Home Left

କାର୍‌ ମାଲିକ ନାଁରେ କଟିଲା ସବୁଠାରୁ ଅଧିକ ଟଙ୍କାର ଚାଲାଣ

ଅହମ୍ମଦାବାଦ,୩୦।୧୧: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପୋଲିସ ଲୋକଙ୍କଠାରୁ ପୂର୍ବାପେକ୍ଷା ଅଧିକ ଚାଲାଣ କାଟିବା ଆରମ୍ଭ କରିଛି। ପ୍ରତିଦିନ ଅଧିକରୁ ଅଧିକ ଟଙ୍କାର ଚାଲାଣ ଆଦାୟ କରାଯାଉଥିବା ଖବର ସାମ୍ନାକୁ ଆସୁଛି। କିନ୍ତୁ ଗୁଜରାଟର…

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂ ପାଇଁ ପଞ୍ଜାବ ଯାଇଥିବା ବେଳେ ସ୍ବର୍ଣ୍ଣ ମନ୍ଦିର ପହଞ୍ଚିଛନ୍ତି। ସେଠାରେ…

ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର

ଗୁଆହାଟୀ,୩୦।୧୧: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ରାଜ୍ୟର ପବ୍ଲିକ୍‌ ଓ୍ବାର୍କ୍ସ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ହଜେଲାଙ୍କ ବିରୋଧରେ ବ୍ୟାପକ ଅର୍ଥ ହେରଫେର୍‌ ହୋଇଥିବା ଅଭିଯୋଗ କରାଯାଇଛି। ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ…

ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରତିବାଦ କଲେ ମହିଳା

ଭଦ୍ରକ ଅଫିସ,୩୦।୧୧: ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା ଶାଖା ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ସରକାରଙ୍କ ବହୁଳ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ବଦଳାଇବା ଦାବିରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲାପାଳଙ୍କୁ ଏକ…

ଅବକାରୀ, ବନ ବିଭାଗର ମିଳିତ ଚଢ଼ାଉ: ୧୫ଶହରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା,୩୦।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ପଞ୍ଚାୟତର କଙ୍କୁରପାଳ ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ଚଢ଼ାଉରେ ଉକ୍ତ ଗ୍ରାମ ନିକଟସ୍ଥ ଓହ୍ଲାଣି ନାଳ…

ଏହି ଦେଶରେ ରହିଛି ଏପରି ଅଜବ ସ୍କୁଲ

ସାଧାରଣତଃ ଅନୁକୂଳ ପରିବେଶ ମଧ୍ୟରେ ସ୍କୁଲ ରହିଥାଏ। ଯେଉଁଠିକି ପିଲାମାନେ ସହଜ ଏବଂ ସୁବିଧାରେ ଯାଇଆସି ପାଠ ପଢ଼ିପାରିବେ। ମାତ୍ର ଆଜି ଏମିତି କିଛି ସ୍କୁଲ ବିଷୟରେ କହିବୁ, ଯେଉଁଠି ପାଠପଢ଼ା ଚାଲିଥାଏ ବିପଦପୂର୍ଣ୍ଣ ସ୍ଥାନରେ। ଜାଣନ୍ତୁ ଏପରି ଅଜବ ସ୍କୁଲ…

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର…

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ, ପେରୁ ଓ ବଲିଭିଆରେ ଥିବା ଆମାଜନ)ରେ ଲାଗିଥିବା ନିଆଁ ଲିଭୁନାହିଁ। ଏଥିଯୋଗୁ ଆଣ୍ଡିଜ୍‌ ଓ…

ନନ୍ଦନକାନନରେ ୨ ଆନାକୋଣ୍ଡା ମୃତ, ୩ ଅସୁସ୍ଥ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ନନ୍ଦନକାନନ ଆସିଥିବା ହଳଦିଆ ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଏକ ଆଖି ବୁଜିଛି। ସେହିଭଳି ଆଉ ତିନୋଟି ଆନାକୋଣ୍ଡା ଅସୁସ୍ଥ ଅଛନ୍ତି। ତେବେ ସ୍ଥିତି ପରଖିବା ଲାଗି…

୨ ଶିକ୍ଷକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଉକ୍ତ ଗ୍ରାମର ଶିକ୍ଷକ ଜଗବନ୍ଧୁ ନାଏକ ଓ ନିତ୍ୟାନନ୍ଦ ମହାନ୍ତଙ୍କ ଘର ଗ୍ରିଲ ଭାଙ୍ଗି ଦୁର୍ବୃତ୍ତ ଆଲମୀରାରୁ ଲକ୍ଷାଧିକ…

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ଶନିବାର ମଧ୍ୟାହ୍ନରେ ସେ ବହୁମତ ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥାତ୍‌…

ଭାଜପାରେ ଯୋଗଦେଲେ ତାମିଲ କଳାକାର

ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଭାଜପା ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?