିବାକୁ ଦେଇଥିଲା।…

ହାଓଡି ମୋଦିଙ୍କ ସହ ନେହେରୁ, ଇନ୍ଦିରାଙ୍କୁ ତୁଳନା କରି ଟ୍ରୋଲ ହେଲେ ଥରୁର

ନୂଆଦିଲ୍ଲୀ,୨୪।୯: କେରଳ ଥିରୁଭାନନ୍ତପୁରମ୍‌ର ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବତ୍ତର୍ମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ…

ସମ୍ବିଧାନ ମୁଖବନ୍ଧରେ ଅହିଂସା ସ୍ଥାନିତନେଇ ବିଜେଡିର ଦସ୍ତଖତ ଅଭିଯାନ

ତିହିଡି,୨୪।୯(ଡି.ଏନ୍‌.ଏ.): ଭାରତର ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମଙ୍ଗଳବାର ବିଜେଡିର ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ତାଳପଦାସ୍ଥିତ କାନ୍ତକବି କଲ୍ୟାଣ ମଣ୍ତପରେ ପୂର୍ବାହ୍ନରେ ଏକ…

ଲ୍ୟୁଟନାଣ୍ଟ କଲୋନେଲ ହେଲେ ଅରୁଣାଞ୍ଚଳର ପ୍ରଥମ ମହିଳା ଅଫିସର

ଇଟାନଗର,୨୪।୯: ଅରୁଣାଞ୍ଚଳ ପ୍ରଦେଶର ପ୍ରଥମ ମହିଳା ଅଫିସର ପୋନଙ୍ଗ ଡୋମିଂ ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ହୋଇଛନ୍ତି। ଡୋମିଂଙ୍କ ଏହି ଐତିହାସିକ ଉପଲବ୍ଧି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ଟୁଇଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଏକ ଫଟୋକୁ ଶେୟାର କରିବା…

କଶ୍ମୀରରେ ପ୍ରସଙ୍ଗରେ ଏମିତି କଥା ଶୁଣି ଚିଡିଗଲେ ଟ୍ରମ୍ପ୍‌: ଇମ୍ରାନ ରହିଲେ ଚୁପ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ସାକ୍ଷାତ କରିଛନ୍ତି। ଆଲୋଚନାବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଟ୍ରମ୍ପ ଏହାକୁ ଏଡାଇ ଯାଇ ଭାରତ ତୃତୀୟ ପକ୍ଷ ଏଥିରେ ସାମିଲ ହେବାକୁ ଚାହୁଁନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?