Home Left

ରୋହତାଙ୍ଗ୍‌ରେ ବରଫପାତ: ଅଟକି ରହିଲା ୧୫୦ ଗାଡ଼ି; ୨ଶହ ଲୋକ ଉଦ୍ଧାର

କୁଲ୍ଲୁ/ମନାଲି,୮।୧୦: ରୋହତାଙ୍ଗ୍‌ରେ ପ୍ରବଳ ବରଫପାତ ଜାରି ରହିଛି। ରାସ୍ତାରେ ଅଧଫୁଟ ବରଫ ଜମି ରହିବାରୁ ଯାନାବାହନ ଯାତାୟାତ କରିବା ସମ୍ଭବ ହୋଇ ପାରୁନାହିଁ। ସୋମବାର ରାତିରେ ହୋଇଥିବା ବରଫପାତ ଯୋଗୁ କୁଲ୍ଲୁ ଏବଂ ଲାହୌଲ ସ୍ପିତିକୁ ସଂଯୋଗ କରୁଥିବା ରୋହତାଙ୍ଗ୍‌ ଦର୍ଶ…

ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ବିଧାୟକ କହିଛନ୍ତି ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ସେ କାମ କରିବେନି। ଯଦି ସେମାନେ ପୂର୍ବଭଳି ତାଙ୍କ ଦଳରେ ସାମିଲ…

ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପରିସର…

ମଧ୍ୟାହ୍ନ ଭୋଜନ ସହ ଯୋଡିହେବ ସକାଳ ଜଳଖିଆ: ଏବେ ପ୍ରଶ୍ନ ପାଠପଢା ହେବ କେତେବେଳେ

ନୂଆଦିଲ୍ଲୀ,୮।୧୦: ସବୁ ପିଲାଙ୍କୁ ଶିକ୍ଷା ସହ ଯୋଡିବାକୁ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଏବେ ଏଥିରେ ସକାଳର ଜଳଖିଆ ସାମିଲ ହେବ ବୋଲି ଜଣାପଡିଛି। ତେବେ ଏହାକୁ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇଛନ୍ତି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା,…

ପଦୋନ୍ନତି ପରୀକ୍ଷାରେ ଫେଲ୍‌ ହେଲେ ୧୧୯ ବିଚାରପତି

ଅହମ୍ମଦାବାଦ୍‌,୮।୧୦: ଗୁଜରାଟରେ ଏକ ପଦୋନ୍ନତି ପରୀକ୍ଷାରେ ୧୧୯ ଜଣ ବିଚାରପତି ଫେଲ୍‌ ହୋଇଛନ୍ତି। ଜିଲା କୋର୍ଟରେ ୪୦ ବିଚାରପତି ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେଇଥିବା ହଜାରେ ୩ ଶହ ୭୨ ଆଇନଜୀବୀ ମଧ୍ୟ ଅସଫଳ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ଚାରିରୁ ପାଞ୍ଚଜଣ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା…

ଆର୍‌ଏସ୍‌ଏସ୍‌ର ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ଯୋଗଦେଲେ ଭାଗବତ

ନାଗପୁର,୮।୧୦: ମହାରାଷ୍ଟ୍ର ନାଗପୁରରେ ମଙ୍ଗଳବାର ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ସଂଘ ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିବା ସୂଚନା ମିଳିଛି। ସେଠାରେ ସେ ଶସ୍ତ୍ର ପୂଜା କରିବା ପରେ ସମ୍ବୋଧନ…

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ…

ଶରୀର ପାଇଁ ଲାଭଦାୟକ ଥଣ୍ଡା କ୍ଷୀର

ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ…

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି। ତେବେ ଏହି ନବରାତ୍ରିର ମୁଖ୍ୟ ଆକର୍ଷଣୀୟ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ବିଜୟ…

ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ଏକ ଗବେଷଣାରୁ ଜଣାପଡ଼ିଛି, ସକାଳୁ ସକାଳୁ ଉଠି…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?