ଦେଶରେ ବଢୁଛି ଆର୍ଥିକ ଅସମାନତା
ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର ଅସମାନତା…
ପିଆଜରେ ରହିଛି ଏସବୁ ଉପକାରୀ ଗୁଣ…..
ଘରେ ଘରେ ପିଆଜର ବହୁତ ଚାହିଦା ରହିଛି। ସାଧାରଣତଃ ଖାଦ୍ୟର ସ୍ବାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଇଥାଏ। ଏହା ଆମ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ପିଆଜରେ ରହିଛି ଭିଟାମିନ୍ ବି, ସି, କ୍ୟାଲସିୟମ, ଆଇରନ୍, ପୋଟାସିୟମ, ଫାଇବର ଭଳି ଅନେକ…
ଡାଇବେଟିସ୍ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…
କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ଫସ୍ଫରସ୍ ଥାଏ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ କୋଲେଷ୍ଟରଲ୍ସ୍ତରକୁ…
କିଡ୍ନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିକାଲି ଅନେକ ରୋଗରେ ମଣିଷ ପୀଡିତ ହେଉଛି। ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟର ନୀତି ନିୟମ ଓ ଫାଷ୍ଟ ଫୁଡ୍, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗର ଶୀକାର ହେଉଛି। ମଣିଷ କିଡ୍ନୀରେ ଷ୍ଟୋନ୍ ରହିବା ଭଳି ଏକ ଗହନ ସମସ୍ୟା…
ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କାର ସୁନା, ରୂପା ଗହଣା ଲୁଟ୍
ରୂପ୍ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଦୋକାନରୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ଫିଲ୍ମ ଷ୍ଟାଇଲ୍ରେ ୧୦ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ଗୁରୁବାର ବସ୍ତା ଥାନାରେ ଅଭିଯୋଗ…
ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକ ମୃତ
ନୂଆଗାଁ, ୧୭।୧୦ (ଡି.ଏନ୍.ଏ.)- ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତୀବାରୀ ଧୁମାଗୁଡା ନିକଟସ୍ଥ ରାଣୀବଗିଚା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚତ୍ ହାତୀ ଶାବକର ମୃତଦେହ ଜବତ…
ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ : ସେମିରେ ଇଲେଭେନ ଷ୍ଟାର ସୋନପୁର
ଅମରପାଲି, ୧୭।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆରେ ହେଉଥିବା ୧୦ମ ଶହୀଦ ବିଭୀଷଣ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିବସ ଗୁରୁବାର ତିନୋଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚ ଏମଏନସିସି ଉପୁଲା ଓ ବିଏମସିସି…
ଆଳୁରେ ନିର୍ମିତ ହୋଟେଲ
ଆଳୁରେ ନିର୍ମିତ ହୋଟେଲ। ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି। ଏହି ଆଳୁର ଓଜନ ଛଅ ଟନ୍ ହେବ। ୟା ଭିତରେ ଗୋଟେ ରାତି ପାଇଁ ଭାରତୀୟ ମୁଦ୍ରାରେ ୧୮…
ସମବାୟ ସମିତି ସଭାପତିଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି: ଏସ୍ପିଙ୍କୁ ଭେଟିଲେ ପରିବାରବର୍ଗ, ଗ୍ରାମବାସୀ
ସୋନପୁର,୧୭।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ସେବା ସମବାୟ ସମିତି ସଭାପତି ପ୍ରଦୀପ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ୨୮ ଦିନ ବିତିଲାଣି । ପ୍ରଦୀପଙ୍କ ଭାଇ ଅଜିତଙ୍କ ଲିଖିତ ଅଭିଯୋଗ କ୍ରମେ ସୁବଳୟା ପୋଲିସ ଏକ ହତ୍ୟା ଘଟଣା…
ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ
ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍ ଜିତି ପୁଡୁଚେରୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଆସାମ ୩୬.୧…
ଡେନ୍ମାର୍କ ଓପନ୍ରୁ ସିନ୍ଧୁ, ସମୀରଙ୍କ ବିଦାୟ
ଓଡେଞ୍ଜ୍, ୧୭ା୧୦ (ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍ ସୁପର ୭୫୦ଇଭେଣ୍ଟର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍ ସିନ୍ଧୁ କୋରିଆର ଆନ୍ ସି ୟଙ୍ଗ୍ଙ୍କଠାରୁ ୧୪-୨୧,…
ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି
ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ…
Archives


