ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ପ୍ରଥମ ସ୍ନିପର ରାଇଫଲ୍
ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍ଏସ୍ଏସ୍ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ ନିର୍ମିତ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କମ୍ପାନୀର ପରିଚାଳନା…
ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ବିଶ୍ୱ ଦରବାରରେ ଖରାପ କରୁଛି। ଗୋଟିଏ ପଟେ ପର୍ଯ୍ୟଟକଙ୍କ ଆଗମନ…
ଆବାସ ବଣ୍ଟନ: ମାହାଙ୍ଗାରେ ବ୍ୟାପକ ଅନିୟମିତତା ଅଭିଯୋଗ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳର କର୍ମୀଙ୍କୁ ପକ୍କାଘର ବଣ୍ଟନ କରିବା ସହ ସେମାନଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରୁଛନ୍ତି। ଏହା ବିରୋଧରେ ଗତ ୧୦ ତାରିଖରେ ଭାଜପା…
ଗୁଗଲ ଡୁଡୁଲରେ ଜୋଶେଫ୍ ଏଣ୍ଟୋନିୟୋ: ଫିଲ୍ମରେ ଆଣିଥିଲେ ଆନିମେସନ୍ ଜ୍ଞାନକୌଶଳ
ଓ୍ବାଶିଂଟନ,୧୪।୧୦: ଖ୍ୟାତି ସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଜୋଶେଫ୍ ଏଣ୍ଟୋନିୟୋଙ୍କ ସମ୍ମାନରେ ସୋମବାର ଗୁଗଲ ପକ୍ଷରୁ ଡୁଡୁଲ ପ୍ରଦର୍ଶନ କରାଯାଇଛି। ଜୋଶେଫ୍ ଫିଲ୍ମରେ ଫେନାକିସଟିସ୍କୋପ୍ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଗବେଷଣା କରିଥିଲେ। ଏହାଦ୍ୱାରା ଫିଲ୍ମରେ ଆନିମେସନ ପ୍ରସ୍ତୁତ କରି ହୋଇଥାଏ। ଏହି ଜ୍ଞାନକୌଶଳର…
ବାରଣ ସତ୍ୱେ ଜଳୁଛି ନଡା: ବଢୁଛି ବାୟୁ ପ୍ରଦୂଷଣର ମାତ୍ରା
ଅମ୍ରିତସର,୧୪।୧୦: ପଞ୍ଜାବରେ ସରକାରଙ୍କ ପକ୍ଷରୁ ନଡା ଜାଳିବା ବାରଣ କରାଯାଇଥିଲେ ବି ଅମ୍ରିତସରରେ କୃଷକମାନେ ନଡା ଜାଳୁଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। କୃଷକଙ୍କ କହିବା କଥା ହେଲା ଏହାର କୌଣସି…
ଆଇଆର୍ସିଟିସି ଆଇ-ମୁଦ୍ରା କାର୍ଡ ପାଇଁ ଜାରି ହେଲା ହେଲ୍ପ ଲାଇନ୍
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ଆଇଆର୍ସିଟିସି ଆଇ-ମୁଦ୍ରା କାର୍ଡ ସମ୍ପର୍କିତ ଠକେଇ ପାଇଁ ହେଲ୍ପ ଲାଇନ ଜାରି କରାଯାଇଛି। ଶନିବାର ୨୪ଘଣ୍ଟିଆ ହେଲ୍ପଲାଇନ ନଂ ୭୫୫୬୬୧୦୬୬୧ ଜାରି କରାଯାଇଛି। ଏହାସହ ଆଇଆରସିଟିସି ମୁଦ୍ରା ଓ୍ବେବସାଇଟରେ ମଧ୍ୟ ଅଭିଯୋଗ କରାଯାଇପାରିବ। ଆଇଆରସିଟିସି ଟିକଟ ବୁକିଂ ସମୟରେ କିମ୍ବା…
ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଗତ କିଛିଦିନ ହେବ ସନ୍ଧ୍ୟାରେ ବଜ୍ରପାତ ସହ ସ୍ବଳ୍ପ…
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ
ପୁରୀ ଅଫିସ,୧୪ା୧୦ : ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି। ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ମାଗଣାରେ ରହିବା, ମହାପ୍ରସାଦ ସେବନ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।…
ଫନୀକୁ ନେଇ ନିର୍ମିତ ‘ମର୍ସି ଅଫ୍ ଗଡ୍’ : ଆମେରିକାରେ ୬ ପୁରସ୍କାର ଜିତିଲା ଅମର୍ତ୍ତ୍ୟଙ୍କ ଫିଲ୍ମ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପୁଣିଥରେ ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛନ୍ତି। ନିକଟରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଉପରେ ତାଙ୍କ ନିର୍ମିତ ଫିଲ୍ମ…
ଗ୍ୟାସ୍ ଲିକ୍ରୁ ଜଳିଗଲା ଦୋକାନ
ଉଦଳା,୧୪ା୧୦(ଡି.ଏନ୍.ଏ.): ଉଦଳା ଥାନା ଶ୍ରୀଦାମଚନ୍ଦ୍ରପୁର ଛକ ନିକଟରେ ଥିବା ରବୀନ୍ଦ୍ର ମହାନ୍ତ ଦୋକାନରେ ରବିବାର ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସକାଳେ ହଠାତ୍ ଗ୍ୟାସ୍ ଲିକ୍ ହେବାରୁ…
ଭାଗବତଙ୍କ ରାଷ୍ଟ୍ରବାଦ କଥାକୁ ନିରଞ୍ଜନଙ୍କ କଟାକ୍ଷ : ଭାଜପା କହିଲା ଯେମିତି ଚଷମା ପିନ୍ଧିଛନ୍ତି ସେମିତି ଦେଖାଯାଉଛି
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଆର୍ଏସ୍ଏସ୍ର ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପ୍ରଥମ ଥର ଲାଗି ଓଡିଶାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଯୋଗଦେବା ଲାଗି ଆର୍ଏସ୍ଏସ୍ ସର ସଂଘ ଚାଳକ ମୋହନ…
ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ସମୟ ବଦଳିଲା
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା-ନୟାଗଡ଼ ଚଳାଚଳ କରୁଥିବା ଦୁଇଟି ପାସେଞ୍ଜର ଟ୍ରେନର ସମୟ ସୂଚୀ ପରିବର୍ତ୍ତନ ହୋଇଛି। ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସ୍ପେଶାଲ ସେବା ଏକ୍ସପ୍ରେସର ଚଳାଚଳକୁ ଅଧିକ ସୁବିଧାଜନକ କରବା ଲାଗି ଏହି ସମୟ ସାରଣୀ ବଦଳାଯାଇଛି ବୋଲି…

