Home Left

ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ ଏହା ବିିଭିନ୍ନ ତଥ୍ୟରେ ପରିପୂର୍ଣ୍ଣ ଏବଂ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ। ଏହାର ସୁପ୍ରଭାବ…

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ ହାଇଟେକ୍‌ ସୋଫା ପ୍ରସ୍ତୁତ କରିଛି। ଏହାକୁ ‘ବ୍ଲଡ୍‌ ସର୍କୁଲେଟୋରି ମେଶିନ’ (ବିସିଏମ୍‌) ନାମରେ ନାମିତ…

ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ମାର୍ଶ ଆହତ

ପର୍ଥ,୧୪।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ରେ ନିରାଶ ହୋଇ ଡ୍ରେସିଂରୁମ୍‌ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗତ ମାସରେ ଟେଷ୍ଟ ଦଳକୁ ଫେରିଥିଲେ। ରବିବାର ତାସମାନିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ…

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ। ଜଣେ ବ୍ୟକ୍ତି ନିଜର ମୃତ ଶିଶୁକୁ ଶ୍ମଶାନକୁ ପୋତିବାକୁ ନେଇଥିବା ବେଳେ ସେଠାରୁ ଏକ…

ଆଫଗାନିସ୍ତାନ ବିମାନ ଆକ୍ରମଣରେ ୯ ଆତଙ୍କବାଦୀ ମୃତ

ନଙ୍ଗାହାର,୧୪।୧୦: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣରେ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନର ୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ବିମାନ ଆକ୍ରମଣ ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ହୋଇଥିଲା। ସୂଚନାଯୋଗ୍ୟ, ଶାନ୍ତି ପ୍ରତିଷ୍ଠା ପାଇଁ…

ଦୁଗ୍ଧ ବୋଝେଇ ଟ୍ରକ୍‌କୁ ପିଟିଲା କୋଇଲା ଟ୍ରକ୍‌ : ୨ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର) : କେନ୍ଦୁଝର ଜିଲା ରିମୂଳି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଠାରେ ସୋମବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ଏକ ଦୁଗ୍ଧ ବୋଝେଇ ମିନି ଟ୍ରକ୍‌ ଅନ୍‌ଲୋଡ୍‌ କରୁଥିବାବେଳେ ପଛରୁ ଏକ…

ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇ ମୁଖ୍ୟ

କୋଲକାତା,୧୪।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ)ର ନୂଆ ସଭାପତି ହୋଇପାରନ୍ତି। ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ଅନ୍ୟ ପଦ ପାଇଁ ରାଜି ହୋଇଯାଇଥିବା ସୂଚନା ମିଳିଛି। ଗୃହମନ୍ତ୍ରୀ ଅମିତ…

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କଲା ସିବିଆଇ; ମଙ୍ଗଳବାର ଚିଦାମ୍ବରମ୍‌ଙ୍କ ଜାମିନ୍‌ ବିଚାର

ନୂଆଦିଲ୍ଲୀ,୧୪।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ହୋଇଥିବା ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ସୋମବାର ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ମଙ୍ଗଳବାର କରାଯିବ। ଶୀର୍ଷ ଅଦାଲତରେ ଚିଦାମ୍ବରମ୍‌ଙ୍କ ଜାମିନ୍‌ ଆବେଦନର ବିଚାର ହେବ। ପୂର୍ବରୁ ଦିଲ୍ଲୀ…

ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆ ଥାନା ପିପିଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ସାନଭାଇଙ୍କ ତୀରମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ବଡ଼ଭାଇ ଶୁକୁରା ମୁଣ୍ତା(୨୫)ଙ୍କ ସ୍ତ୍ରୀ ସହିତ ସାନଭାଇ…

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ ୨ ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ…

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ ଫୋନ ପୋଷ୍ଟପେଡ ଥିବା ଜଣାପଡ଼ିଛି। ଏବେ କେବଳ ମୋବାଇଲରେ କୋଲିଂ ସୁବିଧା ଆରମ୍ଭ କରାଯାଇଛି।…

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ ଦମ୍ପତି ୫ ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?