ଦ୍ୱିତୀୟ ଟି୨୦ ଖେଳିବେ ନାହିଁ ମିଚେଲ ଷ୍ଟାର୍କ
ଆଡିଲେଡ୍,୨୮।୧୦- ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି୨୦ ଖେଳାଯିବ। ଏହି ମ୍ୟାଚ୍ରେ ବାମହାତୀ ପେସର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ବୁଧବାର ତାଙ୍କ ଭାଇର ବିବାହ ଉତ୍ସବରେ ସେ ଯୋଗଦେବେ। ଷ୍ଟାର୍କଙ୍କ ଅନୁପସ୍ଥିତିରେ ବିଲି…
ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ
ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ ହୋଇଯାଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ…
ପୋଲିସ ଏନ୍କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ
ଆସିକା,୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଦୀପାବଳି ଅବସରରେ ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର…
ନିଆରା ଢଙ୍ଗରେ ଦୀପାବଳି: ବାଣ ଫୁଟା ନ ଯାଇ ବାଳାଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଉନ୍ନତିରେ ଖର୍ଚ୍ଚ ପାଇଁ ଦିଆଗଲା ଅର୍ଥ
ହାଟଡ଼ିହୀ,୨୮।୧୦(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ବିଶିଷ୍ଟ ସାମାଜିକ ସଂଗଠନ ‘ସର୍ଭ ଫର ଫିପୁଲ’ ତରଫରୁ ଦୀପାବଳି ଉତ୍ସବ ନିଆରା ଢଙ୍ଗରେ ପଳିତ ହୋଇଯାଇଛି। ଏହି ବ୍ଲକ ଅନ୍ତର୍ଗତ ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମରେ ଥିବା ଅସହାୟ ବୃଦ୍ଧାବୃଦ୍ଧ ଓ ଅନାଥ…
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଧାରଣ ଜନତାଙ୍କୁ ଭେଟିଲେ ଚୌତାଲା
ସିରସା,୨୮।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି। ସୋମବାର ସେ ହରିୟାଣାର ସିରସାରେ ପହଞ୍ଚି ସାଧାରଣ ଭୋଟରଙ୍କ ସହ ମିଶିଛନ୍ତି। ସେମାନଙ୍କ…
ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇଲେ ଶହ ଶହ ଶ୍ରଦ୍ଧାଳୁ: ପାଳିତ ହେଲା ପୁରାତନ ପରମ୍ପରା
ଉଜ୍ଜୟିନୀ,୨୮।୧୦: ମଧ୍ୟପ୍ରଦେଶ ଉଜ୍ଜୟିନୀ ନିକଟବର୍ତ୍ତୀ ବଡ଼ନଗର ତହସିଲ୍ରେ ଥିବା ଭିଡ଼ାବଦ୍ ଗାଁରେ ପୁରାତନ ପରମ୍ପରା ସୋମବାର ପାଳିତ ହୋଇଛି। ଏଠାରେ ଶହ ଶହ ଶ୍ରଦ୍ଧାଳୁ ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇ ରହିଥିଲେ। ସେମାନଙ୍କ ଉପରେ ଗାଈପଲ ଚାଲି ଯାଇଥିଲେ।…
ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ପ୍ରଥମ ଦିନ ଅର୍ଥାତ ରବିବାର ବେଦମାତା ବେଶ ଓ ଦ୍ୱିତୀୟ ଦିନ ସୋମବାର ମହାକାଳୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ମହାକାଳୀ ବେଶରେ ନାଲି…
୬୦ ଘଣ୍ଟା ପରେବି ବୋରଓ୍ବେଲରେ ଫସିଥିବା ଶିଶୁ ଜୀବିତ
ତ୍ରିଚି,୨୮।୧୦: ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ ଅର୍ଥାତ୍ ରବିବାର ରାତି ପର୍ଯ୍ୟନ୍ତ ସେ ଜୀବିତ ଥିବା ଜଣାପଡିଛି। ସୁଜିଥ ନାମକ ଉକ୍ତ ଶିଶୁଟି ପ୍ରଥମେ ୨୬ ଫୁଟ…
ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍ ମର୍ଡ଼ର
ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ ହୋଇଛି। ଦୀପାବଳି ସନ୍ଧ୍ୟାରେ ସିଙ୍ଗୌଳ ଥାନା ଅନ୍ତର୍ଗତ ମଚହା ଗାଁରେ କୁଣାଳ ସିଂ, ତାଙ୍କ…
ମଦ୍ରାସାରେ ଗୋମାତାଙ୍କ ସେବା କରନ୍ତି ଶିକ୍ଷାର୍ଥୀ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢି ଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ମୁସଲମାନ ପିଲାମାନେ କେବଳ ପାଠ ପଢୁ ନାହାଁନ୍ତି ବରଂ ସେଠାରେ ଥିବା ଏକ ଗୋଶାଳାରେ…
ସପ୍ତାହରେ ଥରେ ପିଅନ୍ତୁ ଛେଳି କ୍ଷୀର ଡେଙ୍ଗୁରୁ ରହିବେ ଦୂରେଇ…
ଛେଳି କ୍ଷୀର ଅନେକ ପୋଷକ ତତ୍ତ୍ୱର ଭରପୁର। ସପ୍ତାହରେ ଥରେ ଛେଳି କ୍ଷୀର ପିଇଲେ ଡେଙ୍ଗୁରୋଗର ହେବାର ଆଶଙ୍କା ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍, ପଟାସିୟମ୍, କପର, ଜିଙ୍କ୍ ଆଦି ପଦାର୍ଥ ରହିଛି। ଏହା ସହିତ…
ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ
ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍ରୋଗ…

