Home Left

ଜମିବାଡି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ

ବୈଶିଙ୍ଗା, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା କେନ୍ଦୁଆ ପଞ୍ଚାୟତର ଦଲଦଲି ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଏକ ପୁରୁଣା ଜମିବାଡି ବିବାଦ ଶେଷରେ ତୀବ୍ର ଆକାର ଧାରଣ କରିଛି। ଏହି ଗ୍ରାମର ଶିବ ମହାର୍ଣ୍ଣାଙ୍କ ଦୁଇ ପୁଅ ରବୀନ୍ଦ୍ର ଓ…

ଅନାଥ ଶିଶୁଙ୍କ ଗହଣରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ପବିତ୍ର ଦୀପାବଳିକୁ ନେଇ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଏହାକୁ କିଭଳି ନିଆରା ଢଙ୍ଗରେ ପାଳନ କରିବେ ତାହାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଓଏସ୍‌ ଭିଲେଜ୍‌ରେ ଥିବା ଅନାଥ ଶିଶୁମାନଙ୍କ ସହ…

ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ ପାଇବେ ମୀନା ମହାନ୍ତି

ବାରିପଦା ଅଫିସ, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ସହର ବାଘଡାରୋଡର ମୀନା ମହାନ୍ତିଙ୍କୁ ମିଳିବ ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ-୨୦୧୯। ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆସନ୍ତା ନଭେମ୍ବର ୩ ତାରିଖରେ ଏହି…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣାପଡିଛି। ତାଙ୍କ ନଁା ସମ୍ରାଟ ସେନାପତି(୫୦)। ସେ ସକାଳ…

ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର

ଦୁବାଇ, ୨୭।୧୦(ଏଏଫପି): ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର ହୋଇଛନ୍ତି। ଏହି ଦୁଇଦଳ ଯଥାକ୍ରମେ ନାଇଜେରିଆ ଓ ବର୍ମୁଡାକୁ ହରାଇ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ଆୟର୍ଲାଣ୍ଡ ୮ ଉଇକେଟରେ ନାଇଜେରିଆକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନାଇଜେରିଆ ୨୦…

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଫାଇନାଲରେ ସ୍ବସ୍ତିକ-ଚିରାଗ

ପ୍ୟାରିସ, ୨୭।୧୦(ପି.ଟି.): ଭାରତର ପୁରୁଷ ଡବଲ୍ସ ଯୋଡ଼ି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖି ଫ୍ରେଞ୍ଚ୍‌ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ସେମିଫାଇନାଲରେ ଏହି ଯୋଡ଼ି ଜାପାନର…

ଜନ୍ମ ଦିନରେ ଶତକ ସହ ଅଷ୍ଟ୍ରେଲିଆକୁ ବିଜୟୀ କଲେ ଓ୍ବାର୍ନର

ଆଡିଲେଡ, ୨୭।୧୦(ଏଏଫପି) : ୩୩ତମ ଜନ୍ମଦିନରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର। ତାଙ୍କର ଏହି ଶତକ ବଳରେ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୧୩୪ ରନରେ ପରାସ୍ତ କରିଛି। ଟି୨୦ରେ ଏହାଥିଲା ଓ୍ବାର୍ନରଙ୍କ ପ୍ରଥମ ଶତକ।…

ବିଦେଶରେ ଦେଶୀ ଲୁକ୍‌ରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି ସତ। ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି ପାରି ନାହାଁନ୍ତି। ରବିବାର ସାରା ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ…

ଧସିଲା କୋଇଲା ଖଣି: ୪ ମୃତ

ବେଜିଂ,୨୭।୧୦: ଚାଇନାରେ ଏକ କୋଇଲା ଖଣି ଧସିଯିବାରୁ ଏଠାରେ କାମ କରୁଥିବା ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ସିଚୁଆନ୍‌ ପ୍ରଦେଶରେ ଥିବା କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା…

ବେସାହାରା ପ୍ରାଣୀଙ୍କ ସାହାରା ୯ ବର୍ଷର ବାଳକ

ଅନେକ ସମୟରେ ପାଖରେ ଟଙ୍କା ଥାଇ ବି ମନରେ ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ନ ଥିବା ଯୋଗୁ ଲୋକେ ଅନ୍ୟର ଅସୁବିଧା ଦେଖି ବି ଅଣଦେଖା କରିଦିଅନ୍ତି। ତେବେ ଋଷ୍‌ର ଜଣେ ୯ ବର୍ଷର ବାଳକ ପାଭେଲ ଆବ୍ରାମଭ୍‌ଙ୍କ ପାଖରେ…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ…

ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି। ଖୋଲା ମିଜାଜ, ବିନ୍‌ଦାସ ଲାଇଫ। ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି ଜାଗାରେ ସାଇତି ରଖନ୍ତେ ଯେମିତି ଯେ କେହି ତାକୁ ତାଙ୍କଠାରୁ ଅଲଗା କରିପାରିବ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?