୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୨୧ା୮: ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ,…
୩ ଝିଅଙ୍କୁ ସାଙ୍ଗରେ ନେଇ ମା’ଙ୍କ ଆତ୍ମାହୁତି ଉଦ୍ୟମ, ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି…
ନିଶ୍ଚିନ୍ତକୋଇଲି,୨୧ା୮(ଅଶୋକ ମହାପାତ୍ର): ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ…
ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଲଗାତାର ୯ଦିନ ଛୁଟି ଘୋଷଣା!
ନୂଆଦିଲ୍ଲୀ,୨୧।୮: ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର । ଏଥିସହ କଲେଜରେ ପଢ଼ୁଥିବା ଯୁବପିଢିଙ୍କ ପାଇଁ ଆସିଛି ଏକ ଭଲ ଖବର। ଛୁଟିକୁ ନେଇ ହୋଇଛି ବଡ଼ ଘୋଷଣା । ଏକା ସାଙ୍ଗରେ ୯ ଦିନ ପାଇଁ। ପୂର୍ବରୁ, ଅଗଷ୍ଟ ୧୫,…
ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ
ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ…
ଖରାପ ପାଗରେ ବିମାନକୁ ଏମିତି ସୁରକ୍ଷିତ ଭାବେ ଅବତରଣ କରାଇଲେ ପାଇଲଟ୍, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଜଣେ ପାଇଲଟଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ଖରାପ ପାଗ ମଧ୍ୟରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। କ୍ୟାପ୍ଟେନ୍ ନୀରଜ ସେଟ୍ଟି ପ୍ରବଳ ବର୍ଷା ଏବଂ ପବନ ମଧ୍ୟରେ ସୁରକ୍ଷିତ…
ଭାରତର ପଡୋଶୀ ଦେଶ ଉପରେ ବଡ଼ ଗେମ୍ପ୍ଲାନ କଲେ ଟ୍ରମ୍ପ, ବିଶ୍ୱରେ ଚହଳ!
ଓ୍ବାଶିଂଟନ,୨୧।୮:ସାନ ଫ୍ରାନ୍ସିସ୍କୋ କୋର୍ଟ ଟ୍ରମ୍ପ ପ୍ରଶାସନ ସପକ୍ଷରେ ରାୟ ଦେଇ ମଧ୍ୟ ଆମେରିକା ଏବଂ ନେପାଳରୁ ଆସିଥିବା ୬୦,୦୦୦ ପ୍ରବାସୀଙ୍କୁ ଅସ୍ଥାୟୀ ସୁରକ୍ଷା ବଜାୟ ରଖିବା ପାଇଁ ନିମ୍ନ ଅଦାଲତର ନିର୍ଦ୍ଦେଶକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି। ଏହି କୋର୍ଟ ନିଷ୍ପତ୍ତି…
ମୂଲ୍ୟବାନ ଗଛ ଚାରି କରିବାକୁ ପ୍ରୟାସ: ବନପାଳଙ୍କ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଦାବି
ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି…
୭୪ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ
ଭବାନୀପାଟଣା,୨୧ା୮(ଉତ୍ତମ କୁମାର ଦାଶ):ବର୍ଷେ କି ଦୁଇବର୍ଷ ନୁହଁ। ଦୀର୍ଘ ୭୪ ବର୍ଷର ପୌରପାଳିକା କାର୍ଯ୍ୟାଳୟର ନିଜସ୍ବ ଗୃହ ନାହିଁ। ରାଜାରାଜୁଡା ଅମଳରୁ ନର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ହେଲେ ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି…
ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅଭିଯୋଗ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କେତେକ ଲୋକ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅବଳମ୍ବନ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମର ଅନେକ ଚାଷୀ ବୁଧବାର ବରଗଡ଼ ସମବାୟ ଉପନିବନ୍ଧକ (ଡିଆରସିଏସ୍)ଙ୍କ…
କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି କଲା ସଂଯୁକ୍ତ କୃଷକ ସଙ୍ଗଠନ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ…
ଦେବଗଡରେ ୧୨ ଘଣ୍ଟିଆ ବନ୍ଦ: ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବି
ଦେବଗଡ,୨୧।୮: (ଶଶାଙ୍କ ଶେଖର ଝାଙ୍କର): ଜିଲା ଯୁବ ଏକତା ମଞ୍ଚର ଡାକରାରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ…
ଭାରତ-ରୁଷିଆ ବାଣିଜ୍ୟକୁ ନେଇ ଜୟଶଙ୍କରଙ୍କ ବଡ ବୟାନ: ଭାରତରେ ଅଧିକ ନିବେଶ କରିବାକୁ ଆହ୍ୱାନ
ଭୁବନେଶ୍ୱର,୨୧।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ମସ୍କୋରେ ରୁଷିଆର କମ୍ପାନୀମାନଙ୍କୁ ଭାରତରେ ଅଧିକ ବିନିଯୋଗ ଓ ବ୍ୟବସାୟିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଶୁଳ୍କ ଓ ଅଣ-ଶୁଳ୍କ ବାଧାଗୁଡ଼ିକ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…
Archives


