Home Left

ଯେଉଁଠି ପିଲାମାନେ ଦେଶ ସୀମା ପାର ହୋଇ ଯାଆନ୍ତି ସ୍କୁଲ

ଏମିତି ଏକ ଦେଶ ରହିଛି, ଯେଉଁଠାରେ ପ୍ରତିଦିନ ପିଲାଙ୍କୁ ପଢ଼ିବାକୁ ଯିବାକୁ ଏବଂ ସେଠାରୁ ଫେରିବାକୁ ଇଣ୍ଟରନ୍ୟାସନାଲ୍‌ ବର୍ଡର୍‌ କ୍ରସ୍‌ କରିବାକୁ ପଡ଼େ। ଏହି ସ୍କୁଲ୍‌ ଆମେରିକାରେ ରହିଛି। ପ୍ରକୃତରେ ଆମେରିକାର କଲମ୍ବସ୍‌ ଏଲିମେଣ୍ଟ୍ରି ସ୍କୁଲ୍‌ରେ ଅନେକ ପିଲା ବିଦେଶରୁ ପଢ଼ିବାକୁ…

କ୍ରିକେଟରେ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ସ୍ତ୍ରୀ-ସ୍ବାମୀ

କ୍ରିକେଟରେ ଭାଇ-ଭାଇ ଏକାଠି ଖେୁଥିବାର ତ ଆପଣ ଦେଖିଥିବେ। କିନ୍ତୁ ସ୍ବାମୀ-ସ୍ତ୍ରୀ ଗୋଟିଏ ଦଳ ପାଇଁ ଏକତ୍ର ଖେଳିବା କଥାଟା ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳର ଅଧିନାୟକ ହେଉଛନ୍ତି ଡେନ ଭାନ…

ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା…

ମିଳୁନି ଉଚିତ୍‌ ପାରିଶ୍ରମିକ :ବେଉସା ଛାଡ଼ିବେ ଜରିମେଢ଼ କାରିଗର

ଚୌଦ୍ୱାର, ୧୬ା୯(ଡି.ଏନ୍‌.ଏ.)-ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ପୂଜା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଢ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦିନକୁ ଦିନ ଚାନ୍ଦିମେଢ଼ର ଚାହିଦା ବଢ଼ୁଥିବାବେଳେ ଜରିମେଢର ଆବଶ୍ୟକତା ମଧ୍ୟ କମିନାହିଁ। କଟକ…

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଯାଏ। ସ୍ବିଡେନ୍‌ରେ ୮୦୦ ମହିଳାଙ୍କ ଉପରେ ଏକ ଗବେଷଣା…

ଚାଇନା ଓପନ୍‌ ଉପରେ ସିନ୍ଧୁଙ୍କ ନଜର

ଚାଙ୍ଗ୍‌ଝୋଉ (ଚାଇନା), ୧୬।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର୍‌-୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଚାମ୍ପିୟନ ଭାରତୀୟ ତାରକା ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଏହି…

ଦକ୍ଷିଣ ଆଫ୍ରିକା କ୍ରିକେଟର ପାର୍ଟନର ହେଲା ‘ଅମୁଲ’

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଭାରତ ଚଳିତ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଭାରତର ପ୍ରମୁଖ ଡାଏରୀ କମ୍ପାନୀ ‘ଅମୁଲ‘ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ପାର୍ଟନର ହୋଇଛି। ଏନେଇ ସୋମବାର ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି…

ମହାରାଷ୍ଟ୍ର ନିର୍ବାଚନ:୧୨୫-୧୨୫ ଆସନରେ ଲଢିବେ କଂଗ୍ରେସ-ଏନସିପି

ମୁମ୍ବାଇ,୯।୧୬: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ତାରିଖ ଘୋଷଣା ହେବାର ଅଛି। ଏହି ନିର୍ବାଚନରେ ଉଭୟ କଂଗ୍ରେସ ଓ ଏନସିପି ଏକାଠି ଲଢିବେ ବୋଲି ଜଣାପଡିଛି। କଂଗ୍ରେସ ୧୨୫ ଓ ଏନସିପି ୧୨୫ଟି…

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କ ପରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ବିରାଟ କୋହଲିଙ୍କ ଭଳି…

ବାଟବଣା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା ଦରକାର। ଉତ୍ତର ଭାରତର କେତେକ ରାଜ୍ୟରେ ବ୍ୟବହୃତ ହେଉଥିବା ହିନ୍ଦୀ ଭାଷାକୁ ଭାରତୀୟ ସମ୍ବିଧାନରେ…

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ…

ଏଠି ସମସ୍ତଙ୍କର ଗୋଟିଏ କିଡ୍‌ନୀ

ଗୋଟିଏ କିଡ୍‌ନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି। ଗାଁର ନାଁ ହୋକ୍‌ସେ। ଏଠି ଅଧିକାଂଶ ଲୋକେ ଗୋଟିଏ କିଡ୍‌ନୀରେ ଜୀବନ ବିତାଉଛନ୍ତି। କୌଣସି ରୋଗ ପାଇଁ ନୁହେଁ ବରଂ ଅଭାବରୁ ଏମାନେ କିଡ୍‌ନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri