Home Left

ସ୍ବାମୀ-ସ୍ତ୍ରୀଙ୍କ ଜଲଓ୍ବା:ସ୍ବାମୀ ଦ୍ୱିତୀୟ ବଲରେ ନେଲେ ଉଇକେଟ, ସେପଟେ ସ୍ତ୍ରୀ ୫୩ଟି ବଲରୁ କଲେ ୧୦୬ ରନ୍‌

ସିଡନୀ,୩।୧୧:ଅଷ୍ଟ୍ରେଲିଆ ପେସ୍‌ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଏବଂ ତାଙ୍କ ସ୍ତ୍ରୀ ଏଲିସା ହିଲି ମ୍ୟାଚ୍‌ ବିଜେତା ଭାବେ ଜଣାଶୁଣା। ଉଭୟ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ଥାନ୍ତି। ରବିବାର ଏମିତି ଏକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା, ଯେଉଁ ମ୍ୟାଚ୍‌ରେ ଉଭୟ ନିଜ…

କୁକୁର ପାଲଟିଛି କିଙ୍ଗ ଅଫ ବାଲାନ୍ସ

ହାର୍ଲସୋ ହେଉଛି ଏକ ୫ ବର୍ଷୀୟ ଦାଚ୍‌ସହୁଣ୍ଡ ପ୍ରଜାତିର କୁକୁର। ତା’ର ଘର ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରେ। ହେଲେ ଏବେ ସେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ। କାରଣ ହାର୍ଲସୋ ନିଜ ମୁଣ୍ଡରେ ବିଭିନ୍ନ ଜିନିଷକୁ ସନ୍ତୁଳନ ରକ୍ଷାକରି ରଖିପାରୁଛି। ତାହା…

ସେଲିବ୍ରିଟିଙ୍କ ଡର

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ଲାଗି ଡର ନିଶ୍ଚିତ ଭାବେ ରହିଥାଏ। ତେବେ ବଲିଉଡର କିଛି ସେଲିବ୍ରିଟିଙ୍କ କ’ଣ ସବୁ ଡର ରହିଛି ଆସନ୍ତୁ ଜାଣିବା… * ଶ୍ରଦ୍ଧା କପୁରଙ୍କୁ ବିଜୁଳି ଏବଂ ଘଡଘଡିକୁ ବହୁତ ଡରଲାଗେ। ଏହାବ୍ୟତୀତ…

ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ ମଧ୍ୟରେ ଏହି ରାତିରେ ଅବଶିଷ୍ଟ ଜୀବନ ପାଇଁ ଏକ ସ୍ଥାୟୀ ସମ୍ପର୍କ ସ୍ଥାପିତ ହୋଇଯାଏ।…

ରୋହିତ, ଧାଓ୍ବନଙ୍କୁ ଚକିତ କଲେ ୧୯ ବର୍ଷୀୟ ଲୋକାଲ ପେସର

ନୂଆଦିଲ୍ଲୀ,୩।୧୧- ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୧୯ ବର୍ଷୀୟ ଲୋକାଲ ପେସର କେଶବ ଦବସ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ ଚକିତ କରିଦେଇଛନ୍ତି। ସେ ନିଜର ଦକ୍ଷ ବୋଲିଂରେ ରୋହିତଙ୍କୁ ଆଉଟ କରିବା ପରେ ଧାଓ୍ବନଙ୍କୁ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍‌ : ଜଣେ ମୃତ, ଜଣେ ଗୁରୁତର

ତାଳଚେର,୩।୧୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଶନିବାର ରାତିରେ ଏକ ମାରୁତି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…

ଫଟୋ ସତ ଲାଗେ ମିଛ

ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ, ଯାହା ବାସ୍ତବ ହେଲେ ବି ଅବାସ୍ତବ ଲାଗେ। ଜାଣନ୍ତୁ ସେ ସମ୍ପର୍କରେ… ମୁଣ୍ଡ ନ…

ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଗଣୁଆ ଗ୍ରାମର ବାସୁ ନାଏକ (୫୫) ବୋଲି ଜଣାପଡିଛି ।…

ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)। ମାନିଆ ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବାବେଳେ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ…

ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋରୁ ଚରାଇବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗୋପାଷ୍ଟମୀରେ ଗୋରୁଙ୍କୁ ପୂଜା…

ଆସିଆନ୍‌ ଭାରତର ଅଭିନ୍ନ ଅଙ୍ଗ ଥିଲା ରହିବ: ମୋଦି

ବ୍ୟାଙ୍କକ୍‌,୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କକ୍‌ରେ ଆୟୋଜିତ ଆସିଆନ୍‌-ଇଣ୍ଡିଆ ଶିଖର ସମ୍ମିଳନୀରେ କହିଛନ୍ତି ଆସିଆନ୍‌ ଭାରତର ଆକ୍ଟ ଇଷ୍ଟ ପଲିସିର ଅଭିନ୍ନ ଅଙ୍ଗ ହୋଇ ଥିଲା ଓ ରହିବ। ସେ କହିଛନ୍ତି ସାମୁଦ୍ରିକ ସୁରକ୍ଷା, ଏହାସହ ଯୋଡି ହୋଇଥିବା ଅର୍ଥ…

ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି ଲାଗୁଥିଲେ ବି ସତ। ହେଲେ ସେ ଯାହା କୁହନ୍ତି ତାହା ଅନ୍ଧବିଶ୍ୱାସ ଭଳି ଲାଗୁଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?