ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ
ବେଲଗ୍ରେଡ୍,୮।୯(ଏଏଫ୍ପି): ୟୁରୋପିଆନ୍ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଶନିବାର ଅନୁଷ୍ଠିତ ମୁକାବିଲାରେ ସର୍ବିଆକୁ ୪-୨ ଗୋଲ୍ରେ ପରାସ୍ତ କରିଛି।…
ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ
ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ ଖୁବ୍ ଜୋର୍ରେ ପବନ ପହିବା ସହ ବର୍ଷା ମଧ୍ୟ ହୋଇଛି। ଫଳରେ ବଡ ବଡ…
ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି
ଭଣ୍ଡାରିପୋଖରୀ,୮।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିଚାଲିଛି। କିଛିଦିନ ତଳେ ଭଣ୍ଡାରିପୋଖରୀ ବଜାରର ବିଭିନ୍ନ ଦୋକାନରୁ ଚୋରି ହୋଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ମଞ୍ଜୁରୀ ପଞ୍ଚାୟତର ଗୋଟିଏ ଦିନରେ ୪ଟି ମନ୍ଦିରରୁ ଚୋରି ହୋଇଛି। ଚୋରମାନେ…
ଶତ୍ରୁଙ୍କୁ କଡ଼ା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ
ନୂଆଦିଲ୍ଲୀ,୮।୯: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ବାୟୁସେନା ସବୁ ମୁହୂର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ବାୟୁସେନା ଏବେ ଉଚ୍ଚସ୍ତରୀୟ ଅପରେଶନର ପ୍ରସ୍ତୁତିରେ ଲାଗି ରହିଛି। ଏହାବ୍ୟତୀତ ନିଜର ଯୁଦ୍ଧ ବିମାନ ଓ ହେଲିକପ୍ଟର ଗୁଡିକର…
ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି
ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ ମିଳେ ନାହିଁ। ସେଥିପାଇଁ ତ ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ ମିଳିଲେ ଲୋକେ…
ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ
ଘର, ଅଫିସ୍ ହେଉ କି ଶପିଂମଲ୍ ସବୁଠି ଥାଏ ଶୌଚାଳୟ। ବେଶ୍ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି ଯାହା ବେଶ୍ କୌତୂହଳମୟ। କେଉଁଠି ଆପଣଙ୍କୁ କେହି ଚାହୁଁଥିବା ଭଳି ଅନୁଭବ ହେବ ତ…
ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର
ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର ଶୁଦ୍ଧି କ୍ରିୟା ସାଙ୍ଗକୁ ଘର ଚଳାଇବା ଓ ପାଠ ପଢାଇବାକୁ ବୋଉକୁ ଆମ ଜମି…
ସେରେନା ନିରାଶ
ନ୍ୟୁୟର୍କ, ୮।୯- ୟୁଏସ୍ ଓପନ୍ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍ରେ ମୋର ପ୍ରଦର୍ଶନ ଅକ୍ଷମଣୀୟ ବୋଲି କହିଛନ୍ତି। ୨୦ ବର୍ଷ ତଳେ ସେରେନା ଏଠାରେ କ୍ୟାରିୟରର…
ତାଲିବାନ୍ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍
ଓ୍ବାଶିଂଟନ,୮।୯: ତାଲିବାନ୍ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି। କାବୁଲ୍ରେ ହୋଇଥିବା ତାଲିବାନ୍ ଆକ୍ରମଣରେ ଜଣେ ଆମେରିକା ସୈନ୍ୟଙ୍କ…
ଅକ୍ଷତ
ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ। ବ୍ରାହ୍ମଣ, ପୂଜକ ତଥା ପୁରୋହିତ ସର୍ବପ୍ରଥମେ ଯଜମାନଙ୍କୁ ଯାହା ବରାଦ କରିଥାନ୍ତି ତାହା ହେଉଛି…
ନୂଆ ମୋଟର ଯାନ ନିୟମ ପରେ ଏବେ ନିଜ ଗାଡ଼ି ଚଢୁ ନାହାଁନ୍ତି ଦିଲ୍ଲୀବାସୀ
ନୂଆଦିଲ୍ଲୀ,୮।୯: ମୋଟର ଯାନ ନିୟମରେ ପରିବର୍ତ୍ତନ ହୋଇ ସେପ୍ଟେମ୍ବର ପହିଲାରୁ ଯେଉଁ ଜରିମାନା ଆଦାୟ କରାଯାଉଛି ତାହା ଭାରତ ଭଳି ଦେଶରେ ପ୍ରାୟ କାହା ପକେଟ୍କୁ ସୁହାଉ ନାହିଁ କହିଲେ ଚଳେ। ତେବେ ଏହି ନୂଆ ନିମୟକୁ ଆଖି ଆଗରେ ରଖି…
ଥରିଲା ଆସାମ-ହିମାଚଳପ୍ରଦେଶ
ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୩ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହିମାଚଳପ୍ରଦେଶର…
Archives


