Home Left

ଅଙ୍ଗନଓ୍ବାଡି କେନ୍ଦ୍ର ରୋଷେଇଘରୁ ମୃତଦେହ ମିଳିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ

ଚିତ୍ରକୋଣ୍ଡା, ୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ରାଜୁ ହାନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସୋମବାର ମଧ୍ୟ ଉତ୍ତେଜନା ଲାଗିରହିଛି। ପୋଲିସ-ଜନତା…

୧୦ ଦଫା ଦାବିରେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରୀଛାତ୍ର ତାତିଛନ୍ତି। ଏ ନେଇ ସେମାନେ କୁଳପତିଙ୍କୁ ତାଲା ପକାଇ ତାଙ୍କ ଅଫିସ ଆଗରେ ଧାରଣାରେ ବସି ନାରାବାଜି କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ…

ବିବାହକୁ ନିମନ୍ତ୍ରଣ କରି ସାଙ୍ଗରେ ଚେୟାର, ସାଣ୍ଡଓ୍ବିଚ୍‌ ଆଣିବାକୁ କହିଲେ ଦମ୍ପତି

ସୋସିଆଲ ମିଡିଆରେ ଏକ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହେବାରେ ଲାଗିଛି। ଅତିଥିମାନେ ବିବାହରେ ଯୋଗଦେବେ କି ନାହିଁ ସେନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଣାଇବା ପାଇଁ ଉକ୍ତ ପତ୍ରରେ ଉଲ୍ଲେଖ ରହିଛି। ଆଉ ଯଦି ନ ଜଣାନ୍ତି ତେବେ ସାଙ୍ଗରେ…

ବିହାରରେ ମହିଳା ଅସୁରକ୍ଷିତ: ରାବ୍ରି

ପାଟନା,୧୬।୯: ଆର୍‌ଜେଡି ନେତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ କହିଛନ୍ତି ବିହାରରେ ଏବେ ମହିଳା ଅସୁରକ୍ଷିତ। କାରଣ ନୀତୀଶ ସରକାରଙ୍କ ଶାସନରେ ଏବେ ଅପରାଧୀମାନେ ସବୁ ସୀମା ଅତିକ୍ରମ କରି ସାରିଲେଣି। ସରକାର ଏମାନଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ…

୫ ବର୍ଷ ଶହେ ଦିନରେ କେତେ ନିଯୁକ୍ତି ଦେଇଛନ୍ତି ଭାଜପା ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬।୯ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଭାଜପା ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ପଚାରିଛନ୍ତି ଗତ ୫ ବର୍ଷ ଶହେ ଦିନରେ ଭାଜପା ସକରାର କେତେ ନିଯୁକ୍ତି ଦେଇଛନ୍ତି ତାହାର ହିସାବ…

ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ହତ୍ୟା

ଖପ୍ରାଖୋଲ, ୧୬।୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଚିଟିକାମାଳ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସ୍ବାମୀ…

୬୬ମୌଲାନାଙ୍କ ସହ ସ୍କାଉଟ ଟ୍ରେନିଂ ନେଲେ ମୌଲାନା ମହୁମୁଦ୍‌ ମଦନି

ଭୋପାଳ,୧୬।୯: ଦେଶର ସବୁଠାରୁ ବଡ଼ ମୁସଲିମ ସଙ୍ଗଠନ ଜମିୟତ ଓଲେମା-ଇ-ହିନ୍ଦ ସହ ଜଡିତ ଥିବା ୬୬ ମୌଲାନା ସ୍କାଉଟ ଟ୍ରେନିଂ ନେଉଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଜମିୟତ-ଇ-ହିନ୍ଦର ମହାସଚିବ ମୌଲାନା ମହମୁଦ ମଦନୀ ନିଜ ୬୬ଜଣ ମୌଲାନା ଟିମ୍‌…

ଶହେ ବର୍ଷରେ ପୃଥିବୀକୁ ଧକ୍କା ଦେବେ ୯ଶହ ଗ୍ରହାଣୁ

ଓ୍ବାଶିଂଟନ,୧୬।୯ : ଆସନ୍ତା ଶହେ ବର୍ଷ ମଧ୍ୟରେ ପୃଥିବୀକୁ ୯ ଶହ ଗ୍ରହାଣୁ ଧକ୍କା ଦେବାର ସମ୍ଭାବନା ରହିଛି। ଏହାଦ୍ୱାରା ପୃଥିବୀର ଜୀବଜଗତ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏନେଇ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।…

ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ଶାହିଦ୍‌ ଆଫ୍ରିଦ୍‌ ହେବା ନେଇ ଚର୍ଚ୍ଚା, ୟୁଜର୍ସ କହିଲେ ପିଓକେକୁ ବି ଭାରତକୁ ଦେଇଦେବେ

ଇସାଲାମାବାଦ,୧୬।୯: ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍‌ ଆଫ୍ରିଦ୍‌ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉଠିଛି। ଗତକିଛି ଦିନ ହେବ ସେ କଶ୍ମୀର ପ୍ରସଙ୍ଗ ମନ୍ତବ୍ୟ ଦେଉଥିବାର ନଜିର ରହିଛି। ଏହାସହ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଗସ୍ତରେ ମଧ୍ୟ ଯାଇଛନ୍ତି।…

ରାତ୍ରଭୋଜନ

ରାତ୍ରଭୋଜନ ସହଜରେ ହଜମ ହେଉଥିବା ଦରକାର। ରାତିରେ ଯଦି ଆମେ ଗରିଷ୍ଠ ଖାଦ୍ୟ ଖାଇବା ତେବେ ତାହା ହଜମଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହି ସମୟରେ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ। ରାତ୍ରଭୋଜନରେ ସବୁବେଳେ ସୁପାଚ୍ୟଯୋଗ୍ୟ…

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ ଉପଲବ୍ଧ। ନିକଟରେ ଆଉ ଏକ ଉପାୟ ଦ୍ୱାରା ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଏକ…

ଲମ୍ବା କୁର୍ତ୍ତି ପିନ୍ଧିବାକୁ ରାଜି ନୁହେଁ କଲେଜ ଛାତ୍ରୀ

ହାଇଦ୍ରାବାଦ,୧୬।୯: ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ପ୍ରଶାସନ ପକ୍ଷରୁ ଆଣ୍ଠୁ ତଳକୁ କୁର୍ତ୍ତି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଟ କୁର୍ତ୍ତି, ସ୍ଲିବଲେସ୍‌ ଆଦି ପିନ୍ଧିବାକୁ କଲେଜ ପ୍ରଶାସନ ବାରଣ କରିଥିଲା। ହେଲେ ଏହାକୁ ବିରୋଧ କରି ସୋମବାର ଛାତ୍ରୀମାନେ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri