ନବରଙ୍ଗପୁର ଜିଲାପାଳଙ୍କ ମାନବିକତା: ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ
ନବରଙ୍ଗପୁର, ୬।୮(ବି.ପ୍ର.): ଦୁର୍ଘଟଣାରେ ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଜଣେ ଯୁବ ଚାଷୀ। କଥା ମଧ୍ୟ କହି ପାରୁ ନ ଥିଲେ। ଉକ୍ତ ରାସ୍ତାରେ ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଏହି ସମୟରେ ଯାଉଥିବା ବେଳେ ଏହା ଦେଖି…
ରବିବାର ସ୍କୁଲ, ସୋମବାର ଛୁଟି: ଦେଓଗାଁର ୨୭ ସ୍କୁଲରେ ଚାଲିଛି ଏଭଳି ବ୍ୟବସ୍ଥା
ଆନନ୍ଦପୁର, ୬।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା ବେଳେ ସୋମବାର ଏହା ବନ୍ଦ ରୁହେ। ତେବେ ଏହା କୌଣସି ଜୋରଜବରଦସ୍ତ ଭାବେ ନୁହେଁ…
କଣ୍ଟାବାଞ୍ଜି ତହସିଲ ଓ ସବ୍ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା
କଣ୍ଟାବାଞ୍ଜି,୬।୮(ଡି.ଏନ୍.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ମଙ୍ଗଲବାର ଦୁଇ ଅଫିସ ମୁଖ୍ୟ ଦ୍ୱାରରେ ତାଲା ପକାଯାଇଛି। ଫଳରେ ଉଭୟ କାର୍ଯ୍ୟାଳୟ ଅଚଳ…
କାହାର ପାଦ ଛୁଇଁଲେ ବରୁଣ
ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତ। ହେଲେ ନିକଟରେ ବରୁଣଙ୍କର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ସମସ୍ତେ କହୁଛନ୍ତି…
ରେଳଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
କଟକ ରୋଡ଼, ୬।୮(ଡି.ଏନ୍.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ହଠାତ କଲୋନୀ ନିକଟ ରେଳଧାରଣାରୁ ମଙ୍ଗଳବାର ଭୁବନେଶ୍ୱର ଜିଆର୍ପି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ବୟସ ପ୍ରାୟ ୩୦ ହେବ।…
ଦିଲ୍ଲୀରେ ୟେଦୁରପ୍ପା
ନୂଆଦିଲ୍ଲୀ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ୟେଦୁରପ୍ପା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କର୍ନାଟକର ଜାତୀୟ ରାଜପଥ ପ୍ରୋଜେକ୍ଟ ବିଷୟରେ ଗଡକରିଙ୍କ ସହ କଥା ହୋଇଥିବା…
ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ଅସଦାଚରଣ ସହ ଗାଳିଗୁଲଜ ହୋଇଥିବା ଥାନାରେ ଅଭିଯାଗ ହୋଇଛି। ମହିଳାଙ୍କ ଏତଲା ଆଧାରରେ ଆଇଆଇସି ଗୌରାଙ୍ଗ ଚରଣ ସାହୁ ଅଭିଯୁକ୍ତଙ୍କ ବିରୋଧରେ ମଙ୍ଗଳବାର ଥାନାରେ ନଂ. ୧୪୨/୧୯ରେ ମାମଲା ରୁଜୁ…
ଜେଲ୍ରୁ ଫେରାର ହେବା ପାଇଁ ଝିଅ ବେଶ ଧାରଣ କରି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର
ବ୍ରାସିଲିଆ,୬।୮: ଫିଲ୍ମରେ ଚେହେରା ଉପରେ ଅନ୍ୟ ଚେହେରା ଲଗାଇ ସମସ୍ତଙ୍କୁ ଚକିତ କରୁଥିବା ନାୟିକା ନାୟକଙ୍କୁ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ରିଅଲ ଲାଇଫ୍ରେ ଏଭଳି କରି ପୋଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍ରେ। ବ୍ରାଜିଲ୍ର ଏକ…
ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର
ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ। ତେବେ ମନରେ ଉଠୁଥବା ଏଭଳି ପ୍ରଶ୍ନର ସରଳ ସମାଧାନ କରିବ ଆପଣଙ୍କ ରାଶି। ତେବେ…
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଗ୍ୟାସ୍ ଫାଟି ୩ ଛାତ୍ର ଆହତ
ବ୍ରହ୍ମପୁର ଅଫିସ, ୬।୮: ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଛାତ୍ରାବାସ-୧ରେ ମଙ୍ଗଳବାର ଗ୍ୟାସ୍ ପାଇପ ଫାଟି ୩ ଛାତ୍ର ଆହତ ହୋଇଛନ୍ତି । ସେମାନେ ହେଲେ ମୁକେଶ ପଣ୍ଡା, ରାକେଶ ରାଉତ, ଅଶ୍ୱିନୀ ନାୟକ । ହଷ୍ଟେଲ…
୧୪ କେଜି ଗଞ୍ଜେଇ ଜବତ: ୩ ଗିରଫ
କୋଟଗଡ଼, ୬।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା-ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡ଼ା ପୋଲିସ ମଙ୍ଗଳବାର ଚଢ଼ାଉକରି ୧୪ କେଜି ୮୦୦ ଗ୍ରାମ୍ ଗଞ୍ଜେଇ ସହ ଏକ ମୋଟରସାଇକେଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ…
ପାକିସ୍ତାନକୁ ଆର୍ଏସ୍ଏସ୍ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ
ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍ଏସ୍ଏସ୍ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍ଏସ୍ଏସ୍ ସଦସ୍ୟ ଇନ୍ଦ୍ରେଶ୍ କୁମାର କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନିଷ୍ପତିକୁ ଜାତିସଂଘ…
Archives


