Home Left

ନଦୀକୁ ଶୌଚ ହେବା ପାଇଁ ଯାଇ ମହିଳା ନିଖୋଜ, ବହୁ ଖୋଜାଖୋଜି ପରେ ବି…

ଆନନ୍ଦପୁର ୧୬।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ଜଣେ ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଅଛନ୍ତି । ସୂଚନାରୁ ଜଣାପଡିଛି , ଆନନ୍ଦପୁର ଥାନା ଅଧୀନ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମର ମିନତୀ ବେହେରା…

ମାଆଙ୍କ ପୋଷ୍ଟମର୍ଟମ କରାଇଲେ ୮ ବର୍ଷର ପୁଅ: ହୃଦୟ ବିଦାରକ ଘଟଣା ଶୁଣିଲେ ହୋଇଯିବେ ସ୍ତବ୍ଧ

ଲକ୍ଷ୍ନୌ,୧୬।୧: ଉତ୍ତର ପ୍ରଦେଶର ଏଟାରେ ଜଣେ ୮ ବର୍ଷର ବାଳକ ତାଙ୍କ ମାଆଙ୍କ ପୋଷ୍ଟମର୍ଟମ ପରୀକ୍ଷା କରାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ଦେଖି ପୋଲିସ ଏବଂ ପୋଷ୍ଟମର୍ଟମ ହାଉସରେ ଉପସ୍ଥିତ ଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ଗଣମାଧ୍ୟମର…

ରାଜଧାନୀରେ ଚାଲିଥିଲା ବନ୍ଧୁକ ଡିଲ୍‌: ମାଡ଼ି ବସିଲା ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୧୬।୧: ରାଜଧାନୀ ଭୁବନେଶ୍ୱରରେ ବନ୍ଧୁକ କାରବାର ଚାଲିଥିବା ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଶୁକ୍ରବାର ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି। ସ୍ପେଶାଲ କ୍ରାଇମ୍‌ ୟୁନିଟ ବେପାରୀଙ୍କଠାରୁ ୬ଟି ବନ୍ଧୁକ ଜବତ କରିଛି। ବେପାରୀ ଜଣକ ବିହାରରୁ ବନ୍ଧୁକ…

ଆଉ ଏକ ସେଲିବ୍ରିଟି ବିଚ୍ଛେଦ, ମାତ୍ର ୨ ବର୍ଷରେ ଅଲଗା ହେଲେ ଆକ୍ଟ୍ରେସ-ସିଇଓ

ମୁମ୍ବାଇ,୧୬।୧: ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତ୍ରୀ ମାଣ୍ଡି ଠକ୍କର ତାଙ୍କ ସ୍ବାମୀ ଶେଖର କୌଶଳଙ୍କୁ ଛାଡପତ୍ର ଦେଇଛନ୍ତି। ଶୁକ୍ରବାର, କୋର୍ଟ ପାରସ୍ପରିକ ସହମତିରେ ଦାଖଲ ହୋଇଥିବା ପ୍ରଥମ ଆବେଦନକୁ ମଞ୍ଜୁର କରି ଛାଡପତ୍ରକୁ ମଞ୍ଜୁର କରିଛନ୍ତି। ମାଣ୍ଡିଙ୍କ ପ୍ରତିନିଧିତ୍ୱ କରୁଥିବା ସେଲିବ୍ରିଟି ଆଡଭୋକେଟ…

ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ଧନୁଷ-ମୃଣାଳ ଠାକୁର! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।…

ବାଜି ମାରିଲା ଭାଜପା! ମହାରାଷ୍ଟ୍ର ପୌର ନିର୍ବାଚନ ଫଳାଫଳକୁ ନେଇ ଆସିଲା ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧୬।୧: ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ ଲକ୍ଷ୍ୟ କରାଯିବା ପରେ ଦଳର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକମାନେ ନକାରାତ୍ମକ ରାଜନୀତି କରୁଥିବା…

ବିଡିଓ ଦେଲେ ପ୍ରତିଶ୍ରୁତି: ସିଭିଲ ସର୍ଭିସ ପାଇଁ ମାଗଣା କୋଚିଂ…

ଦାରିଙ୍ଗବାଡି, ୧୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗ ଉନ୍ନୟନ ବିଭାଗ ଦ୍ୱାରା ରହିଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର…

ଧଉଳି ଗଣବଳାତ୍କାର: ଧରାପଡ଼ିଲେ ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର,୧୬।୧: ବହୁ ଚର୍ଚ୍ଚିତ ଧଉଳି ଗଣବଳାତ୍କାର ମାମଲାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସାଗର ଜେନା। ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି। ସାଗରଙ୍କୁ…

ପ୍ରତିମାସରେ ଋତୁସ୍ରାବ ବିଳମ୍ବରେ ହେଉଛି କି? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ମାସିକ ଋତୁସ୍ରାବ ଜଣେ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ। ତଥାପି, ଏହି ସମୟ ମଧ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଝିଅଙ୍କର ଋତୁସ୍ରାବ ଠିକ୍ ସମୟରେ ହୁଏ ନାହିଁ, କେତେବେଳେ ବିଳମ୍ବ ହୁଏ। ଅନେକ ମହିଳା ଏପରି…

ନିର୍ମାଣସ୍ଥଳରେ ଶ୍ରମିକଙ୍କୁ ହତ୍ୟା, ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଚାଲିଥିବାବେଳେ…

କର୍ଲାମୁଣ୍ଡା,୧୬ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଟକାରୁମାଲ ବଜାର ପଡ଼ିଆ ନିକଟରେ ଗୁରୁବାର ରାତିରେ ନିର୍ମାଣସ୍ଥଳରେ ଜନୈକ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ସୂଚନାନୁଯାୟୀ, ଆର୍‌ଏମ୍‌ସି ପକ୍ଷରୁ ଠିକାଦାରଙ୍କ ଦ୍ୱାରା ଧାନ ପିଣ୍ଡି ନିର୍ମାଣ…

ଭାଜପାର ଜାତୀୟ ଅଧ୍ୟକ୍ଷ ନିର୍ୱାଚନ: ସାଧାରଣ ଲୋକ ଲଢିପାରିବେ?

ନୂଆଦିଲ୍ଲୀ,୧୬।୧: ଭାରତୀୟ ଜନତା ପାର୍ଟି ଏହାର ପରବର୍ତ୍ତୀ ଜାତୀୟ ସଭାପତି ନିର୍ୱାଚନ ପାଇଁ ଆନୁଷ୍ଠାନିକ ଭାବରେ କାର୍ଯ୍ୟସୂଚୀ ପ୍ରକାଶ କରିଛି। ନିର୍ୱାଚନ ପ୍ରକ୍ରିୟା ଜାନୁଆରୀ 19 ତାରିଖରୁ ଆରମ୍ଭ ହୋଇ ଜାନୁଆରୀ 20 ତାରିଖରେ ଶେଷ ହେବ। ଏହି ସମୟରେ, ଲୋକଙ୍କ…

ମିଶିଯିବ ୨ଟି ବଡ଼ ବ୍ୟାଙ୍କ୍‌! ଖାତାରେ ଟଙ୍କା ଥିଲେ…

ନୂଆଦିଲ୍ଲୀ,୧୬।୧: ସରକାର ଦୁଇଟି ବଡ଼ ସାର୍ୱଜନୀନ କ୍ଷେତ୍ରର ବ୍ୟାଙ୍କକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି। ସରକାର ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?