Home Left

ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ, ମରାମତି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆଦିବାସୀ ଛାତ୍ରୀ ହଷ୍ଟେଲ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଛି। ଏହି ହଷ୍ଟେଲଟି ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏହାକୁ ମରାମତି ପାଇଁ କର୍ତ୍ତୃପକ୍ଷ କିମ୍ବା ସମନ୍ବିତ ଆଦିବାସୀ ଉନ୍ନୟନ…

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। କିନ୍ତୁ ଏବେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଛି ବୋଲି ଆଲୋଚନା ଚାଲିଛି। କାର୍ତ୍ତିକ…

ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ କି ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦବୀ ଲାଗି ଆଶାୟୀ ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ନିରଞ୍ଜନଙ୍କୁ ଗାଦିରୁ ହଟାଇ ଦଳର ଅନ୍ୟ ତୁଙ୍ଗ ନେତାଙ୍କୁ ବସାଇବାକୁ ଦଳୀୟ ନେତା ଏକାଠି ହେଉଥିବା ବେଳେ ଏପରି ପ୍ରତିକ୍ରିୟା…

ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ। ଯଦି କେହି ଏ ବିଷୟରେ ଅଧିକ ଆଲୋଚନା କଲା ତେବେ ବିଳମ୍ବ ନ କରି…

ମନୁଷ୍ୟଙ୍କ ପୂର୍ବଜ ବୋଷ୍ଟଓ୍ବାନା ବାସିନ୍ଦା: ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ହୋଇଥିଲେ ବିସ୍ଥାପିତ

ଗ୍ରେବୋନ୍‌,୩୧।୧୦: ମନୁଷ୍ୟଙ୍କ ପୂର୍ବଜ ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନା ବାସିନ୍ଦା ଥିଲେ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ସେମାନେ ବିସ୍ଥାପିତ ହୋଇଥିଲେ। ଏନେଇ ନେଚର ପ୍ରତିକାରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଆଜିକୁ ପ୍ରାୟ ୨ ଲକ୍ଷ…

ଗବର ସିଂ ଚୟନ ଅନ୍ତରାଳେ

‘କିତ୍‌ନେ ଆଦ୍‌ମୀ ଥେ’ ଡାଏଲଗ୍‌ କଥା ମନେପଡିଲେ ଆଖି ସାମ୍‌ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍‌ ହିନ୍ଦୀ ସିନେମା ‘ସୋଲେ’ରେ ଏହି ଚରିତ୍ର କେତେ ଲୋକପ୍ରିୟ ହୋଇଥିଲା, ତାହା କହିବା ବାହୁଲ୍ୟ। ହେଲେ ଏହି…

ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଆଣି ଦେଉଥିଲେ ଚୟନକର୍ତ୍ତା

ପୁଣେ,୩୧।୧୦:ଭାରତୀୟ ଦଳର ପୂର୍ବତନ ଉଇକେଟ୍‌କିପର୍‌ ଫାରୁଖ ଇଞ୍ଜିନିୟର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ନିଯୁକ୍ତ ଚୟନ ସମିତିରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି। ଆମ ପାଖରେ ମିକି ମାଉସ ଭଳି ଚୟନ ସମିତି ରହିଛି। ଯେଉଁଥିରେ ଅଧିନାୟକ ବିରାଟ କୋହଲିଙ୍କ…

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ ଦୃଶ୍ୟାୟିତ ହୋଇଥିଲା ଏହି ଗୀତ। ଆଉ ସିନେମାଟି ଥିଲା ‘ମା ଓ ମମତା’। ଓଡ଼ିଆ…

ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା ଅଭିମନ୍ୟୁ ପଲାଇ ଓ ମା’ ଘୋଷାମଣି ପଲାଇଙ୍କ ପୁଅ କ୍ରିଷ୍ଣାଙ୍କ ଅନୁଭୂତିରୁ କିଛି… ଆଜି…

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ ବାସ କରୁଥିବା ମୁସଲମାନ ସମୁଦାୟର ଲୋକେ ଚାନ୍ଦା ଆଦାୟ କରି ଏହି ମନ୍ଦିରକୁ ପୁଣି…

ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ କିନ୍ନର ଆଇନଜୀବୀ ସତ୍ୟଶ୍ରୀ ଶର୍ମିଲା କିମ୍ବା ପ୍ରଥମ କଲେଜ ଅଧ୍ୟକ୍ଷ ମାନବୀ ବନ୍ଦ୍ୟୋପାଧ୍ୟାୟ, ଏମାନେ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଆମ୍ବୁଲାନ୍ସ ଅଟକ ରଖିଲେ ଗ୍ରାମବାସୀ

ଖଇରା,୩୧।୧୦(ଡି.ଏନ୍‌.ଏ.): ସିକନ୍ଦରାବାଦର ଏକ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ସଇଁ ଗ୍ରାମର ଶ୍ରୀଧର ମହାନ୍ତି(୪୩)ଙ୍କ ଦୁଇଦିନ ତଳେ ସେଠାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। କମ୍ପାନୀର ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରୀଧରଙ୍କ ମୃତଦେହକୁ ସଂପୃକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?