Home Left

ବୟସ୍କ ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ଭାରତ ଦେଲା ୨ ବିଦ୍ୟୁତ୍‌ ଚାଳିତ ଯାନ

କାଠମାଣ୍ଡୁ,୨୭।୧୧: ନେପାଳର ପଶୁପତିନାଥ ମନ୍ଦିରକୁ ଆସୁଥିବା ବୟସ୍କ ତୀର୍ଥଯାତ୍ରୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଭାରତ ପକ୍ଷରୁ ୨ଟି ବିଦ୍ୟୁତ୍‌ ଚାଳିତ ଯାନ ଯୋଗାଇ ଦିଆଯାଇଛି। ଭାରତ ପକ୍ଷରୁ ଏହାକୁ ପଶୁପତିନାଥ ମନ୍ଦିର ଟ୍ରଷ୍ଟକୁ ବୁଧବାର ହସ୍ତାନ୍ତର କରାଯାଇଛି। ଏହି ଯାନକୁ…

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

ବେତନଟୀ,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ମେରଦା ଜଙ୍ଗଲ ନିକଟ କୁସୁମପୁର ଗ୍ରାମର ଜଣେ ମହିଳାଙ୍କ ବୁଧବାର ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତା ହେଲେ ସୀତା ମାରେଣ୍ଡି(୫୫)। ସୂଚନାନୁଯାୟୀ, ଆଜକୁ ୫ ଦିନ ହେବ ଉକ୍ତ ଅଞ୍ଚଳରେ…

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ ନେବା ପାଇଁ କେୟାର୍‌ ଟେକର ଆବଶ୍ୟକ ବୋଲି ଏକ ବିଜ୍ଞାପନ ଦେଇଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ…

କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ ନିକଟରେ ଦାବି କରାଯାଇଛି। ଏହାଦ୍ୱାରା ମୁସଲମାନ୍‌ ଶ୍ରଦ୍ଧାଳୁ ଆଜମେରର ଖ୍ବାଜା ମଇନୁଦ୍ଦିନ୍‌ ଚିସ୍ତିଙ୍କ ଦରଘାକୁ…

ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧: ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା ୭ଜଣ ଆତଙ୍କବାଦୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,୨୦୧୬ ଜୁଲାଇରେ ସହରର ଏକ କାଫେରେ…

ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୨୭।୧୧: ଚାଇନାରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏନେଇ ଆମେରିକା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାରେ ମାନବାଧିକାରର ଉଲ୍ଲଂଘନ ହେଉଥିବା ଏଥିରେ ଦର୍ଶାଯାଇଛି। ଚାଇନାର ଶିନ୍‌ଜିୟାଙ୍ଗ୍‌ ପ୍ରଦେଶରେ ଅଳ୍ପସଂଖ୍ୟକ…

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ କୁହାଯାଇଥାଏ। କେତେକ ଏହାକୁ ନ୍ୟୁମେରୋଫୋବିଆ ମଧ୍ୟ କୁହନ୍ତି। ଏଭଳି ସମସ୍ୟା ଥିବା ଲୋକ ଅବା…

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା…

ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍‌ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ…

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି ବିଧାୟକ ଶିବଚନ୍ଦ୍ର ରାମ ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପିଆଜ ଦାମ ବୃଦ୍ଧି…

ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର…

ସାବଧାନ! ଏମିତି ମାଛ, ଯାହାକୁ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି ସାବଧାନ ରହିବା ଜରୁରୀ। ଏପରି ବିଷାକ୍ତ ମାଛର ନାଁ ହେଉଛି ପଫର। ଏଥିରେ ସାଇନାଇଡ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?