Home Left

ରାଜଧାନୀ ଛାଡିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏବେ ଅଧିକ ହୋଇଯାଇଛି ଯେ ଏଠାରେ ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ…

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ ପରେଶାନ..’ ଗୀତ ଗାଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ପ୍ରତିଭା ଜରିଆରେ…

ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ହେବାରେ ଲାଗିଛି। ସରକାର ଗଠନକୁ ନେଇ ଭାଜପା-ଶିବସେନା ମଧ୍ୟରେ ଗଣିତ ଛିଡି ପାରୁ ନ ଥିବା ବେଳେ ଏବେ ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ ଆରମ୍ଭ ହୋଇଯାଇଛି। ଏନ୍‌ସିପି ନେତା ଅଜିତ ପାଓ୍ବାର କହିଛନ୍ତି…

ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା

ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ ବୋଲି…

ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏମାନେ ଧରିପଡ଼ିଥିଲେ। ଅପରପକ୍ଷେ ଏହି…

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁ…

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ଉଦ୍ଧାର କାର୍ଯ୍ୟ ଜାରି

କାଠମାଣ୍ଡୁ,୩।୧୧: ନେପାଳରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସଙ୍କୋଶୀ ନଦୀରେ ବସ୍‌ଟି ନିୟନ୍ତ୍ରଣ ହରାଇ ଖସିପଡ଼ିଛି। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ।…

ଦିନେ ଥିଲେ ଆଇପିଏଲରେ ସେନସେଶନ ଏବେ କରୁଛନ୍ତି ଚାଷ

ଭିନ୍ନ ଧରଣ ବୋଲିଂ ଆକଶନ ପାଇଁ ଦିନେ ଆଇପିଏଲରେ ଥିଲେ। ଆଇପିଏଲ ୨୦୦୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଉତ୍ତର ପ୍ରଦେଶ ବାମହାତୀ ମଧ୍ୟଗତିର ବୋଲର କ୍ରିକେଟର କମରାନ ଖାଁ। ଛୋଟିଆ କ୍ୟାରିୟରରେ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ…

ଭିଡ଼ହିଂସା ଭୟ: ଗରମ ପୋଷାକ ବିକ୍ରି କରିବାକୁ ବାହାର ରାଜ୍ୟକୁ ଆସିବେନି ୭୫ ପ୍ରତିଶତ କଶ୍ମୀରବାସୀ

ଶ୍ରୀନଗର,୩।୧୧: ଚଳିତ ଶୀତଋତୁରେ ଗରମ ପୋଷାକ ବିକ୍ରି କରିବାକୁ ୭୫ ପ୍ରତିଶତ କଶ୍ମୀରବାସୀ ବାହାର ରାଜ୍ୟକୁ ଆସିବେନି। ଭିଡ଼ହିଂସା ଭୟ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ୧୪୪ ଧାରା…

ଫାଉଡା ଧରି ନାଳ ସଫା କଲେ ମନ୍ତ୍ରୀ

ଗ୍ବାଲିୟର,୩।୧୧: ମଧ୍ୟପ୍ରଦେଶ କ୍ୟାବିନେଟର ମନ୍ତ୍ରୀ ଥିବା ପ୍ରଦୁମ୍ନ ସିଂ ତୋମର ପୁଣିଥରେ ଫାଉଡା ଧରି ନାଳ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ବାଲିୟରରେ ତୋମାରଙ୍କର ଏହି ବାସ୍ତବିକ ସଫେଇ ଅଭିଯାନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୮ ଫୁଟ…

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ ଭାଇଜାନଙ୍କ ଅଭିନୀତ ଫିଲ୍ମ। ଇଦ୍‌ରେ ଏକାସହ ରିଲିଜ୍‌ ହେବ ଖିଲାଡି ବୟ ଅକ୍ଷୟ କୁମାରଙ୍କ…

ଲୋକଗୀତ ଗାଇ ପୁଅକୁ ଶେଷ ବିଦାୟ ଦେଲେ ମା’

ରାଜନନ୍ଦଗାଁ,୩।୧୧: ମା’ ସବୁବେଳେ ମା’। କୁହାଯାଏ ସେ ସର୍ବଂସହା। ସନ୍ତାନ ପାଇଁ ମା’ ସବୁକିଛି କରିପାରେ। ଏମିତିକି ନିଜ ଜୀବନକୁ ବାଜି ବି ଲଗାଇପାରେ। ଛତିଶଗଡ଼ ରାଜନନ୍ଦଗାଁରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?