Home Left

ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ଦିଗପହଣ୍ଡି/ଚିକିଟି,୭ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ନିକଟ ନୂଆପଡ଼ା ଗ୍ରାମ ଖାଡିସାହି କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କେ. ନୂଆଗଁା ଥାନା ଏସ୍‌ଆଇ ଜ୍ଞାନ ରଞ୍ଜନ ସେଠି, ନୂଆପଡ଼ା ଫାଣ୍ଡି ଏଏସଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରି ୭ ଜୁଆଡିଙ୍କୁ…

ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ରେ ଲୁଟେରା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ମା’ ଜଗଜ୍ଜନନୀଙ୍କୁ ଦର୍ଶନ କରିବା ପାଇଁ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି। ଆଉ ସେପଟେ ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍‌ କରୁଛନ୍ତି ଲୁଟେରା। ସମସ୍ତ ପୂଜା ମଣ୍ଡପରେ ମାଳ ମାଳ ସିସିଟିଭି ଲାଗିବା ସତ୍ତ୍ୱେ ଲୁଟେରାଙ୍କ ରାଜ୍‌ ଚାଲିଛି। ରାଜଧାନୀର ନୟାପଲ୍ଲୀ…

ଆଜି ମା’ଙ୍କ ମହାନବମୀ ପୂଜା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ସୋମବାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହର ସହ ଚାଲିଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। ପ୍ରାତଃ ୫ଟା ୩୨ରେ ମଙ୍ଗଳ ଆଳତି, ପ୍ରାତଃ ୬ରୁ ୮ଟା ୫ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ସାଢ଼େ ୮ଟାରୁ ମହାନବମୀ ବିହିତ ପୂଜାରମ୍ଭ ହୋଇଥିଲା। ଏହା…

ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଦୁର୍ବ୍ୟବହାର, ଟଙ୍କା ମାଗିବା ନେଇ ଅଭିଯୋଗ ହୋଇଛି। ସୋମବାର ସହର ସେବା ବିଭାଗ ବିରୋଧରେ…

ସାଥୀ ଖେଳାଳିଙ୍କ ବ୍ୟାଟ୍‌ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍‌ କଲୋନୀ ଏଚ୍‌ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ ହୋଇଥିଲେ। ଏହି ସମୟରେ କୌଣସି କାରଣରୁ ୨ ନାବାଳକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ…

‘ଦବଙ୍ଗ-୩’ର ଶୁଟିଂ ଶେଷ: ଏହି ଅବସରରେ ବିନୋଦଙ୍କୁ ମନେପକାଇଲେ ସଲ୍‌ମାନ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂ ଇତିମଧ୍ୟରେ ଶେଷ ହୋଇଛି। ସଲ୍‌ମାନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାରକରି ଏହା ଜଣାଇଛନ୍ତି। ଭିଡିଓରେ ସେ ଫିଲ୍ମର ସମସ୍ତ କଳାକାରଙ୍କ ସହ ନଜର…

ଫ୍ଲାଇଂ ରେଷ୍ଟୁରାଣ୍ଟ

ନୋଏଡା: ୧୬୦ ଫୁଟ୍‌ ଉଚ୍ଚତାରେ ଝୁଲିଛି ରେଷ୍ଟୁରାଷ୍ଟ। ଡାଇନିଂ ଟେବୁଲ ପଡ଼ିଛି। ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସମସ୍ତ ସୁବିଧା ଦିଆଯାଉଛି। ଆଉ ଫ୍ଲାଇଂ ରେଷ୍ଟୁରାଷ୍ଟରେ ଡିନରର ମଜା ନେବାକୁ ଛୁଟି ଆସୁଛନ୍ତି ଗ୍ରାହକ। ବିଦେଶରେ ନୁହେଁ, ରାଜଧାନୀ ଦିଲ୍ଲୀରେ…

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମର ଦିପୁ ବେହେରା(୨୨)। ଏ…

ଉପରସୁମଠ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ

କେନ୍ଦୁଝର,୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ୩୦ ବର୍ଷ ବୟସ୍କା ଉକ୍ତ ମାଈହାତୀ ୧୦ ଦିନ ହେବ ଅସୁସ୍ଥ ଥିଲା। ପ୍ରାଣୀ ଚିକିତ୍ସକ…

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୭।୧୦: ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବିଭିନ୍ନ ଶକ୍ତିପୀଠ ଏବଂ ପୂଜାମଣ୍ଡପରେ ମା’ଙ୍କୁ ଆବାହନୀ କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି। ସୋମବାର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନବମୀ ପୂଜା ଚାଲିଛି। ଏପଟେ…

ଆଝାରୁଦ୍ଦିନଙ୍କ ପୁଅ-ସାନିଆଙ୍କ ଭଉଣୀ

ହାଇଦ୍ରାବାଦ,୭।୧୦: ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଆନମ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ। ଏ ନେଇ ସ୍ପଟ କରିଛନ୍ତି ସାନିଆ। ଆନମ ବ୍ୟାଚଲର ପାର୍ଟି ମଧ୍ୟ…

ପୂଜା ମଣ୍ଡପରେ ଭକ୍ତଙ୍କୁ ଚାରା ବଣ୍ଟନ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ପରିବେଶ ସନ୍ତୁଳନ ରହିଲେ ମାନବଜାତି ଶୃଙ୍ଖଳିତ ଜୀବନଯାପନ କରିପାରିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ଜରୁରୀ ହୋଇପଡ଼ିଛି। ଏଭଳି ବାର୍ତ୍ତା ଦେଇ ଭକ୍ତଙ୍କୁ ଚାରା ବଣ୍ଟନ କରୁଛି ଚକେଇସିଆଣି ଦୁର୍ଗା ପୂଜା ସମିତି। ବାତ୍ୟା ‘ଫନୀ’ରେ ପୁରୀ, କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?