Home Left

ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ଏହି ନାୟିକା ଏବେ ଲସ୍‌ ଆଞ୍ଜେଲସ୍‌ରେ ଘର କିଣିବାକୁ ଚାହୁଁଛନ୍ତି। ଯଦିଓ ତାଙ୍କର…

ନଦୀରେ ଭାସି ନାବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ନୟାଗଡ଼ ଅଫିସ,୭।୯: ନୟାଗଡ଼ ଜିଲା ନୂଆଗାଁ ଥାନା ଶୋରଡ଼ା ଗ୍ରାମର ବେଲପା ନଦୀରେ ଭାସିଯାଇ ଶନିବାର ଜଣେ ନାବାଳକ ନିଖୋଜ ଅଛନ୍ତି। ସେ ହେଲେ ଯାଜପୁର ଜିଲାର ରତନ ସ୍ବାଇଁ (୧୪)। ସୂଚନାନୁଯାୟୀ, ରତନ ନିଜ ମାମୁ ପଞ୍ଚାନନ ନାୟକଙ୍କ ଘରେ…

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ୮୭ ବର୍ଷୀୟା ଚନ୍ଦ୍ରୋଙ୍କ ଗୋଡରେ ଆଘାତ ହୋଇଥିବା…

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨ ସେଣ୍ଟ୍‌ ଜମିର ମାଲିକାନା ମିଳିଛି। ଏହି ଜମିର ଦାମ୍‌ ହଜାରେ କୋଟି ଟଙ୍କା ହେବ…

ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୨

ନୂଆଦିଲ୍ଲୀ,୭।୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ଥିଲା। ହେଲେ ଏହି ମିଶନରେ ସଫଳ ହେଲାନି ଭାରତ। ଏହାକୁ ନେଇ ପାକିସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ…

ହୀରାକୁଦ ଡ୍ୟାମ୍‌ରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୭ା୯(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଶନିବାର ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେହିପରି ପ୍ରତି…

ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ କାହିଁକି ଚାହୁଁଛନ୍ତି ପ୍ରଶ୍ନ ଛାତ୍ରଙ୍କୁ ପଚାରିଲେ ମୋଦି

ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଛାତ୍ରୀଛାତ୍ରଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ମୋଦି ଜଣେ ଛାତ୍ରଙ୍କୁ ସେ ଭବିଷ୍ୟତରେ କ’ଣ…

କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଜାତିଆଣ ଆକ୍ଷେପ ମାମଲା ନେଇ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ଷଡ଼ଙ୍ଗୀଙ୍କ ବିରୋଧରେ ଏସ୍‌ସି, ଏସ୍‌ଟି ଆକ୍ଟରେ ୨୦୦୪ ଓ ୨୦୧୧ ମସିହାରେ…

ଅଧାରୁ ଛୁଟି ହେଲା ବିଦ୍ୟାଳୟ : ମଧ୍ୟାହ୍ନଭୋଜନ ପରେ ଘରକୁ ଫେରିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ଏବେ ବର୍ଷା ଲାଗିରହିଛି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଶନିବାର ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଜିଲାପାଳ ଡ.ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି। ତେବେ ସକାଳୁ ପ୍ରବଳ ବର୍ଷା ଯୋଗୁ ଜିଲା ପ୍ରଶାସନ…

କନ୍ଧମାଳ ଜିଲାରେ ଲଗାଣ ବର୍ଷା : କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଶନିବାର ସକାଳ ୮ଟା ସୁଦ୍ଧା ୧୨ଟି ବ୍ଲକ ମଧ୍ୟରୁ କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୪୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲିଗୁଡ଼ାରେ ୧୨୫ ମିମି, ଫୁଲବାଣୀରେ ୧୧୧.୪ ମିମି, କୋଟଗଡ଼ରେ ୧୦୯ ମିମି, ଦାରିଙ୍ଗବାଡ଼ିରେ ୮୮…

ମାସିକିଆ ରିପୋର୍ଟ ପ୍ରଦାନ କଲେ ମନ୍ତ୍ରୀ

ଭୁବନେଶ୍ୱର,୭ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ନିଜ ବିଭାଗ ସମ୍ପର୍କିତ ମାସିକିଆ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ମନ୍ତ୍ରୀମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହିତ ସେମାନେ ସମ୍ମୁଖୀନ…

ଷ୍ଟେଶନ୍‌ରେ ଛିଡ଼ାହୋଇଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ପାଟନା,୭।୯: ବିହାର ଦରଭଙ୍ଗା ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ନିଆଁ ଲାଗିଛି। ଶନିବାର ସକାଳେ ଷ୍ଟେଶନରେ ଛିଡ଼ା ହୋଇଥିବା ଦରଭଙ୍ଗା-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ରେ ନିଆ ଲାଗିଯାଇଥିଲା। ଟ୍ରେନ୍‌ର ଜେନେରାଲ କୋଚ୍‌ର ସ୍ପେୟାର ବଗିରେ ନିଆଁ ଲାଗିବା ପରେ ଉପସ୍ଥିତ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri