Home Left

ଭାଜପାରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସୌଦାମିନୀ ମାନସିଂହ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମାନସିଂହ ଭାଜପାରେ ସାମିଲ ହୋଇଥିବା…

ହରିୟାଣାରେ ସୋନିଆଙ୍କ ରାଲି ବାତିଲ୍‌: ଏବେ ରାହୁଲ ସମ୍ଭାଳିବେ ମୋର୍ଚ୍ଚା

ଚଣ୍ଡିଗଡ଼,୧୮।୧୦: ହରିୟାଣା ମହେନ୍ଦ୍ରଗଡ଼ରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ହେବାକୁ ଥିବା ରାଲିକୁ ବାତିଲ୍‌ କରାଯାଇଛି। ସୋନିଆ ଗାନ୍ଧୀ ଏବେ ଏହି ରାଲିକୁ ସମ୍ବୋଧିତ କରିବେ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏହାର ମୋର୍ଚ୍ଚା ସମ୍ଭାଳିବେ।…

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫ ଛାତ୍ର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, କ୍ୟାମ୍ପିଅନ୍‌ ସ୍କୁଲ ବସ୍‌ଟି…

ଓ୍ବାର୍ଲ୍‌‍ଡ ଟ୍ରାଭେଲ ମାର୍କେଟରେ ମହାରାଜା ଏକ୍ସପ୍ରେସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଲଣ୍ଡନରେ ପ୍ରଦର୍ଶିତ ହେବ ଭାରତୀୟ ରେଳପଥର ସର୍ବୋତ୍ତମ ବିଳାସପୂର୍ଣ୍ଣ ଟ୍ରେନ୍‌ ମହାରାଜା ଏକ୍ସପ୍ରେସ। ଆସନ୍ତା ୪ରୁ ୬ ନଭେମ୍ବର ପର୍ଯ୍ୟନ୍ତ ଭାରତର ଏହି ଉନ୍ନତ ରାଜକୀୟ ଆତିଥ୍ୟ ପ୍ରଦାନକାରୀ ବିଳାସପୂର୍ଣ୍ଣ ଟ୍ରେନ୍‌ ‘ଓ୍ବାର୍ଲ୍‌‍ଡ ଟ୍ରାଭେଲ ମାର୍କେଟ’ ମେଳାରେ ସାମିଲ…

ହୃଦ୍‌ଘାତରେ ଯାଉଛି ବାର୍ଷିକ ୧୩ ଲକ୍ଷ ଜୀବନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଭାରତରେ ପ୍ରତି ବର୍ଷ ୧୩ ଲକ୍ଷ ଲୋକଙ୍କର ହୃଦ୍‌ଘାତ (ହାର୍ଟ ଆଟାକ) ଯୋଗୁ ମୃତ୍ୟୁ ହେଉଥିବା ବେଳେ ଓଡିଶାରେ ମଧ୍ୟ ପ୍ରତି ଘଣ୍ଟାରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି। ବୁଧବାର ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ ଏ.ଜି. ଓଡିଶା ଆନୁକୂଲ୍ୟରେ…

ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର ପ୍ରାୟ ୧ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାରୁ ବାଦାମବାଡ଼ି, ଲିଙ୍କ୍‌ରୋଡ଼, ରେଭେନ୍‌ଶା…

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଜଙ୍ଗଲରାଜ ଚାଲିଛି ବୋଲି ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲମାନଙ୍କ ନିକଟରେ ବିଭାଗୀୟ…

କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଲେ ସ୍ବାମୀ

ପାଟନା,୧୮।୧୦:ବିହାରର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। କରବାଚୌଥ ଦିନ ସ୍ତ୍ରୀଙ୍କ ଜିଭ କାଟିଦେଇଛନ୍ତି ସ୍ବାମୀ। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁଜାଫରପୁରର ସକରା ଥାନା ଅନ୍ତର୍ଗତ ସରୈୟା ଗ୍ରାମରେ ଦୁଇ ସଉତୁଣୀ ଝଗଡା ଲାଗିବାରୁ ସ୍ବାମୀ…

୩୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ : ୭ ଗୁରୁତର

ଗଜପତି,୧୮।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୀଳମୁଣ୍ଡା ବ୍ରିଜ ନିକଟରେ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଗାଡ଼ି ନଂ. ଓଡି ୦୫ ଏଲ୍‌ ୬୨୮୮ ଯାତ୍ରୀବାହୀ ବସ ଶୁକ୍ରବାର ଭୋର୍‌ ସମୟରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସି ପଡ଼ି…

ବାଲିଯାତ୍ରାରେ ହେବ ପଥ ଉତ୍ସବ : ବୋଟିଂର ମଜା ନେବେ ଲୋକେ

କଟକ ଅଫିସ, ୧୮ା୧୦: ଚଳିତବର୍ଷ କଟକ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ଲୋକଙ୍କୁ ଯେଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଗୁରୁବାର ବାଲିଯାତ୍ରା ପଡ଼ିଆ ବୁଲି ତଦାରଖ…

କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ହେବା ଘଟଣା ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : କେନ୍ଦ୍ରାପଡା ଜିଲା ଗରଦପୁରରେ କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୪ରେ ଘଟିଥିବା ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାର ବିଚାର କରି ଜାତୀୟ ମାନବିକ ଅଧିକାର…

୨୧ରେ ଆସୁଛନ୍ତି ପବ୍ଲିକ ଆକାଉଣ୍ଟ୍‌ସ କମିଟି

ଭୁବନେଶ୍ୱର,୧୮ା୧୦(ବ୍ୟୁରେ): ଆସନ୍ତା ସୋମବାର ଓଡ଼ିଶା ଆସୁଛନ୍ତି ପବ୍ଲିକ ଆକାଉଣ୍ଟସ କମିଟି। ପୂର୍ବତଟ ରେଳପଥରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସାମ୍ବିଧାନିକ ଆବଶ୍ୟକତା ନିରୀକ୍ଷଣ କରିବେ। ସେମାନଙ୍କ ସହ କରାଯାଇଥିବା ଚୁକ୍ତି ଅନୁସାରେ ଅଧିକାର ମିଳୁଛି କି ନାହଁି ତାହାର ତଦାରଖ କରିବେ। ଠିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri