Home Left

ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଗ୍ରହଣ କରି ନେଇଛନ୍ତି। ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା…

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ ଅବସ୍ଥାରେ ଜୀବନ ବିତାନ୍ତି ବୁଲାକୁକର। କିନ୍ତୁ ମେକ୍ସିକୋର ଜଣେ ବ୍ୟକ୍ତି ବୁଲାକୁକୁରଙ୍କୁ ସାହାରା ଦେବା…

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ। ଲୋକେ ତାଙ୍କର ଦିବ୍ୟ ବାଣୀରୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷା…

ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍‌ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା କେସି ପଦଭି କହିଛନ୍ତି ଶେଷ ଫଳାଫଳ ସକରାତ୍ମକ ହେବ ଓ ଶିବସେନା…

ଛୁଟି ଦିନରେ ଗାଡ଼ି ଯାଞ୍ଚ: ଟ୍ରକ୍‌ ଚଢ଼ିଯିବାରୁ ଆର୍‌ଟିଓ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର, ୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍‌ ଛୁଟି ଦିନରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଟ୍ରକ୍‌ ଧକ୍କାରେ ଜଣେ ଆର୍‌ଟିଓ କର୍ମଚାରୀ(ଚାଳକ)ଙ୍କ ମୃତ୍ୟୁ ଘଟିଛି।…

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ କରିବା ପୂର୍ବରୁ ଅବସରପ୍ରାପ୍ତ ଖେଳାଳି ବଲିଉଡ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ସହ ବ୍ରେକଅପ୍‌ ପରେ…

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି। ହ୍ରଦର ଜଳ ଦୂଷିତ ହେବା ଅବା କୌଣସି ଭୁତାଣୁ ଜନିତ ରୋଗରୁ ପକ୍ଷୀଙ୍କ ମୃତ୍ୟୁ…

ପରିବା ଟ୍ରେରୁ ନାଗ ଉଦ୍ଧାର

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ାସ୍ଥିତ ପରିବା ହାଟରୁ ମଙ୍ଗଳବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଜଣେ ବ୍ୟବସାୟୀ ପରିବା ରଖିବା ପାଇଁ ଟ୍ରେଗୁଡିକୁ ସଜାଡୁ ଥିବା ବେଳେ ସାପକୁ ଦେଖିଥିଲେ। ଏ ନେଇ ସେ ସ୍ନେକ ହେଲ୍ପଲାଇନଙ୍କୁ ଜଣାଇଥିଲେ। ସ୍ନେକ ହେଲ୍ପଲାଇନ…

ଆଙ୍କ୍‌ଲେଟ୍‌ ଫ୍ୟାଶନ

ଆଜିକାଲି ମହିଳାମାନେ ସିଲ୍‌ଭର ପାଉଁଜି ବଦଳରେ ଆର୍ଟିଫିସିଆଲ ଏବଂ ଷ୍ଟାଇଲିଶ୍‌ ଆଙ୍କ୍‌ଲେଟ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ମଡର୍ନ ହେଉ ଅବା ଟ୍ରାଡିସନାଲ ଡ୍ରେସ୍‌ ଯେକୌଣସି ଗେଟ୍‌ଅପ୍‌ରେ ଏହା ବେଶ୍‌ ମାନିଥାଏ। କ୍ୟାପ୍ରି, ସ୍କର୍ଟ, ଜିନ୍ସ ଆଦି ସହ ବି ଆପଣ ଏହାକୁ…

ହାଟଡିହୀ ବ୍ଲକ ବିଡିଓ ସୁଶାନ୍ତ ବାରିକଙ୍କ ବଦଳି

ହାଟଡିହୀ,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅନ୍ୟତ୍ର ବଦଳି ହୋଇଛି। ସୋମବାର ପଞ୍ଚାୟତିରାଜ ବିଭାଗ ତରଫରୁ ଚିଠି ନଂ.୨୦୫୮୪ ଅନୁଯାୟୀ ପ୍ରକାଶିତ ଓଏଏସ୍‌ ବଦଳି ତାଲିକାରୁ ଏହା ଜଣାପଡିଛି । ବିଡିଓ ସୁଶାନ୍ତ କୁମାର ବାରିକ ସୋର…

ସିକାଗୋରେ ପ୍ରବଳ ବରଫପାତ: ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ବାତିଲ

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ସିକାଗୋ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ସିକାଗୋ ଓହରା ଓ ମିଡଓ୍ବେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ରନଓ୍ବେ ସନ୍ଧ୍ୟା ପର୍ଯ୍ୟନ୍ତ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଥିଲା। ଏଥିଯୋଗୁ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣକୁ ବାତିଲ…

ହୋଶଙ୍ଗାବାଦ୍‌ରେ ରହିଛି ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ

ହୋଶଙ୍ଗାବାଦ୍‌,୧୨।୧୧: ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌ଠାରେ ଥିବା ଗୁରୁ ସିଂ ସଭା ଗୁରୁଦ୍ୱାରାରେ ମହା ସମାରୋହରେ ପାଳିତ ହେଉଛି। ନର୍ମଦା ନଦୀ କୂଳରେ ଥିବା ଏହି ଗୁରୁଦ୍ୱାରାରେ ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ ରହିଛି। ଏଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri