ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ
ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ ନାମକ ପାହାଡ଼ ଉପରେ ଅବସ୍ଥିତ। ଏହା ଏକ ଶକ୍ତିପୀଠ ଭାବେ ବି ଜଣାଶୁଣା। ସମୁଦ୍ର…
ଫ୍ୟାଶନରେ ଅଳତା
ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍ମିଲ୍ ଡ୍ରେସ୍ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ ଜୁଏଲେରୀ ଆଉ ତା’ସହିତ ସୁନ୍ଦର ଦେଖାଯିବା ଭଳି ମେକ୍ଅପ୍ ସେମାନଙ୍କୁ ଆଟ୍ରାକ୍ଟିଭ୍ ଲୁକ୍ ଦେଇଥାଏ।…
ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ: ଅଧ୍ୟାପକ,କର୍ମଚାରୀ ଦରମା ପାଇ ନ ଥିବା ଅଭିଯୋଗ
ତେଲକୋଇ, ୨୭।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ଥିବା ସିରିଗିଡା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଗତ ଜୁଲାଇ ମାସରୁ ଦରମା ପାଇନାହାନ୍ତି । ସେହିପରି ଇପିଏଫ୍ ପାଇଁ ୧୫ପ୍ରତିଶତ ଅଂଶ ଧନ ଦିଆ ନ ଯିବାକୁ…
ଶିବସେନାକୁ ସମର୍ଥନ କଲେ ଆଉ ୨ ବିଧାୟକ
ମୁମ୍ବାଇ,୨୭।୧୦: ମହାରାଷ୍ଟ୍ରରେ ସରକାର ଗଠନ କରିବା ପୂର୍ବରୁ ଶିବସେନାକୁ ଆଉ ୨ ବିଧାୟକଙ୍କ ସମର୍ଥନ ମିଳିଛି। ପ୍ରହାର ଜନଶକ୍ତି ପାର୍ଟିର ଏହି ୨ ବିଧାୟକ ସମର୍ଥନ ଜଣାଇ ଉଦ୍ଧବ ଠାକରେଙ୍କୁ ସେମାନଙ୍କ ପତ୍ର ହସ୍ତାନ୍ତର କରିଛନ୍ତି। ଅଚଲପୁର ବିଧାନସଭା ଆସନର ପ୍ରାର୍ଥୀ…
ବାଲିମେଳା ଡ୍ୟାମ୍ର ୨ ଗେଟ୍ ଖୋଲିଲା
ଚିତ୍ରକୋଣ୍ଡା,୨୭ା୧୦(ଡି.ଏନ୍.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ୍ରେ ଜଳସ୍ତର ୧୫୧୬ ଫୁଟ ରହିବା ପରେ ରବିବାର ସକାଳ ୮ଟା ୪୦ରେ ସ୍ଲୁଇସ୍ ଗେଟ୍କୁ ଛାଡ଼ି ୨ଟି ଗେଟ୍ ଖୋଲାଯାଇଛି। ଏଥିରେ ବର୍ତ୍ତମାନ ପ୍ରତି ସେକେଣ୍ଡ ପିଛା ୮୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗତ ଏକ…
ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ
ବନ୍ତ, ୨୭।୧୦(ଡି.ଏନ୍.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେ ଏବେ ନିଳୋକ ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ…
ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ
ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…
ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା
ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ ସ୍ତ୍ରୀ ମୀନା(୩୨)ଙ୍କର ଘର ଭୁଶୁଡି ପଡିଛି। ମୀନାଙ୍କର ୩ଟି ପିଲାଙ୍କ ସହ ଅଳ୍ପ କିଛି…
ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ ହୋଇ ରହିବେ ବୋଲି କହିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଚାର୍ଲସ ମିଶେଲ। ୪୪ ବର୍ଷୀୟା ଓ୍ବିଲଇୟମ୍ସଙ୍କୁ…
ମହାରାଷ୍ଟ୍ରର ଅଧିକାଂଶ ବିଧାୟକ ଅପରାଧୀ
ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ବୋଲି ଜଣାପଡିଛି। ୨୮୮ ବିଧାୟକଙ୍କ ମଧ୍ୟରୁ ୧୭୬ ଜଣଙ୍କ ନାଁରେ ଆପରାଧୀକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୧୧୨ ଜଣଙ୍କ ନାଁରେ ଗୁରୁତର ଆପରାଧୀକ ମାମଲା ଥିବା…
ଆମ ପରମ୍ପରାର ସୁନ୍ଦର ନିଦର୍ଶନ ଝୋଟି
ଆମ ଓଡ଼ିଆ ସଂସ୍କୃତିରେ ଝୋଟି ବା ଚିତାର ରହିଛି ଏକ ସ୍ବତନ୍ତ୍ର ମହତ୍ତ୍ୱ। ଓଡ଼ିଆ ଘରର ଯେକୌଣସି ପର୍ବପର୍ବାଣିରେ ଝୋଟି, ଚିତା ବା ରଙ୍ଗୋଲିର ଏକ ପ୍ରମୁଖ ଭୂମିକା। ଏହା ଦ୍ୱାରା ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି…
ଦୀପାବଳି ଖୁସି ବଦଳରେ ଚାଷୀଙ୍କୁ ଚିନ୍ତା, ୨୫୦ ଏକର ଜମି ଜଳମଗ୍ନ
କାଶୀନଗର,୨୭ା୧୦(ଡି.ଏନ୍.ଏ.): ଲଘୁଚାପ ପ୍ରଭାବରେ ଗତ ୩ ଦିନର ଲଗାଣ ବର୍ଷା ଚାଷୀଙ୍କ ବର୍ଷକର ଶ୍ରମ ଉପରେ ଦାଉ ସାଧିଛି। ଉଜାଡ଼ିଦେଇଛି ଏକର ଏକର ଫସଲ। ଅମଳ ବେଳ ସମୟରେ କାଶୀନଗର ବ୍ଲକ୍ ଓ ଏନ୍ଏସିର ପ୍ରାୟ ୨୫୦ ଏକର ଜମିରେ ଧାନଚାଷ…

