‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’
କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି ସଫଳତା ପାଇପାରିଥାନ୍ତେ, ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା। ଏଥିନେଇ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ…
ବିଧାନସଭା ନିର୍ବାଚନ ପୂର୍ବରୁ ହାର ମାନି ବିଦେଶ ଗସ୍ତରେ ଯାଇଛନ୍ତି ରାହୁଲ: ଭାଜପା
ନୂଆଦିଲ୍ଲୀ,୭।୧୦: ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଯାଇଥିବାରୁ ଭାଜପା ତାଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା ମୁଖପାତ୍ର…
ଭାଜପା ନେତାଙ୍କ ଘରେ ଗୁଳି କରି ୫ ଜଣଙ୍କୁ ହତ୍ୟା
ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ଜଲଗାଁଓରେ ଜଣେ ଭାଜପା ନେତାଙ୍କ ଘରେ ପଶି ଗୁଳି କରିବା ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଉକ୍ତ…
ହରିଶ ରାଓ୍ବତ ଅସୁସ୍ଥ
ଡେରାଡୁନ,୭।୧୦: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମ୍ଆର୍ଆଇ ହୋଇଥିବା ସୂଚନା…
ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ
ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ ତଳେ ପଡ଼ିଯାଇଥିବାରୁ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ମୃତାହତ…
ମହା ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ
ଗୋରଖପୁର,୭।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପବିତ୍ର ମହା ନବମୀରେ କନ୍ୟାମାନଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି। ସୋମବାର ଶାରଦୀୟ ଦୁର୍ଗା ପୂଜାର ନବମୀ ଥିବା ବେଳେ ଏହି ଅବସରରେ ଆଦିତ୍ୟନାଥ ଗୋରଖପୁର ମନ୍ଦିରରେ ଛୋଟ ଛୋଟ କନ୍ୟା ସନ୍ତାନଙ୍କୁ…
ଦଶହରାରେ କୁମାରୀ ପୂଜା: ୪ ବର୍ଷର ମୁସଲମାନ ବାଳିକା ଫାତିମାଙ୍କୁ ପଶ୍ଚିମବଙ୍ଗରେ କରାଗଲା ପୂଜା
କୋଲକତା,୭।୧୦: ଦଶହରାରେ ପଶ୍ଚିମବଙ୍ଗରେ ଧୁମ୍ଧାମ୍ରେ କୁମାରୀ ପୂଜା କରାଯାଇଥାଏ। ଏହାର ଆରମ୍ଭ ସ୍ବାମୀ ବିବେକାନନ୍ଦ ବେଲୁର ମଠରେ ଆରମ୍ଭ କରିଥିଲେ। ଚଳିତ ବର୍ଷ ଇଞ୍ଜିନିୟର ତମଲ ଦତ୍ତଙ୍କ ପରିବାରରେ କୁମାରୀ ପୂଜାରେ ୪ ବର୍ଷ ବୟସ୍କା ମୁସଲମାନ ବାଳିକାଙ୍କୁ ପୂଜା କରାଯାଇ…
୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର
ବାଲେଶ୍ୱର ଅଫିସ,୭।୧୦: ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଝାଡ଼େଶ୍ବର ମନ୍ଦିର ନିକଟରେ ସୋମବାର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ…
ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର
ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍ ଲାଗୁଥିଲା। ଏହା ଜାଣିପାରି ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ବାପା କହିଥିଲେ, କ୍ରିକେଟ ଖେଳ। ଦେଶକୁ ବହୁତ…
ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ
ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର ଉପକାରୀ ଗୁଣକୁ ଉପଲବ୍ଧି କରିହେବ। ଫଳମୂଳ ଖାଇବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏପରି…
ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଲେଣି ମୋଦି-ଶାହ ଯୋଡି
ପୁଣେ,୭।୧୦: ଗତ ଲୋକ ସଭା ନିର୍ବାଚନରେ ବହୁମତରେ ବିଜୟ ଲାଭ କରିଥିବା ଭାଜପା ସରକାର ଏବେ ପ୍ରଥମ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଯୋଡି…
୩୦ରୁ ଅଧିକ ବର୍ଷ ଧରି ମୁସଲମାନ ପରିବାର ରାମଲୀଳାରେ ବିଭିନ୍ନ ଚରିତ୍ରରେ କରୁଛନ୍ତି ଅଭିନୟ
ଚଣ୍ଡିଗଡ଼,୭।୧୦: ଭାରତରେ ବିଭିନ୍ନତା ମଧ୍ୟରେ ରହିଛି ଏକତା। ଏହାର ଉଦାହରଣ ପାଲଟିଛି ହରିୟାଣା ଆଦମ୍ପୁରରେ ଥିବା ଗଣେଶ ରାମଲୀଳା। ଏହି ରାମଲୀଳା ଦଳରେ ଏକ ମୁସଲମାନ ପରିବାରର ୬ ଜଣ ସଦସ୍ୟ ରାମାୟଣର ବିଭିନ୍ନ ଚରିତ୍ରରେ ଦୀର୍ଘ ୩୦ରୁ ଅଧିକ ବର୍ଷ…

