Home Left

‘ପ୍ରୋପା ଲେଡି’ରେ ଦୂତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ପ୍ରଥମେ ‘କୌନ୍‌ ବନେଗା କରୋଡ୍‌ ପତି’ର ହଟ୍‌ ସିଟ୍‌ ଆଉ ତା’ପରେ ଭୋଗ୍‌ ‘ସ୍ପୋର୍ଟସ୍‌ ମ୍ୟାନ୍‌ ଅଫ୍‌ ଦି ଇୟର୍‌’। ଆଉ ଏବେ ପ୍ୟୁମାର ବହୁଚର୍ଚ୍ଚିତ ଆଡ୍‌ କ୍ୟାମ୍ପେନ୍‌ ‘ପ୍ରୋପା ଲେଡି’ରେ ନଜର ଆସିଛନ୍ତି ଧାବିକା ଦୂତି ଚାନ୍ଦ।…

ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଲେ ଆଲିଆ-ରଣବୀର

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା। ଦୁହିଁଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ମଧ୍ୟ ନାହିଁ। ଏବେ ଅଧିକାଂଶ ସମୟରେ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳୁଛି। ନିକଟରେ ଉଭୟ ଦୀପାବଳି ଛୁଟି କଟାଇବା…

ଘାତକ ହେଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଘାତକ ହେଉଛି ବାୟୁ ପ୍ରଦୂଷଣ। ଏଥିଯୋଗୁ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୭ରେ ଦେଶରେ ୧୨ ଲକ୍ଷ ୪୦ ହଜାର ଲୋକଙ୍କ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ…

ମୋହନା ବ୍ଲକରେ ପ୍ରବଳ ବର୍ଷା : ବିଦ୍ୟାଳୟ ଛୁଟି ଘୋଷଣା

ମୋହନା,୨୪।୧୦(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ଜିଲାପାଳଙ୍କ ଚିଠି ନଂ. ୧୦୨୮/ରେସ ତା.୨୪.୧୦.୨୦୧୯ ଅନୁଯାୟୀ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି…

ରାତିରେ ରାଜଧାନୀ ରାଜପଥରେ ରୋଡ୍‌ ରୋମିଓଙ୍କ ଉତ୍ପାତ: ଅଭିନେତ୍ରୀଙ୍କୁ ପିଛାକରି ଆତଙ୍କ ଖେଳାଇଲେ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଅସୁରକ୍ଷିତ ହେଉଛି ରାଜଧାନୀର ରାତି। ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧୀ। ମଙ୍ଗଳବାର ବିଳମ୍ବିତ ରାତିରେ ସହରଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ରୋଡ୍‌ ରୋମିଓ ଆତଙ୍କ ଖେଳାଇଛନ୍ତି। ଶୁଟିଂ…

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା ବଢ଼ିବାରୁ ଟ୍ରାଫିକ୍‌ ନିୟମ ତିଆରି କରାଗଲା। ନିୟମ ପରେ କିଛି ମାତ୍ରାରେ ଦୁର୍ଘଟଣା କମିଛି।…

ଭାଙ୍ଗିଲା ଜୟଦେବ ଟାଓ୍ବାରର ବେଆଇନ ନିର୍ମାଣ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ବିଲ୍ଡିଂ ପ୍ଲାନ ନ ମାନିବାରୁ ଉଚ୍ଛେଦ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଦିଆଯାଇଥିବା ବିଲ୍ଡିଂ ପ୍ଲାନ ଅନୁସାରେ ଗୃହ ନ କରିବାରୁ ଜୟଦେବ ବିହାରସ୍ଥିତ ଜୟଦେବ ଟାୱାରରେ ମିଳିତ ଏନ୍‌ଫୋର୍ସମଣ୍ଟେ ସ୍କ୍ବାଡ ପକ୍ଷରୁ ଉଚ୍ଛେଦ କରାଯାଇଛି। ବୁଧବାର…

ଚାକିରି ଦେବାକୁ କହି ୨ କୋଟି ଟଙ୍କା ଠକେଇ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବ୍ଲକରେ ଲୋକଙ୍କୁ ଚାକିରି ଦେବା ଆଳରେ ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲା ନିଆଳି ଥାନାଞ୍ଚଳର ରୋହିତ କୁମାର ରାଉତ(୪୭)।…

ପୁଣି ସବୁଜ ସୁନ୍ଦର ହେବ ଭୁବନେଶ୍ୱର: ଆଳଙ୍କାରିକ ବୃକ୍ଷ ସହରର ଶୋଭା ବଢ଼ାଇବ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଯିବ। ରାସ୍ତାକଡ଼, ଫ୍ଲାଏ ଓଭର ତଳ ଓ ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟଭରା ଓ ଆଳଙ୍କାରିକ ବୃକ୍ଷ, ଲତା ଜାତୀୟ ଗଛ ଓ ଫୁଲ ନ ଥିବା ଗଛକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ ଥିବାବେଳେ ପଛରେ ପଡିଯାଇଛନ୍ତି ବହୁଚର୍ଚ୍ଚିତ ଟିକ୍‌ଟକ୍‌ ଷ୍ଟାର୍‌ ତଥା ଭାଜପା ପ୍ରାର୍ଥୀ ସୋନାଲି ଫୋଗଟ୍‌।…

ଛୁଆ ହାତୀର ମୃତ ଦେହ ଉଦ୍ଧାର, ହାତୀ ପଲଙ୍କ ଆକ୍ରମଣରେ ମୃତ୍ୟୁ ସନ୍ଦେହ

ପରଜଙ୍ଗ,୨୪।୧୦(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଡମୋଳ ଗାଁ ନିକଟ ଧାନ ବିଲରୁ ଗୁରୁବାର ଏକ ଛୁଆ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ହାତୀଟି ବୁଧବାର ରାତିରୁ ମରି ପଡ଼ିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଉକ୍ତ…

ୟେମେନ୍‌ ଗୃହଯୁଦ୍ଧ: ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ନେଇଛି; ୫ ଲକ୍ଷ ଛାଡ଼ିଛନ୍ତି ସ୍କୁଲ

ସାନା,୨୪।୧୦: ୟେମେନ୍‌ରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଇତିମଧ୍ୟରେ ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ସେହିପରି ୫ ଲକ୍ଷରୁ ଅଧିକ ଶିଶୁ ସ୍କୁଲ ଛାଡ଼ିଛନ୍ତି। ଏନେଇ ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସରକାର ଏବଂ ହୌଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?