Home Left

ମା’ ସପ୍ତଫେଣୀଙ୍କ ନବରାତ୍ର ପୂଜା

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଉରାଢ଼ ଗ୍ରାମର ଶକ୍ତିପୀଠ ମା’ ସପ୍ତଫେଣୀଙ୍କ ପୀଠରେ ନବରାତ୍ର ପୂଜା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଗତ ରବିବାରଠାରୁ ଉକ୍ତ ଶକ୍ତିପୀଠରେ ପ୍ରତିଦିନ ମା’ଙ୍କର ଭିନ୍ନଭିନ୍ନ ବେଶ କରାଯାଉଥିବା ବେଳେ ଅଷ୍ଟମୀ ମଧ୍ୟରାତ୍ରିରେ ଚଣ୍ଡୀପାଠ କରାଯାଇଥିଲା। ନବରାତ୍ରର…

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ୮୦…

ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ:ଭିଏଚ୍‌ପି

କୋଲକାତା,୭।୧୦:ଦୁର୍ଗାପୂଜା ଅବସରରେ କୋଲକାତା ପୂଜା ମଣ୍ଡପରେ ପୂଜା କରିବାକୁ ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜହାଁ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ବହୁ ମୁସଲମାନ ସଂଗଠନ ଆପତ୍ତି ଉଠାଇଛନ୍ତି। ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ ବୋଲି ବିଶ୍ୱ…

ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ ସୁନ୍ଦର ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକମାଳା ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ଅଞ୍ଚଳରେ ପୂଜା…

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର…

ମୋବାଇଲ ଟାୱାର ସ୍ଥାପନ ନଁ।ରେ ଠକେଇ: ୪ ଗିରଫ, ନକଲି ନୋଟ ଜବତ

ବାରିପଦା ଅଫିସ, ୭।୧୦- ମୋବାଇଲ ଟାଓ୍ବାର ସ୍ଥାପନ ନଁ।ରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ପୋଲିସ ସୋମବାର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଲେଖ ଚନ୍ଦ୍ର ପଲେଇ, ଶାନ୍ତିଲତା ଦାସ, ଶେଖ୍‌ ସରଜୁଲ ଓ ଶେଖ୍‌…

ଅନୁଷ୍କା ଶର୍ମା ନୁହେଁ, ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କୁ ଡେଟିଂ କରିବା ପୂର୍ବରୁ ସେ ବଲିଉଡର ଆଗଧାଡିର ନାୟିକା କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଦେଖିବାକୁ ପାଗଳ ଥିଲେ। ଏହାସହ କରିନା…

ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା। କୋରାପୁଟ ଜିଲା ଲମତା ଫୁଟର ଦୁଇ ଭଉଣୀ ବିଭିନ୍ନ ଦାବିନେଇ ରବିବାର ରାତିରେ ଲୋୟର ପିଏମ୍‌ଜିରେ…

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଉତ୍ତର କୋଲକାତା ୩୩ ପାଲି ଦୁର୍ଗା ମଣ୍ଡପରେ ଏକସଙ୍ଗରେ ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚର…

ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ, ୭ା୧୦- ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଗତ ୫ ତାରିଖ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିଛି ।…

ପୃଥକ୍‌ ୨ ଡକାୟତି ଉଦ୍ୟମ: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୭।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍‌ ଭାବେ ୨ଟି ସ୍ଥାନରେ ଡକାୟତି ଉଦ୍ୟମ ହୋଇଥିଲା। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ବଡ଼ଧରଣର ସଶସ୍ତ୍ର ଡକାୟତି ଉଦ୍ୟମକୁ ପଣ୍ଡ କରିଛି । ପୋଲିସ ଉଭୟ ଗୋଷ୍ଠୀର ୯ଜଣଙ୍କୁ…

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ବିଜେପୁର

ବିଜେପୁର, ୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁରପଲ୍ଲୀ ଶାରଦୀୟ ଦୁର୍ଗାପୂଜା ପାଇଁ ବେଶ୍‌ ଉତ୍ସବମୁଖର ହୋଇପଡ଼ିଛି। ଏହି କ୍ରମରେ ସ୍ଥାନୀୟ ଏନ୍‌ଏସି ସଦର ମହକୁମାସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ନବକୁମାରୀ ପୂଜନୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭୁଏପଡ଼ାସ୍ଥିତ ଉମାଶଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?